Monday, January 26, 2026

Prema Achi Kahara lyrics||Christian Odia Song Lyrics||Humman Sagar New Christian Odia Song ||Prema achi Kahara || ପ୍ରେମ ଅଛି କାହାର - Humane Sagar | Odia Christian Devotional Song||prema achi kahara odia christian song Lyrics Odia Song

Prema Achi Kahara lyrics||Christian Odia Song Lyrics||Humman Sagar New Christian Odia Song ||Prema achi Kahara || ପ୍ରେମ ଅଛି କାହାର - Humane Sagar | Odia Christian Devotional Song||prema achi kahara odia christian song Lyrics Odia Song


 "LYRICS"

ହା .....ଓ ....ଓ 

ଓ ....ଅ ....

ପ୍ରେମ ଅଛି କାହାର ?? -2ଥର

ଶତ୍ରୁ ଲାଗି ଏଡେ ପ୍ରେମ ..

ପ୍ରାଣ ଦେଈ କଲେ ପ୍ରେମ 

ଏତ ଯୀଶୁ ପ୍ରେମ ,ଏତ ଯୀଶୁ ପ୍ରେମ -2 ଥର 

ପ୍ରେମ ଅଛି କାହାର ?? -2ଥର

=1=

ଅଭିଶକ୍ତ ଏ ଜଗତ ମଣିଷ ଜୀବନ 

ନାହି ଏଟି ସତ ନାହି ଏଟି ପଥ 

ହୋ ।। ଯୀଶୁ ଏକା ପଥ ସତ୍ୟ ଜୀବନ 

ଖୋଲି ଦେଲେ ଏ ଜଗତେ 

ମୁକତିର ପଥ 

ପ୍ରେମ ......ପ୍ରେମ ....

ପ୍ରେମ ଅଛି କାହାର ?? -2ଥର

=2=

ପ୍ରାୟଶ୍ଚିତ କରି ଗଲେ ,ମାନବ ପାପର 

ଅନୁପମ ବନ୍ଧୁ ପାଳକ ଆତ୍ମାର 

ହୋ ...ଆଉ କାହା ପାଶେ ନାହିଁ ,ଏମିତିକା ପ୍ରେମ 

ଅଭୂଲା ଚିରନ୍ତନ ମହାନ ସେ ପ୍ରେମ 

ପ୍ରେମ ......ପ୍ରେମ .... 

ପ୍ରେମ ଅଛି କାହାର ?? -2ଥର 

ଶତ୍ରୁ ଲାଗି ଏଡେ ପ୍ରେମ ..

ପ୍ରାଣ ଦେଈ କଲେ ପ୍ରେମ 

ଏତ ଯୀଶୁ ପ୍ରେମ ,ଏତ ଯୀଶୁ ପ୍ରେମ -2 ଥର 

ପ୍ରେମ ଅଛି କାହାର ?? -2ଥର

=ସମାପ୍ତ=


 


No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update