Monday, January 26, 2026

BATOI KAHI TU JAUCHU DHAI KI SUKHA PAIBA PAI CHRISTIAN ODIA LYRICS SONG||BATOI LYRICS DEVOTIONAL SONG|| ବାଟୋଇ || JAGAN MOHAN NAG ODIYA CHRISTIAN DEVOTIONAL || VIDEO LYRICAL SONG

BATOI KAHI TU JAUCHU DHAI KI SUKHA PAIBA PAI CHRISTIAN ODIA LYRICS SONG||BATOI LYRICS DEVOTIONAL SONG|| ବାଟୋଇ || JAGAN MOHAN NAG ODIYA CHRISTIAN DEVOTIONAL || VIDEO LYRICAL SONG
 
"lyrics "

ବାଟୋଇ .....

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...

ବାଟୋଇ .....

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...-2 ଥର 

ଯାହା ତୁ ବୁଣିଛୁ ତାହା ହିଁ କାଟିବୁ 

ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର 

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ

ବାଟୋଇ ...

=1=

ଶୁଣିଛୁ କି କେବେ ,ସେ ଦୁଖ କାହାଣୀ 

କାଲବରୀ କ୍ରୁଶ କଥା ...

ତୋର ପାପ ଭାର ବହିନେଇ ଯୀଶୁ 

ଛାଡ଼ିଥିଲେ ଗୋଲ ଗତା -2 ଥର

ଯୀଶୁ ହିଁ ଅଟନ୍ତି ଦୟାର ସାଗର 

ପାପ ଜଗତରୁ କରିବେ ଉଦ୍ଧାର 

ତାଙ୍କ ବିନା ମୁକତି ନାହିଁ

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ-2 ଥର 

ବାଟୋଇ ...

=2=

ଚିହ୍ନି ପରିଲୁନି ଯୀଶୁଙ୍କ ପ୍ରେମକୁ 

ମାତିଲୁ ମାୟା ଜଗତେ 

ଶାନ୍ତି ପାଇବାକୁ ଦୁନିୟା ବୁଲିଲୁ 

କିଏ ଦେବ ଶାନ୍ତି ତତେ  -ହୋ -2 ଥର 

ଛାଡିଦେ ଭରସା ଛାର ଦୁନିଆ କୁ 

ଯୀଶୁଙ୍କ ଚରଣେ ସମର୍ପି ନିଜକୁ 

ପାଇବୁ ଅନନ୍ଦ ତୁହି ...

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ-2 ଥର 

ବାଟୋଇ ...

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...

ବାଟୋଇ .....

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...-2 ଥର 

ଯାହା ତୁ ବୁଣିଛୁ ତାହା ହିଁ କାଟିବୁ 

ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର 

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ -2 ଥର 

ହୋ ..... ହୋ ....ହୋ ... 

=ସମାପ୍ତ =

Prema Achi Kahara lyrics||Christian Odia Song Lyrics||Humman Sagar New Christian Odia Song ||Prema achi Kahara || ପ୍ରେମ ଅଛି କାହାର - Humane Sagar | Odia Christian Devotional Song||prema achi kahara odia christian song Lyrics Odia Song

 "LYRICS"

ହା .....ଓ ....ଓ 

ଓ ....ଅ ....

ପ୍ରେମ ଅଛି କାହାର ?? -2ଥର

ଶତ୍ରୁ ଲାଗି ଏଡେ ପ୍ରେମ ..

ପ୍ରାଣ ଦେଈ କଲେ ପ୍ରେମ 

ଏତ ଯୀଶୁ ପ୍ରେମ ,ଏତ ଯୀଶୁ ପ୍ରେମ -2 ଥର 

ପ୍ରେମ ଅଛି କାହାର ?? -2ଥର

=1=

ଅଭିଶକ୍ତ ଏ ଜଗତ ମଣିଷ ଜୀବନ 

ନାହି ଏଟି ସତ ନାହି ଏଟି ପଥ 

ହୋ ।। ଯୀଶୁ ଏକା ପଥ ସତ୍ୟ ଜୀବନ 

ଖୋଲି ଦେଲେ ଏ ଜଗତେ 

ମୁକତିର ପଥ 

ପ୍ରେମ ......ପ୍ରେମ ....

ପ୍ରେମ ଅଛି କାହାର ?? -2ଥର

=2=

ପ୍ରାୟଶ୍ଚିତ କରି ଗଲେ ,ମାନବ ପାପର 

ଅନୁପମ ବନ୍ଧୁ ପାଳକ ଆତ୍ମାର 

ହୋ ...ଆଉ କାହା ପାଶେ ନାହିଁ ,ଏମିତିକା ପ୍ରେମ 

ଅଭୂଲା ଚିରନ୍ତନ ମହାନ ସେ ପ୍ରେମ 

ପ୍ରେମ ......ପ୍ରେମ .... 

ପ୍ରେମ ଅଛି କାହାର ?? -2ଥର 

ଶତ୍ରୁ ଲାଗି ଏଡେ ପ୍ରେମ ..

ପ୍ରାଣ ଦେଈ କଲେ ପ୍ରେମ 

ଏତ ଯୀଶୁ ପ୍ରେମ ,ଏତ ଯୀଶୁ ପ୍ରେମ -2 ଥର 

ପ୍ରେମ ଅଛି କାହାର ?? -2ଥର

=ସମାପ୍ତ=

ASHISARA DAATA FULL ODIA DEVOTIONAL CHRISTIAN SONG LYRICS ||ODIA CHRISTIAN LYRICS ||HUMMAN SAGAR NEW CHRISTIAN LYRICS SONG ||ASISARA DATA ASISA TUMARI||( ଆଶିଷର ଦାତା ) | HUMANE SAGAR | Odia Christian Devotional Song

"LYRICS "

ଆଶିସର ଦତା..... 

ଆଶିସ ତୁମରି 

ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h 

ତବ ଆତ୍ମା ଗୁଣେ ଫଳ ଫୋଳୁ ଥାଉ 

ରହି ସଦା ତୁମ ଠାରେ ,ରହି ସଦା ତୁମ ଠାରେ -2 ଥର (g)

=1=

ଏଇ ଜୀବନରେ ତୁମ ଆତ୍ମା ବିନା 

କାରୀ କି ପାରେ ମୁ କିଛି 

ହେ କୃଷକ ତୁମେ ଖତ ଦେଈ ବୁଣେ 

କୃପା ଝଳ ଦିଅ ଛିଞ୍ଚି -h  (ହୋ )-2 ଥର 

ଉଜ୍ଜିବିତ କର ,ଦେହ ଆତ୍ମା ମର 

ପ୍ରଭୁ ତୁମ ଆଶିଷରେ ,ପ୍ରଭୁ ତୁମ ଆସିଷରେ -g 

ଆଶିସର ଦତା..... 

ଆଶିସ ତୁମରି 

ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h 

=2=

କଥା ତୋ ଦେଇଛ ..ଥିବ ସାଥେ ସାଥେ 

ଶେଷ ଯାଏ ଜୀବନରେ 

ହଜି ଗଲେ ମୁ ଯେ ..ପଥ ଦେଖାଇବ 

ବାକ୍ୟରୂପ ପ୍ରଦୀପରେ -ହୋ (g )-2 ଥର 

ଏତିକି ବିନତି ଚରଣେ ତୁମରି ,

ଚଳୁଥିବୀ ତୁମ ସାଥେ -h (2 ଥର ) 

ଆଶିସର ଦତା..... 

ଆଶିସ ତୁମରି 

ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h 

=ସମାପ୍ତ=

Bhala Lage Mate Jisu Nama Odia Lyrics Song ||Christian Odia Bhala lagemate jishu nama soong ||Humman Sagar Hits Song ||Singer Humman Sagar( ଭଲ ଲାଗେ ମତେ ଯୀଶୁ ନାମ ) | HUMANE SAGAR | Odia Christian Devotional Song

"lyrics"
ଭଲ ଲାଗେ ମତେ 
ଯୀଶୁ ନାମ ,ଯୀଶୁ ନାମ ,-2 ଥର 
ଭଲ ପାଏ ଯାହାକୁ ,ମୋର ପ୍ରାଣ 
ନୀତି କୋଯେ ଯାହାକୁ ,ମୋର ପ୍ରାଣ 
ସେଇ ତୋ ଯୀଶୁ ନାମ 
ଭଲ ଲାଗେ ମତେ 
ଯୀଶୁ ନାମ ,ଯୀଶୁ ନାମ -2 ଥର 
=1=
ପାଇଲି ଯେବେ ତାଙ୍କ ପ୍ରେମ ,ତାଙ୍କ ପ୍ରେମ 
କଳଙ୍କ ମୋନ ହେଲା ପୂଣ୍ୟ ,ହେଲା ପୂଣ୍ୟ -2 ଥର (ହୋ)
ଏବେ କେମିତି ଭୁଲିବି ସେହି ନାମ -2 ଥର 
ସେଇ ତୋ ମୋ ପ୍ରିୟ ତମ 
ଭଲ ଲାଗେ ...ହୋ ,
ଭଲ ଲାଗେ ମତେ ଯୀଶୁ ନାମ ,ଯୀଶୁ ନାମ -2 ଥର 
=2=
ତାଙ୍କ ନିକଟେ ବିତିଲେ ଦିନ 
ମିଳଇ ଶାନ୍ତି ପ୍ରାଣେ ସୁଖ -
ସେହି ପ୍ରେମିକ ମୋ ସହାୟକ 
କରେ ମୁ ସଦା ତାଙ୍କ ଦ୍ୟାନ 
ସେ ଏକା ସାଥି ,ମୋ ଜୀବନର 
ସୁଖ ଦୁଃଖରେ ଅତି ନିଜର -
ଭଲ ଲାଗେ
ଭଲ ଲାଗେ ମତେ ଯୀଶୁ ନାମ ,ଯୀଶୁ ନାମ -2 ଥର
ଭଲ ପାଏ ଯାହାକୁ ,ମୋର ପ୍ରାଣ 
ନୀତି କୋଯେ ଯାହାକୁ ,ମୋର ପ୍ରାଣ 
ସେଇ ତୋ ଯୀଶୁ ନାମ 
ଭଲ ଲାଗେ ମତେ 
ଯୀଶୁ ନାମ ,ଯୀଶୁ ନାମ -2 ଥର 
=ସମାପ୍ତ =

Jibanare Jiabana Tu suni ja christian odia full song lyrics ||Jibanare Jibana Tu devotional christian song lyrics ||Solman Pual ||Anutapa kari pheri aa bhandhu ||Anutapa kara mona ||christian odia devotional comeback to loads feeet||Hits of solman paul ||new christian devotional odia song ||Anutapa Kari Pheria odia christian song

ଦେରେ ନା ....ଉ ...ଉ .....

ଆ ......ଆ .....ଆ ......ଆ .....

ଆ ......ଆ .....

ଆ .....

ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ

ସାରେ ନିସା ସା ,ସା ,ସା ,ସା

ଜୀବନରେ ଜୀବନ ତୁ ଶୁଣିଜା 

ଅନୁତାପ କରି ,ଫେରି ଆ .. ଫେରି ଆ-2 ଥର 

ଡାକୁଛନ୍ତି ଯୀଶୁ ତତେ ନେବା ପାଇଁ ତାଙ୍କ ସାତେ -2 ଥର 

ଦେବା ପାଇଁ ଜୀବନ ଫେରା ଆଜି ତୋ ମୋନ

ଜୀବନରେ ଜୀବନ ତୁ ଶୁଣିଜା .... 

=1=

ସମସ୍ତ ଜଗତ ଲାଭ,କରିକି  ବି ଯୋଦି ତୁ 

ଆପଣାର ଏହି ଆତ୍ମା ତୁ ହୋରାଉ -

ଆ..... 

ହୋ .... 

ସରଗର ସୁଖ ଆଉ ପାଇବୁକି ବନ୍ଧୁ .. ଉ .. ତୁ 

ଶାରୀରିକ ଅଭିଲାସେ ଦିନ ବିତାଇଲୁ ତୁ 

ଆଜୀବୀ ଅଛି ସୁଯଗ ,ଜୀବା ପାଇଁ ସରଗ -2 ଥର 

ଫେରି ଯୀଶୁ ଚରଣେ ,ସମର୍ପି ତୋର ପ୍ରାଣ 

ଜୀବନରେ ଜୀବନ ତୁ ଶୁଣିଜା .... 

=2=

ଭାବୁଛୁ ମନରେ ତୋର ,ବଡ଼ ବଡ଼ କାର୍ଯ୍ୟ ମାନ 

ଲୀନ ହେବ ଦିନେ ତୋର ,ଧନ ଆଉ ସନମାନ 

ରେ ଜୀବନ ...

ହୋ .....ହୋ ....ହୋ ....

ଆଜି ରାତି ଯୋଦି ତୋର ,ନିଆ ଯାଏ ତୋ ପରାଣ

ସଞ୍ଚୟ କରିଛୁ ଯାହା ,କିଏ ଭାଗୀ ବ ତୋ ଧନ 

ଯୋଦି ପାଇ ନାହୁଁ ବନ୍ଧୁ ,ଜୀବନରେ ମୋ ଯୀଶୁଙ୍କୁ -2 ଥର 

ସବୁ କିଛି ରହି ବି ,ଲାଭ ନାହିଁ   ତୋ ଜୀବନ 

ଜୀବନରେ ଜୀବନ ତୁ ଶୁଣିଜା 

ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ

ସାରେ ନିସା ସା ,ସା ,ସା ,ସା 

ଆ ....

ରେ ..ଜୀବନ ...

ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ

ସାରେ ନିସା ସା ,ସା ,ସା ,ସା -group 

=ସମାପ୍ତ=

Sunday, January 25, 2026

Aa He Paritrana ra Saila full Lyrics song ||Odia christian devotional song ||Suchi pabitra amruta jala christian odia devotional song||Solman paul odia christian song new song 2026||jj music official song for making ||devotional christian song odia new song

ଆ ....ଆ....ଆ ....ଆ....

ଆ ....ଆ....ଆ ....ଆ....

ଆ....ଇ .......

ଆହେ ପରିତ୍ରାଣ ର ଶୈଳ 

ସଙ୍କଟ କାଳେ ଆଶ୍ରୟ ସ୍ଥଳ -2 ଥର 

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ 

ତ୍ରିଭୁବନେ କେହି ନାହି ତୁମରି ସମତୁଲ

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ 

ଆ....ହୋ ..... 

ଗାମା ପା ମାଗାମା ଗାରେଗା ରେ ଶା  ନିଶାନି ଗା 

ସାନି ଦାପା ,ମାମା ମାପା ନି ,ନି ନି ନିସାରେ 

ରେ ରେ ରେଗାରେ ଗା ରେ ମାଗା ରେ ସା, ସା, ସା ,ସା 

=1=

ଦୁର୍ଦ୍ଧଶା କାଳେ ଉଦ୍ଧାର କାରୀ 

ଦୁର୍ବଲୋତା ରେ ସବଳ କାରୀ -2 ଥର 

ହିନା ବସ୍ତାରେ ଯିହୋବା ଜିରୀ 

ମଙ୍ଗଳ ମୟ ମଙ୍ଗଳ କାରୀ -2 ଥର

ତ୍ରିଭୁବନେ କେହି ନାହି ତୁମରି ସମତୁଲ

ଆହେ ଶାନ୍ତିକର  ବାସସ୍ଥଳ  

ତୁମ୍ବ ବିହୁନେ ନୁହେ ମଙ୍ଗଳ 

ଆ....ହୋ ..... 

ଗାମା ପା ମାଗାମା ଗାରେଗା ରେ ଶା  ନିଶାନି ଗା 

ସାନି ଦାପା ,ମାମା ମାପା ନି ,ନି ନି ନିସାରେ 

ରେ ରେ ରେଗାରେ ଗା ରେ ମାଗା ରେ ସା, ସା, ସା ,ସା 

=2=

କୃପା ମୋୟ ସତ୍ୟ ସନାତନ 

ଜ୍ୟୋତିର୍ମୟ ଚିର ଶକ୍ତି ମାନ -2 ଥର 

ସୁଦା ମୟ ଗୌରବ ମୟ

କ୍ରଧେ ଧୀର ବିଶ୍ଵ ବନ୍ଦନୀୟ -2 ଥର

ତ୍ରିଭୁବନେ କେହି ନାହି ତୁମରି ସମତୁଲ 

ନିରୀମଳ ସୁନ୍ଦର ଉଜ୍ଜଳ 

ବିଶ୍ବାସ ଭୂମି ଓ ପ୍ରେମ ସ୍ଥଳ 

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ 

ତ୍ରିଭୁବନେ କେହି ନାହି ତୁମରି ସମତୁଲ 

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ -2 ଥର 

=ସମାପ୍ତ =

HE PRIYA JISU MOROODIA FULL LYRICS SONG |SALMAN PAUL | NEW ODIA CHRISTIAN SONG | PRASAD LIMA MUSIC||NEW CHRISTIAN DEVOTIONAL SONG SINGER SALAN PAUL ||HE PRIYA JISHU MARA CHRISTIAN ODIA SONG LYRICS 2026

Music Banner : PRASAD LIMA MUSIC

Singer : SALMAN PAUL Music : PRASAD LIMA Lyrics : PRASAD RATNA PANI Music Scoring by : SMILE PANI Project manager - Sisir Lima

Lyrics:

 .... ...... .......

ହେ ପ୍ରିୟ ଯୀଶୁ ମୋର

ହେ ପ୍ରିୟ ଯୀଶୁ ମୋର -2 ଥର

ତୁମ ବିହୁନେ କେ ଅଛି ମୋର

ଦୟା କର ଦୟା କର

 - 0 -

ହାରିଲି ସବୁ ଜୀବନେ

ଛାଡ଼ିଲେ ମୋ ଜ୍ଞାତି ଜନେ

ଛାଡ଼ିଲ ନାହିଁ ପ୍ରଭୁହେ

ପ୍ରେମେ ତୋଳିଲ ଜତନେ -2 ଥର

ଯେବେ ଦୁଃଖରେ ମୁଁ ଥିଲି ଦିନେ

ଦେଲ ଆନନ୍ଦ ଏ ଦୁଃଖୀ ମନେ

ହେ ପ୍ରିୟ ଯୀଶୁ ମୋର

ହେ ପ୍ରିୟ ଯୀଶୁ ମୋର -2 ଥର

- -

ଆକୁଳେ ଯେବେ ମୁଁ ଡାକେ

ସୁଭଇ ତୁମରି କର୍ଣ୍ଣେ

ଜୀବନେ ଏବେ ବୁଝିଲି

ଅଛନ୍ତି ପ୍ରେମିକ ଜଣେ -2 ଥର

ଯିଏ ଦେଖନ୍ତି ସ୍ବର୍ଗ ଆସନେ

ମୋର ବିଷୟ ସେ ପ୍ରତି କ୍ଷଣେ

ହେ ପ୍ରିୟ ଯୀଶୁ ମୋର

ହେ ପ୍ରିୟ ଯୀଶୁ ମୋର -2 ଥର

=ସମାପ୍ତ =

BHAYANKARA DINA PAKHEI ASILANI FULL LYRICS SONG || ASHRIT ADARSH NAYAK || SALEM LIMA || NEW ODIA CHRISTIAN SONG||NEW CHRISTIAN DEVOTIONAL ODIA SONG ||DEVOTIONAL SONG 2026

BHAYANKARA DINA PAKHEI ASILANI FULL LYRICS SONG || ASHRIT ADARSH NAYAK || SALEM LIMA || NEW ODIA CHRISTIAN SONG||NEW CHRISTIAN DEVOTIONAL ODIA SONG ||DEVOTIONAL SONG 2026
 🎵Song- ଭୟଙ୍କର ଦିନ ପାଖେଇ ଆସିଲାଣି

🎵 Singer- Ashrit Adarsh Nayak 🎵 Lyrics and Music- Salem Lima 🎵 Music Arrangement- Bapi Samal 🎵 Producer- Nayak Family 🎵 Camera and Edit- Digital Crew 🎵 Recorded at- MD Studio Cuttack 🎵 Thumbnail- Sangram Paricha

Lyrics:

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -2ଥର

କେବେ ଫେରାଇବୁ ବନ୍ଧୁ

ଯୀଶୁ ପାଶେ ତୋର ମନ -2ଥର

ଆଉ ନାହିଁ ଯେ ସମୟ ()

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -

==

ସମୟ, ଅତ୍ୟଳ୍ପ, କାହିଁକି ବୁଝୁନ ଭାଇ

ଏକ ନିମିଷକ ମଧ୍ୟରେ, ପୃଥିବୀ ଯିବ ଉଭେଇ

 ଆକାଶୁ ,ଖସିବ, ସୁରୁଜ ନକ୍ଷେତ୍ର ଭାଇ

ଲୁଚିବାକୁ ସ୍ଥାନ ମିଳିବନି, କେଉଁଠି ଲୁଚିବୁ ଯାଇ

କେତେ ପାପ ର କର୍ମରେ

ଲିପ୍ତ ଥିବ ତୋ ଜୀବନ -ଥର

ଆଉ ନାହିଁ ଯେ ସମୟ ()

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -

==

ଜଗତ ,ଜିତିଲେ, କି ଲାଭ ତୋହର ଭାଇ

ଜୀବନ ତୁ ଯଦି ପାଇଁ ନାହୁଁ

ସ୍ୱର୍ଗ ରାଜ୍ୟେ ସ୍ଥାନ ନାହିଁ

ହୋ .. ବିଳମ୍ବ ନ କରି ଫେରିଆ ପାପକୁ ଛାଡ଼ି

ରକ୍ଷା ପାଇଯିବ ତୋ ଜୀବନ

ଆଗାମୀ କ୍ରୋଧ ରୁ ଭାଇ

ଯଦି ଫେରାଇବୁ ବନ୍ଧୁ

ଯୀଶୁ ପାଶେ ତୋର ମନ -2 ଥର

ସରଗେ ପାଇବୁ ସ୍ଥାନ ()

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -2 ଥର

ସନ୍ନିକଟ ହେଲାଣି -2 ଥର

=ସମାପ୍ତ =

Manara bhabana Byavichar karuchi ।। New Odia Cristian Song ।।Barshat Pani ।।Sundar kumar IIBarshat pani ||New Devotional odia christian song ||Manara bhabana byabichar karuchi ||Byabichar karuchi sing ||Manara bhabana||New Odia Christian song II Dipti Rekha & Lalit Majhi II Sundar kumar.

Song- Monara Bhabana.. Singer -Barshat Pani Music & Lyrics - Sundar Kumar Producer - Asish Mutha Majhi Rec & mix - MD Studio CTC (Bunu) Camera &Edit - Ph Prashant

"LYRICS"

ମନର ......ଭାବନା ବ୍ୟବିଚାର କରୁଚି 

ଯୀଶୁଙ୍କୁ ନୋ ଯା ...ଣି  କି 

ମନର ଭାବନା ବ୍ୟବିଚାର.. କରୁଚି 

ଆଖିର ଦେଖାରେ ପାପଟି ଚାଲିଛି -2 ଥର 

ଖାଲି ହାତେ ଯିବୁ ଖାଲି ହାତେ 

ଏ ସବୁ କଲେ ତୁ ମରଣରେ -2 ଥର 

ମନର ଭାବନା ବ୍ୟବିଚାର.. କରୁଚି

=1=

ନିଜ ଇଛରେ ମନ ଗତିରେ 

ବାଟ ଚାଲୁଚୁ ମୃତ୍ୟୁର ବାଟକୁ ବାଛୁଛୁ 

ହୋ .. ପର ସ୍ତ୍ରୀ କୁ ଲୋଭ କରୁଛୁ 

ଜଗତକୁ ହିଁ ମନେ ମନେ ଭଲପାଉଛୁ 

ବ୍ୟବିଚାରେ ବୁଡ଼ି ଅଛୁ କାମେ ସବୁ ପାପେ ଅଛୁ 

ଜୀବନକୁ ଭୁଲି ଯାଇଛୁ ...

ମନର ଭାବନା ବ୍ୟବିଚାର କରୁଚି 

=2=

କିଏ ଯୋଦି ପଚାରିବ ଦୁନିୟା ସାରା 

ସବୁଠାରେ ଶୁଣିବ ସେ ପାପ  ରେ ଭରା 

ହୋ ....

ଦେଖିବାକୁ ମଣିଷଟେ ଲାଗେ ନିଆରା   

କାମ ତାର ଆସୁଛି ଯେ ଜାଣି ହୁଏନା 

ସବୁ ଛାଡ଼ି ଫେରି ଆତୁ ଆମ ଯୀଶୁ ପାଖକୁ ତୁ 

ପାଇବୁ ଜୀବନ ଆଜି ତୁ 

ମନର ଭାବନା ବ୍ୟବିଚାର କରୁଚି 

ଆଖିର ଦେଖାରେ ପାପଟି ଚାଲିଛି

ମନର ଭାବନା ବ୍ୟବିଚାର କରୁଚି 

=ସମାପ୍ତ =

AMBO BINU KEHI NAHI ISWARA CHRISTIAN ODIA LYRICS SONG ||SUSHANK SHEKAR CHRISTIAN SONG ||DASA AGYA SONG LYRICS ||DASA AGYA SUSHANK SEKHAR ODIA CHRISTIAN DEVOTIONAL SONG LYRICS ||NEW DEVOTIONAL SONG FOR DASA AGYA PRABHUNKARA ||JESUS SONG FOR 10 DECENT PRECHS 2026||Dasa Agyan | New Odia Christian Song 2021| ଦଶଆଜ୍ଞା | Shasank Sekhar | Mahesh Pani | ICM

Song Credits Singer - Shasank Sekhar Lyrics - Rev. Jeebit Pani Music -Mahesh Pani Producer : Sonali Nayak & Mahesh Pani Arrangement & Programming -Bapi Samal Recorded by Satyajit Chouhan at GG Studio Cuttack Mix Master: Prakash Behera (Subu Da) DOP & Edit : Digital Crew Poster Design : Rakesh Bisoi

 "lyrics Odia "

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର-2 ଥର 

ପ୍ରତିମା ପୁଜାକୁ କରିବ ଘୃଣା 

ଭୁଜିଲେ ଜୀବନେ କରୁଣା ଊଣା 

ମିତ୍ୟା ରେ ନୋ ଘେନୋ ଈଶ୍ଵର ନାମ -2 ଥର 

ଅକାରଣେ କିୟା କର ଦୁର୍ନାମ 

ବିଶ୍ରାମ ବାର ଯେ ପବିତ୍ର ଦିନ -2 ଥର

ନିୟମେ ପାଳିବ କରୀ ସ୍ମରଣ 

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର-

=1=

ପିତା ମାତା ବଲି କର ସଂମାନ 

ଜଗତେ ବଞ୍ଚିବ ଅନେକ ଦିନ -2 ଥର 

କେବେ ନୋ କରିବ ନରକୁ ହତ 

ନରକ ଯନ୍ତ୍ରଣା ଭାଗିବ ସତ

ପିତା ମାତା ବଲି କର ସଂମାନ 

ଜଗତେ ବଞ୍ଚିବ ଅନେକ ଦିନ -

ବ୍ୟବିଚାର ଭାବେ .....

ବ୍ୟବିଚାର ଭାବେ ନୋ ହୁଅ ମତ 

ନୋ ହୁଅ ମତ 

ପାପୋ ପାଇଁ ହୋଇ ଅକାଳ ମୃତ 

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର- 

ସାଗା ମାପା ଗାମା ଗାସା ନିସା ପା ନିସା ଗାମା ପା 

ଗାନିଶା ନିଶାନି  ଦାନିଦା ପାଦାପା ମାପାମା 

ଗାମା ଗା  ଶା ,ଗାମା ପାନୀ ସା.....

=2=

ପର ଜିନିଷକୁ ନୋ କର ଚୋରୀ 

ଚୋର ବଲି ଦିନେ ପଡିବ ହୋରି -2 ଥର 

ମିତ୍ୟା ସାକ୍ଷ୍ୟ କେବେ ନୋ କୁହ ମୁଖେ 

କହିଲେ କାଟିବା ଜୀବନ ଦୁଖେ

ପର ଜିନିଷକୁ ନୋ କର ଚୋରୀ 

ଚୋର ବଲି ଦିନେ ପଡିବ ହୋରି -

କୌଣସି ବସ୍ତୁକୁ .....

କୌଣସି ବସ୍ତୁକୁ ନୋ କର ଲୋଭ 

ନୋ କର ଲୋଭ 

ସର୍ବଦା ରଖିବ ପ୍ରେମର ଭାବ

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର- 

=ସମାପ୍ତ = 

Saturday, January 24, 2026

JISU NAMA ATE MAHANA FULL VIDEO LYRICS ||ଯୀଶୁ ନାମ ଅଟେ ମହାନ||HUMAN SAGAR||NEW CHRISTIOAN SONG|| NEW CHRISTIAN ODIA JISU NAMO ATE MAHANA || NEW CHRIATIAN JESU NAMA ATE MAHANA

JISU NAMA ATE MAHANA FULL VIDEO LYRICS ||ଯୀଶୁ ନାମ ଅଟେ ମହାନ||HUMAN SAGAR||NEW CHRISTIOAN SONG|| NEW CHRISTIAN ODIA JISU NAMO ATE MAHANA || NEW CHRIATIAN JESU NAMA ATE MAHANA 

 LYRICS

ନା ..........

ଯୀଶୁ ନାମ ଅଟେ ମହାନ

ଯୀଶୁ ନାମ କେଡେ ଉତ୍ତମ -2 ଥର

ଜଗତରେ ସେହି ଏକା ଯୀଶୁ ନାମ

ସବୁଠାରୁ ଅଟେ କେଡେ ମନୋରମ -2 ଥର

ଯୀଶୁ ନାମ ଅଟେ ମହାନ

ଯୀଶୁ ନାମ କେଡେ ଉତ୍ତମ -

==

ଅନ୍ଧ ଦେଖେ ଛୋଟା ଚାଲେ

ମୂକ କଥା କହିଥାଏ, ସେ ନାମେ

ବଧିର ହିଁ ଶୁଣିଥାଏ ମ୍ରୁତ ପୁଣି ଜାଗି ଉଠେ

କେବଳ ଯୀଶୁଙ୍କ ନାମେ-2 ଥର

ଜଗତରେ ସେହି ପ୍ରଭୁ ଯୀଶୁ ନାମ

ସବୁଠାରୁ ଲାଗେ କେଡେ ମନୋରମ-()

==

ଅନନ୍ତ ଜୀବନ ମିଳେ

ପରିତ୍ରାଣ ପାଇ ହୁଏ, ସେ ନାମେ

ଆକାଶମଣ୍ଡଳ ତଳେ

ମନୁଷ୍ଯ  ମାନଙ୍କ ମଧ୍ଯେ ତାଙ୍କ ସମ କେହି ନୁହେଁ

ମହୁ ଠାରୁ ମିଠା ଲାଗେ ଯୀଶୁ ନାମ

ସବୁଠାରୁ ସେହି ନାମ ପ୍ରୀୟ ନାମ-2 ଥର

=ସମାପ୍ତ=

Wednesday, January 21, 2026

O ABA MAI GIRANGA BENJAMU KUI CHRISTIAN LYRICS ||O ABA MAI GIRANGA BENJAMU LYRICS -SONG ||FULL STUDIO VERSION ||SRABAN & RUPINA || TUTU BHAI|| D. NIHAL RANJAN

O ABA MAI GIRANGA BENJAMU  KUI CHRISTIAN  LYRICS ||O ABA MAI GIRANGA BENJAMU LYRICS -SONG ||FULL STUDIO VERSION ||SRABAN & RUPINA || TUTU BHAI|| D. NIHAL RANJAN

"song Lyrics"

.. ଆବା ନିଙ୍ଗୀ ଆମୁ ଦଃପିଞ୍ଜାନାମୁ

ନିଗୀ ଆଁମୁ ଆର୍ପି ଞ୍ଜାନାମୁ  -(ପୁଅ )

ଅ ଆବା ଗିରଙ୍ଗା ବେଞ୍ଜାମୁ

ନି ମେଲା ମାଙ୍ଗେ ବାକ୍ତାମୁ -(ଝିଅ )

ସାପଡାକା ବେଶାନା ରେହା ଗାଡି ଏସନା -2 ଥର (ପୁଅ )    

ନିଙ୍ଗେ ଦଃପିଞ୍ଜାନାମୁ  ନିଙ୍ଗେ ଆର୍ପି ଞ୍ଜାନାମୁ -2ଥର -(ଝିଅ )

ଅ ଆବା ...ମାଙ୍ଗେ ଇନୁ ଜେଡା ନ ଆମୁ -2ଥର -(ଝିଅ )

.. ଆବା ନିଙ୍ଗୀ ଆମୁ ଦଃପିଞ୍ଜାନାମୁ

ନିଗୀ ଆଁମୁ ଆର୍ପି ଞ୍ଜାନାମୁ  -(ପୁଅ )

=1=

ଯୁଗା ବିକାଳି ତାନି ସଡିଟି ମାଞ୍ଜାମୁ

ସକୀ ଦୁକୁ ତାନି ଆବା ତଡୁ ଇନୁ ଆଯାମୁ

ପାସ୍କି  ମାନି ପଟାତାରା

ମୋନ ଇନୁ ପୁଞ୍ଜାନାତି   

ମାଈ ଜାପା ବେଳେ ଆବା

କାଟ୍କକା ନେଡେ ସିଆନାତି -ହୋ -2 ଥର (ପୁଅ )

ଅ ମାଇ ରାଜେନିତି  ପୂର୍ତି ପଣ ଆହାନାତି

ଅ ଯୀଶୁ ଜାଜେନିତି ଜେଡା ନବା ଗାଟାତି

ନିଙ୍ଗେ ଦଃପିଞ୍ଜାନାମୁ  ନିଙ୍ଗେ ଆର୍ପି ଞ୍ଜାନାମୁ -2ଥର -(ଝିଅ )

ଅ ଆବା ...ମାଙ୍ଗେ ଇନୁ  ତୋଲୋ ଗିଆମୁ -2ଥର -(ଝିଅ )

.. ଆବା ନିଙ୍ଗୀ ଆମୁ ଦଃପିଞ୍ଜାନାମୁ

ନିଗୀ ଆଁମୁ ଆର୍ପି ଞ୍ଜାନାମୁ  -(ପୁଅ )

=2=

ସାକି ଦୁଃକୁ ଡ଼ାଈ ଆବା ମାଙ୍ଗେ ଇନୁ ଏଃତାମୁ

ବେଗାଲ ଦିନା ମାଙ୍ଗେ ଇନୁ

ତିନମ୍ବା ସେଲୁ ସିଆମୁ

ମାଈ ସାବା ଡେଲି ତାନି ସଡିଟି ମାଞ୍ଜାମୁ

ନି କାଟ୍କକା ନେଡେ ମାଙ୍ଗେ

ବାହା ଇନୁ ସିଆମୁ  -ହୋ -2 ଥର

ଅ ମାଈ ଆବାତି ମେଲା ସିବା ଗାଟାତି

ଅ ମାଈ ପେନୁତି ଏଃପା ସିବା ମୂନାତି

ନିଙ୍ଗେ ଦଃପିଞ୍ଜାନାମୁ  ନିଙ୍ଗେ ଆର୍ପି ଞ୍ଜାନାମୁ -2ଥର -(ଝିଅ )

ଅ ଆବା ...ନି ଜେଡା ମାଙ୍ଗେ ସିଆମୁ -2ଥର -(ଝିଅ )

.. ଆବା ନିଙ୍ଗୀ ଆମୁ ଦଃପିଞ୍ଜାନାମୁ

ନିଗୀ ଆଁମୁ ଆର୍ପି ଞ୍ଜାନାମୁ  -(ପୁଅ )

=ସମାପ୍ତ=

Aaju reha reha daika lyrics ||new kui Christian song||Sushanta Mallick||Glory of God Of Blessing in 2026||New kui dance lyrics song||christian kui new song aaju reha reha nai ka ||mai kaka kahanai kaa || human sagar hit 2026

"Song Lyrics"

ସାନି ସାନି ସାନି 

ନିସା ସାରେ -4x ଥର  

ଆଜୁ ରେହା ରେହା ଡ଼ାଇକା

ମାଇ କାକା କହା ନାଇକା –2x

ମାଇ ରାଜେନିଇ ଦହନା..

ଆଜୁ ମାଇ ପନୁଇ ଦହନା – 2x

ଆଜୁ ରେହା .....

=1 = 

ମାଇ ଜେଡ଼ା ଜୀଉ ସିଆନା

ମାଇ ଏଲୁଙ୍ଗା ଆଟ୍ସାନା –2x

ମାଇ ରେଡିଙ୍ଗା କେଡେକ୍ସାନା

ମାଇ ପେନୁଇ ଆଜୁ ଦହନା –2x

ଆଜୁ ରେହା ..........

=2=

ପେନୁ ତାରା ଜେଡା ଏଲୁ ଗିଆନା

ପିଡିଉ ପର ଜତ ଜିଏରୀ ଆଡାନା – 2x

ଡଃପିନୁ ତାନ୍ଦା ଗୀରା ଡେସାନା

ରଆଞ୍ଜେ ମାଇ ପେନୂ ଇଞ୍ଜାନା –2x

ଆଜୁ ରେହା ରେହା ଡାଇକା .....

=ସମାପ୍ତ= 

Sunday, January 18, 2026

JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହାନ | NEW ODIA CHRISTIAN QAWALI SONG | AMIT PANI | NUTANRAJ &AMIT PANI|CHRISTIAN ODIA SONG AMIT PANI

JUGE JUGE TUME MAHANA | ଯୁଗେ ଯୁଗେ ତୁମେ ମହାନ | NEW ODIA CHRISTIAN QAWALI SONG | AMIT PANI | NUTANRAJ &AMIT PANI|CHRISTIAN ODIA SONG AMIT PANI 

LYRICS

କି ପବିତ୍ର ଯୀଶୁ ତୁମ ନାମ...ହୋ..(୨ଥର)

କି ପବିତ୍ର ଯୀଶୁ ତୁମ ନାମ

କି ଆଶ୍ଚର୍ଯ୍ୟ ପ୍ରଭୁ ତୁମ କର୍ମ

ଯୁଗେ ଯୁଗେ ତୁମେ ମହାନ...

କେହି ନାହିଁ ତୁମ ସମାନ (୨ଥର)...

ତୁମ ପରାକ୍ରମ ଅନନ୍ତ କାଳୀନ

ତୁମ କର୍ତ୍ତାପଣ ପୁରୁଷାନୁକ୍ରମ...

ତୁମେ ହିଁ ଅନୁପମ ତୁମେ ହିଁ ପ୍ରିୟତମ...(୨ଥର)

ଯୁଗେ ଯୁଗେ ତୁମେ ମହାନ

କେହି ନାହିଁ ତୁମ ସମାନ...(୨ଥର)ହୋ ...

==

ଏ ଆକାଶ ପୃଥିବୀର ନିର୍ମାଣକାରୀ

ଏ ବିଶାଳ ସମୁଦ୍ରର ବିଭକ୍ତକାରୀ...

ହୋ .. ସୂର୍ଯ୍ୟ ଚନ୍ଦ୍ର ତାରା ଗଣ ସବୁ ତୁମରି

ଏ ସାରା ସୃଷ୍ଟିର ତୁମେ ହିଁ ଅଧିକାରୀ....

ତୁମେ ସର୍ବବ୍ୟାପୀ ସର୍ବ ବିଦ୍ୟମାନ

ତୁମେ ସର୍ବଦର୍ଶୀ ସର୍ବ ଶକ୍ତିମାନ....

ତୁମେ ମହାମହିମ ତୁମେ ଜ୍ଞାନରେ ପୂର୍ଣ୍ଣ...(୨ଥର)

ଯୁଗେ ଯୁଗେ ତୁମେ ମହାନ...

କେହି ନାହିଁ ତୁମ ସମାନ...(୨ଥର)...

==

ଅସାଧ୍ୟ କାର୍ଯ୍ୟର ତୁମେ ସାଧନକାରୀ

ଅସମ୍ଭବ ବିଷୟର ସମ୍ଭବକାରୀ...

ସଙ୍କଟ କାଳର ତୁମେ ଉଦ୍ଧାରକାରୀ

ଦୀନ ଦୁଃଖୀ ଦରିଦ୍ରର ସାହାଯ୍ୟକାରୀ...

ତୁମ ନାମେ ଅଛି ମହା ପରିତ୍ରାଣ

ତୁମ ନାମେ ମିଳେ ଅନନ୍ତ ଜୀବନ...

ଅପାର ଦୟା ତୁମ ଗଭୀର ତୁମ ପ୍ରେମ...(୨ଥର)

ଯୁଗେ ଯୁଗେ ତୁମେ ମହାନ

କେହି ନାହିଁ ତୁମ ସମାନ...(୨ଥର)...

=ସମାପ୍ତ=

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update