DATE:16/JANUARY(01)/2026
Madhukupuda Pastorate ,Place: Merenda
3 Fasting Prayer Song-Siriguda Pastorate
Choice (2)
**LYRICS**
ଦୟା ପରେ ଦୟା କରିଛ ମତେ ପ୍ରଭୁ
ଦୟା ରେ ମୁ ପାଇଛି ସଭୁ
କ୍ଷମା ପରେ କ୍ଷମା କରିଛ ମତେ ଯୀଶୁ
କ୍ଷମାରେ ମୁ ଲବିଛି ସବୁ -2 ଥର
ହେ ଯୀଶୁ ତୁମ ଦୟା ମୋ ପ୍ରତି ବଡ଼ ପ୍ରଭୁ-2 ଥର
ମୋ ପ୍ରତି ବଡ଼ ପ୍ରଭୁ -2 ଥର
ଦୟା ପରେ ଦୟା କରିଛ ମତେ ପ୍ରଭୁ
ଦୟା ରେ ମୁ ପାଇଛି ସଭୁ
କ୍ଷମା ପରେ କ୍ଷମା କରିଛ ମତେ ଯୀଶୁ
କ୍ଷମାରେ ମୁ ଲବିଛି ସବୁ
=1=
ପ୍ରତି ମୁହୁର୍ତେ ତୁମ ଦୟା ମୋ ପ୍ରତି ନୂଆ ନୂଆ
ଯେବେ ଖୋଜେ ତୁମ କରୁଣା କରିନ କେବେ ଊଣା --2 ଥର
ନହିବ କେବେ ଶେଷ ତୁମରି ସେ କରୁଣା -ଥର
ତୁମରି ସେ କରୁଣା ,ମୋ ପ୍ରତି ସଦା ଥାଉ
ଦୟା ପରେ ଦୟା କରିଛ ମତେ ପ୍ରଭୁ
ଦୟା ରେ ମୁ ପାଇଛି ସଭୁ
କ୍ଷମା ପରେ କ୍ଷମା କରିଛ ମତେ ଯୀଶୁ
କ୍ଷମାରେ ମୁ ଲବିଛି ସବୁ
=2=
ତୁମରି ମଙ୍ଗଳ ଓ ଦୟା , ମୋ ସଙ୍ଗେ ନୀତି ରହୁ
ତୁମରି ଅମୃତ ଆଶିଷ ,ମୋ ପ୍ରତି ସଦା ଥାଉ -2 ଥର (ହୋ)
ସର୍ବଦା ମୋ ଓଷ୍ଟୋ ତୁମରି ସ୍ତୁତି କରୁ -2 ଥର
ତୁମରି ସ୍ତୁତି କରୁ ,ମୋ ପ୍ରତି ସଦା ଥାଉ
ଦୟା ପରେ ଦୟା କରିଛ ମତେ ପ୍ରଭୁ
ଦୟା ରେ ମୁ ପାଇଛି ସଭୁ
କ୍ଷମା ପରେ କ୍ଷମା କରିଛ ମତେ ଯୀଶୁ
କ୍ଷମାରେ ମୁ ଲବିଛି ସବୁ-2 ଥର
କ୍ଷମାରେ ମୁ ଲବିଛି ସବୁ-3 ଥର
=ସମାପ୍ତ =
