"LYRICS"
ଦେରେ ନା ....ଉ ...ଉ .....
ଆ ......ଆ .....ଆ ......ଆ .....
ଆ ......ଆ .....
ଆ .....
ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ
ସାରେ ନିସା ସା ,ସା ,ସା ,ସା
ଜୀବନରେ ଜୀବନ ତୁ ଶୁଣିଜା
ଅନୁତାପ କରି ,ଫେରି ଆ .. ଫେରି ଆ-2 ଥର
ଡାକୁଛନ୍ତି ଯୀଶୁ ତତେ ନେବା ପାଇଁ ତାଙ୍କ ସାତେ -2 ଥର
ଦେବା ପାଇଁ ଜୀବନ ଫେରା ଆଜି ତୋ ମୋନ
ଜୀବନରେ ଜୀବନ ତୁ ଶୁଣିଜା ....
=1=
ସମସ୍ତ ଜଗତ ଲାଭ,କରିକି ବି ଯୋଦି ତୁ
ଆପଣାର ଏହି ଆତ୍ମା ତୁ ହୋରାଉ -
ଆ.....
ହୋ ....
ସରଗର ସୁଖ ଆଉ ପାଇବୁକି ବନ୍ଧୁ .. ଉ .. ତୁ
ଶାରୀରିକ ଅଭିଲାସେ ଦିନ ବିତାଇଲୁ ତୁ
ଆଜୀବୀ ଅଛି ସୁଯଗ ,ଜୀବା ପାଇଁ ସରଗ -2 ଥର
ଫେରି ଯୀଶୁ ଚରଣେ ,ସମର୍ପି ତୋର ପ୍ରାଣ
ଜୀବନରେ ଜୀବନ ତୁ ଶୁଣିଜା ....
=2=
ଭାବୁଛୁ ମନରେ ତୋର ,ବଡ଼ ବଡ଼ କାର୍ଯ୍ୟ ମାନ
ଲୀନ ହେବ ଦିନେ ତୋର ,ଧନ ଆଉ ସନମାନ
ରେ ଜୀବନ ...
ହୋ .....ହୋ ....ହୋ ....
ଆଜି ରାତି ଯୋଦି ତୋର ,ନିଆ ଯାଏ ତୋ ପରାଣ
ସଞ୍ଚୟ କରିଛୁ ଯାହା ,କିଏ ଭାଗୀ ବ ତୋ ଧନ
ଯୋଦି ପାଇ ନାହୁଁ ବନ୍ଧୁ ,ଜୀବନରେ ମୋ ଯୀଶୁଙ୍କୁ -2 ଥର
ସବୁ କିଛି ରହି ବି ,ଲାଭ ନାହିଁ ତୋ ଜୀବନ
ଜୀବନରେ ଜୀବନ ତୁ ଶୁଣିଜା
ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ
ସାରେ ନିସା ସା ,ସା ,ସା ,ସା
ଆ ....
ରେ ..ଜୀବନ ...
ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ
ସାରେ ନିସା ସା ,ସା ,ସା ,ସା -group
=ସମାପ୍ତ=

No comments:
Post a Comment