The #1 collection of Odia Christian song lyrics, Kui Jesus songs, and Hindi worship music. Download free PDF lyrics,Kankala sheet Download,Copy past your own device and watch videos, and sing along with new 2026 gospel hits.Latest Lyrics and Old Hits Song for christian singing
Friday, March 27, 2026
Jibana Dela (ଜୀବନ ଦେଲ) | Odia Good Friday Song 2026 | Salem Lima|New christian song |kalbari pathe song 2026|First time created by salim lima singer || Salim lima Sir Song || New devotional Odia Christian Song 2026||Good Friday Song 2026
Tuesday, March 3, 2026
Tuma Bina Prabhu Kichi Chahena ||Tuma Bina ||New christian odisa devotional song new christiasn song ||Tuma bina kichi chahenaa|| new latest song 2024||new lyrics song devotional song
Tuma Bina Prabhu Kichi Chahena ||Tuma Bina ||New christian odisa devotional song new christiasn song ||Tuma bina kichi chahenaa|| new latest song 2024||new lyrics song devotional song
" Lyrics "
ତୁମ ବିନା ପ୍ରଭୁ କିଛି ଚାହେନାଁ
ତୁମ ବିନା କିଛି ଚାହେନାଁ -୨ଥର
ପାଇଛି ମୁ ଜୀବନ ତୁମ ଦୟାରେ
ଯାଉ ମୋ ଜୀବନ ତୁମ ସେବାରେ -୨ ଥର
କରୁଥିବୀ ତୁମ ସ୍ତୁତି ବନ୍ଦନା
ତୁମ ବିନା କିଛି ଚାହେନାଁ -୨ ଥର
ତୁମ ବିନା ପ୍ରଭୁ କିଛି ଚାହେନାଁ
ତୁମ ବିନା କିଛି ଚାହେନାଁ -
=୧=
ଚାଲୁଥିବୀ ପ୍ରଭୁ ତୁମରି ପଥରେ
ହାତ ଧରି ନିଅ ମତେ
ଝୁଣ୍ଟି ମୁ ପଡିଲେ ଥୋଲିନିଅ ପ୍ରଭୁ
ଦୁଃଖ ନୋ ଆସିବ ମତେ -୨ ଥର
ନିରାଶ ଜୀବନେ ଆଶା ଭରିଲ
ଲୁହ ମୋର ପଛି ନିଜର କଲ -2 ଥର
କରେ ଆଜି ତୁମ ପୁଜା ଅର୍ଚନା
ତୁମ ବିନା ପ୍ରଭୁ କିଛି ଚାହେନାଁ
ତୁମ ବିନା କିଛି ଚାହେନାଁ -
=2=
ଭୁଲିକି ପାରିବି ତୁମ ମହା ପ୍ରେମ
ଏହି ମୋର ଜୀବନରେ
ଭଜୁଥିବୀ ସଦା ତୁମ ନାମ ପ୍ରଭୁ
ମୋ ହୃଦୟ ଅନ୍ତରରେ -2 ଥର
ତୁମରି ପ୍ରେମରେ ନାହି ତୁଳନା
ଜଗତ ତୁମ ପ୍ରେମ ଭୁଝି ପାରେନା
କରୁଥିବୀ ତୁମ ପ୍ରେମ ପୁଜା ଅର୍ଚନା
ତୁମ ବିନା କିଛି ଚାହେନା
=ସମାପ୍ତ=
Asibe Mo JIsu Raja Antima Dinare Dekha Bara Besare ||Christian Humman Sagar HIts Song||New Christian odia deotional song ||Humman Sagar New Christian Song ||Hit Song ||Antima Dina Re Dekha ||Barabesare
Asibe Mo JIsu Raja Antima Dinare Dekha Bara Besare ||Christian Humman Sagar HIts Song||New Christian odia deotional song ||Humman Sagar New Christian Song ||Hit Song ||Antima Dina Re Dekha ||Barabesare
[Song Lyrics]
ଆସିବେ ମୋ ଯୀଶୁ ରାଜା
ଅନ୍ତିମ ଦିନରେ ଦେଖ ବର ବେଶରେ
ସଜିତ ଅଛନ୍ତି ଯେତେ
ନେଇଯିବେ କନ୍ୟାଙ୍କୁ ସେ ତାଙ୍କ ସଙ୍ଗରେ....2ଥର
ବୁଦ୍ଧିମତୀ କନ୍ୟାତୁଲ୍ୟ ଜାଗ୍ରତ ହୁଅ
ଆପୋଣା ପ୍ରଦୀପ ସଙ୍ଗେ ସଯାଗୀ ରୁହ....2ଥର
ଆସିବେ ମୋ ଯୀଶୁ ରାଜା
=1=
ପାଖେଇ ଆସିଲା ଦେଖ ଭୟଙ୍କର ଦିନ
ଉଦ୍ଧରିଣ ପାରିବେନି କେହି ତ ଜୀବନ
ଝଡିଯିବ ଆକାଶର ସୂର୍ଯ୍ୟ ଚନ୍ଦ୍ର ଗଣ
ଭୟଭୀତ, ହେଇଯିବେ ଏ ମାନବ ଗଣ...2 ଥର
ଜଗତର ସବୁ କିଛି ଲୋପ ଯେ ପାଇବ
ପ୍ରଚଣ୍ଡ ଉତାପେ ପୃଥିବୀ ତରଳି ଯିବ...2ଥର
ଆସିବେ ମୋ ଯୀଶୁ ରାଜା....
=2=
କଟି କଟି ମାନବର କରିବେ ବିଚାର
ସେହି ବିଚାରରୁ ନିଜକୁ କର ଉଦ୍ଧାର
ଜୀବନ ପୁସ୍ତକେ ନାମ ଅଛି ଯଦି ତର
ନରକ ଅଗ୍ନି କୁଣ୍ଡରୁ ହେବୁ ତୁ ଯେ ପାର....2ଥର
ଜଗତର ସବୁକିଛି ଅଟେ ଯେ ଅଶାର
ସେହି ଅସାରରୁ ଫେରିଆରେ ବନ୍ଦୁ ମୋର...2ଥର
ଆସିବେ ମୋ ଯୀଶୁ ରାଜା........
=ସମାପ୍ତ=
Monday, March 2, 2026
Jisu Mora Jibanara ||Amit Pani New Christian Odia Song ||Jisu Mora Jibanara ||2026 new devotional song christiabn devotional song odia amit pani||New relesed amit pani song
====LYRICS====
ଯୀଶୁ ମୋର ଯୀଶୁ ମୋର
ସଦା ପାଶେ ଥାଅ ଯୀଶୁ ମୋର
ପ୍ରଭୁ ମୋର ପ୍ରଭୁ ମୋର
ସଦା ପାଶେ ଥାଅ ପ୍ରଭୁ ମୋର-୨
ଥିବାଯାଏ ମୋ ନିଶ୍ବାସ , ଭଜୁଥିବି ନାମ-୨
ଯୀଶୁ ମୋର...
=୧=
ଦୂର୍ବଳତାରେ ବଳ ତୁମେ ମୋର
ନିରାଶାରେ ଆଶା ତୁମେ ମୋର
ନିରାଶ୍ରୟରେ ଆଶ୍ରୟ ମୋହର
ମୋ ଦୁଃଖରେ ସାନ୍ତ୍ଵନା ମୋର..୨ଥର
ତୁମେ ଥିଲେ ସାଥେ ମୋର
ଭୟ ନାହିଁ ଜୀବନେ ମୋର..୨ଥର
ଯୀଶୁ ମୋର...
=୨=
ତୁମ ସାଥେ ମୁଁ ଚାଲିବି
ତୁମ ଆରାଧନା ନୀତି ମୁଁ କରିବି
ତୁମ ପାଇଁ ମୁଁ ବଞ୍ଚିବି
ତୁମ ପାଇଁ ସାକ୍ଷୀ ମୁଁ ହେବି-୨ଥର (ହୋ ....)
ଥିବାଯାଏଁ ମୋ ନିଶ୍ବାସ ଭଜୁଥିବି ନାମ ତୁମର-୨ଥର
ଯୀଶୁ ମୋର...
=ସମାପ୍ତ=
Sunday, February 15, 2026
JIBANARA SWASABAYU || ଜୀବନର ଶ୍ୱାସବାୟୁ || HUMANE SAGAR NEW ODIA CHRISTIAN SONG || AMIT BADANAYAK||JISU NAMA MORA HRUDHE THAU HOO ||JIBANARA SWASA BAYU ODIGALE UDI JAU ||DEVOTIONAL ODIA CHRISTIAN SONG NEW ||NEW CHRISTIAN SONG ODIA ||
"FULL LYRICS "
Turi Bajiba Seta Turi Bajiba ||Odia christian song new 2026 ||Barshat pani & Dipti Rekha ||Sesa Turi Bajiba by stylestudio||Sesa turi dyani bajiba ||New Christian devotional song 2026|| Turi ||new DEVOTIONAL SONG 2026
Singer : Deeptirekha & Barsat Pani Lyrics : Rajani Nayak (BBSR) Music : Sundar Kumar Music Arrangements : Kumar Mantu Producer : Sundar Kumar Pani Poster : Parsuram Sagaria Recording & mixing : Prativa Studio (CTC) DOP : Style Studio 🎼 Channel : Style Studio Music 4U
🎶 Full Song lyrics
.............................
Friday, February 6, 2026
gouraba maya raja mora lyrics odia christian song||New odia christian odia song lyrics ||new christian song ||singer lipsa odia christian song ||new devotional odia song ||odia christian song lyrics
"LYRICS"
ଗୌରବ ମୋୟ ,ପ୍ରଭୁ ମୋର
ତୁମେ ଅନାଦି ,ତୁମେ ଅନନ୍ତ ଈଶ୍ଵର
ଗୌରବ ମୟ ରାଜା ମୋର
ତୁମେ ଅନାଦୀ ଅନନ୍ତ ଈଶ୍ଵର
ତୁମେ ପଥ ସତ୍ୟ ବନ୍ଧୁ ଏ ଜଗତର
ତୁମେ ପରା ମୋର ଯୀଶୁ ଗୋଳା ର ହାର
ତୁମ ବିନା କିଛି ନାହି ଜଗତେ ମର
ଗୌରବ ମୟ ରାଜା ମୋର
ତୁମେ ଅନାଦୀ ଅନନ୍ତ ଈଶ୍ଵର
ତୁମେ ଅନାଦୀ ଅନନ୍ତ ଈଶ୍ଵର
=1=
ମୋ ଶରୀର ଜୀବନ ,ଅଟେ ଯେ ତୁମ ଦାନ
କି ବଲି ଭୁଲିବି ପ୍ରଭୁ ତୁମରି ପ୍ରେମ
ଦେଈ ଅଛ ଜୀବନ ,ଆହେ ମହା ମହିମ
ଭୁଲିପରିବିନି ତୁମ ମଙ୍ଗଳ ଦାନ
ତୁମେ ପଥ ସତ୍ୟ ବନ୍ଧୁ ଏ ଜଗତର
ତୁମେ ପରା ମୋର ଯୀଶୁ ଗୋଳା ର ହାର
ତୁମ ବିନା କିଛି ନାହି ଜଗତେ ମର
ଗୌରବ ମୟ ରାଜା ମୋର
ତୁମେ ଅନାଦୀ ଅନନ୍ତ ଈଶ୍ଵର
ତୁମେ ଅନାଦୀ ଅନନ୍ତ ଈଶ୍ଵର
=2=
କି ଦେଈ ଫୁଜିବି ମୁ ପ୍ରଭୁ ଯୀଶୁ ତୁମକୁ
ଯାହା ଅଛି ସବୁ ପରା ତୁମରି ଦାନ
ହୋ ...ମୁଯେ ଦିନ ହିନ କୁ କଲ ପ୍ରଭୁ ନିର୍ମାଣ
କରିବାକୁ ସଦା ପ୍ରଭୁ ପ୍ରଶଂସା ଗାନ
ତୁମ ବିଧିରୂପ ପଥ ମତେ ଶିଖାଅ
ତୁମ ମୁଖରୁ ନିର୍ଗତ ଜ୍ଞାନ ହେ ଦିଅ -2 ଥର
ବଞ୍ଚିବି ମୁ ତୁମ ପାଇଁ ହେ ଯୀଶୁ ମର
ଗୌରବ ମୟ ରାଜା ମୋର
ତୁମେ ଅନାଦୀ ଅନନ୍ତ ଈଶ୍ଵର
ତୁମେ ଅନାଦୀ ଅନନ୍ତ ଈଶ୍ଵର
=ସମାପ୍ତ =
He swarba sakti mana odia christiansong lyrics ||new odia christian song lyrics ||he sarbasakti mana new christian odia song ||he parameswara mahana ||new christian odia song new 2026||Tume adhi tume anta tume hiin jibana ||new odia devotional song lyrics
Fu
ll Lyrics👇
Sunday, February 1, 2026
REHAJEDA DAIBADU KUI CHRISTIAN LYRICS SONG ||HANAK DIGAL SINGER ||NEW JUI REHAGADI CHRISTIAN SONG LYRICS ||REHA JEDA DAI PENUI DAHNA ||ରେହାଜେଡା ଡ଼ାଇବାଦୁ ||NEW KUI CHRISTIAN SONG ||HANAK DIGAL _NEW KUI_CHRISTIAN_VIDEO
Song Language - Kui ( Odisha )
"lyrics "
KETE PAPE MANA DEBU AHI JAGATARE CHRISTIANNN SONG LYRICS ||SUSHANK SHEKAR NEW CHRISTIAN SONG ||SALIM LIMA LYRICS ||PHERI PHERI AJI TU BANDHU JISUNKA PATHARE ||NEW CHRISTIAN DEVOTIONAL SONG ||NEW CHRITIAN SONG ODIA LYRICS ||KETE PAPE ||ODIA CHRISTIAN SONG LYRICS NEW LATES SONG LYRICS ||NEW 2026 HIT
"LYRICS"
ସା ରେଗା ମାପାଦା ପାମା ପା ଗାରେ....
ସା ରେଗାମାପାଦା ପାଦାପା
କେତେ ପାପେ ମାନଦେବୁ ଏହି ଜଗତରେ
କେତେ ଆଉ ଯିବୁ ବନ୍ଧୁ ପାପର ପଥରେ -2 ଥର
ଫେରିଆ ଫେରିଆ ଅଜିତୁ ବନ୍ଧୁ ଯୀଶୁଙ୍କ ପଥରେ
ଆଗାମୀ କ୍ରଧରୁ ରକ୍ଷା ପାଇଁବୁ ଭୁଜିଯା ତୁ ତୋରେ -2 ଥର
କେତେ ପାପେ ମାନଦେବୁ ଏହି ଜଗତରେ
କେତେ ଆଉ ଯିବୁ ବନ୍ଧୁ ପାପର ପଥରେ
=1=
ଦିନ ତୋର ଗଲାଣି ଅତୀତ କାହାଣୀ ପରେ
ଭୁଜିବୁ କେବେ ତାଙ୍କ ପ୍ରେମକୁ ସମୟ ଆଉ ନାହିଁ
ହୋ ..କ୍ଷଣିକ ସୁଖ ପାଇଁ ପାପେ ଦାବମାନ ହୋଇ
ଅନୁଗ୍ରହ କି ପ୍ରଚୁର ବଲି ,ପାପ କରୁଛୁ ଜାଣି ଜାଣି
ତୁ କେବେ ଫେରିବୁ ,ତୁ କେବେ ଫେରିବୁ -2 ଥର
କେତେ ପାପେ ମାନଦେବୁ ଏହି ଜଗତରେ
କେତେ ଆଉ ଯିବୁ ବନ୍ଧୁ ପାପର ପଥରେ
=2=
ପାପର ମହା ସାଗରେ ,ବୁଡିଅଛି ତୋର ପ୍ରାଣ
ଉଦ୍ଧାର କେବେ ପାଇବ ଜାଣିଛି କି ତାର ମନ
ହୋ ..ଯୀଶୁହି ତୋ ଉଦ୍ଧାର ଜାଣିନୀ କି ତୋ ଜୀବନ
ସୁଯଗ ଆଜିହିଁ ଅଛି ,ଫେରା ବନ୍ଧୁ ତୋର ମନ
ତୁ କେବେ ଫେରିବୁ ,ତୁ କେବେ ଫେରିବୁ -2 ଥର
କେତେ ପାପେ ମାନଦେବୁ ଏହି ଜଗତରେ
କେତେ ଆଉ ଯିବୁ ବନ୍ଧୁ ପାପର ପଥରେ -2 ଥର
ଫେରିଆ ଫେରିଆ ଅଜିତୁ ବନ୍ଧୁ ଯୀଶୁଙ୍କ ପଥରେ
ଆଗାମୀ କ୍ରଧରୁ ରକ୍ଷା ପାଇଁବୁ ଭୁଜିଯା ତୁ ତୋରେ
=ସମାପ୍ତ =
KI BICHITRA E SANSARA NEW LRICS SONG llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR
Song Lyrics:-
Monday, January 26, 2026
BATOI KAHI TU JAUCHU DHAI KI SUKHA PAIBA PAI CHRISTIAN ODIA LYRICS SONG||BATOI LYRICS DEVOTIONAL SONG|| ବାଟୋଇ || JAGAN MOHAN NAG ODIYA CHRISTIAN DEVOTIONAL || VIDEO LYRICAL SONG
"lyrics "
ବାଟୋଇ .....
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...
ବାଟୋଇ .....
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...-2 ଥର
ଯାହା ତୁ ବୁଣିଛୁ ତାହା ହିଁ କାଟିବୁ
ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ
ବାଟୋଇ ...
=1=
ଶୁଣିଛୁ କି କେବେ ,ସେ ଦୁଖ କାହାଣୀ
କାଲବରୀ କ୍ରୁଶ କଥା ...
ତୋର ପାପ ଭାର ବହିନେଇ ଯୀଶୁ
ଛାଡ଼ିଥିଲେ ଗୋଲ ଗତା -2 ଥର
ଯୀଶୁ ହିଁ ଅଟନ୍ତି ଦୟାର ସାଗର
ପାପ ଜଗତରୁ କରିବେ ଉଦ୍ଧାର
ତାଙ୍କ ବିନା ମୁକତି ନାହିଁ
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ-2 ଥର
ବାଟୋଇ ...
=2=
ଚିହ୍ନି ପରିଲୁନି ଯୀଶୁଙ୍କ ପ୍ରେମକୁ
ମାତିଲୁ ମାୟା ଜଗତେ
ଶାନ୍ତି ପାଇବାକୁ ଦୁନିୟା ବୁଲିଲୁ
କିଏ ଦେବ ଶାନ୍ତି ତତେ -ହୋ -2 ଥର
ଛାଡିଦେ ଭରସା ଛାର ଦୁନିଆ କୁ
ଯୀଶୁଙ୍କ ଚରଣେ ସମର୍ପି ନିଜକୁ
ପାଇବୁ ଅନନ୍ଦ ତୁହି ...
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ-2 ଥର
ବାଟୋଇ ...
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...
ବାଟୋଇ .....
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...-2 ଥର
ଯାହା ତୁ ବୁଣିଛୁ ତାହା ହିଁ କାଟିବୁ
ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ -2 ଥର
ହୋ ..... ହୋ ....ହୋ ...
=ସମାପ୍ତ =
Prema Achi Kahara lyrics||Christian Odia Song Lyrics||Humman Sagar New Christian Odia Song ||Prema achi Kahara || ପ୍ରେମ ଅଛି କାହାର - Humane Sagar | Odia Christian Devotional Song||prema achi kahara odia christian song Lyrics Odia Song
"LYRICS"
ହା .....ଓ ....ଓ
ଓ ....ଅ ....
ପ୍ରେମ ଅଛି କାହାର ?? -2ଥର
ଶତ୍ରୁ ଲାଗି ଏଡେ ପ୍ରେମ ..
ପ୍ରାଣ ଦେଈ କଲେ ପ୍ରେମ
ଏତ ଯୀଶୁ ପ୍ରେମ ,ଏତ ଯୀଶୁ ପ୍ରେମ -2 ଥର
ପ୍ରେମ ଅଛି କାହାର ?? -2ଥର
=1=
ଅଭିଶକ୍ତ ଏ ଜଗତ ମଣିଷ ଜୀବନ
ନାହି ଏଟି ସତ ନାହି ଏଟି ପଥ
ହୋ ।। ଯୀଶୁ ଏକା ପଥ ସତ୍ୟ ଜୀବନ
ଖୋଲି ଦେଲେ ଏ ଜଗତେ
ମୁକତିର ପଥ
ପ୍ରେମ ......ପ୍ରେମ ....
ପ୍ରେମ ଅଛି କାହାର ?? -2ଥର
=2=
ପ୍ରାୟଶ୍ଚିତ କରି ଗଲେ ,ମାନବ ପାପର
ଅନୁପମ ବନ୍ଧୁ ପାଳକ ଆତ୍ମାର
ହୋ ...ଆଉ କାହା ପାଶେ ନାହିଁ ,ଏମିତିକା ପ୍ରେମ
ଅଭୂଲା ଚିରନ୍ତନ ମହାନ ସେ ପ୍ରେମ
ପ୍ରେମ ......ପ୍ରେମ ....
ପ୍ରେମ ଅଛି କାହାର ?? -2ଥର
ଶତ୍ରୁ ଲାଗି ଏଡେ ପ୍ରେମ ..
ପ୍ରାଣ ଦେଈ କଲେ ପ୍ରେମ
ଏତ ଯୀଶୁ ପ୍ରେମ ,ଏତ ଯୀଶୁ ପ୍ରେମ -2 ଥର
ପ୍ରେମ ଅଛି କାହାର ?? -2ଥର
=ସମାପ୍ତ=
ASHISARA DAATA FULL ODIA DEVOTIONAL CHRISTIAN SONG LYRICS ||ODIA CHRISTIAN LYRICS ||HUMMAN SAGAR NEW CHRISTIAN LYRICS SONG ||ASISARA DATA ASISA TUMARI||( ଆଶିଷର ଦାତା ) | HUMANE SAGAR | Odia Christian Devotional Song
ASHISARA DAATA FULL ODIA DEVOTIONAL CHRISTIAN SONG LYRICS ||ODIA CHRISTIAN LYRICS ||HUMMAN SAGAR NEW CHRISTIAN LYRICS SONG ||ASISARA DATA ASISA TUMARI||( ଆଶିଷର ଦାତା ) | HUMANE SAGAR | Odia Christian Devotional Song
"LYRICS "
ଆଶିସର ଦତା.....
ଆଶିସ ତୁମରି
ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h
ତବ ଆତ୍ମା ଗୁଣେ ଫଳ ଫୋଳୁ ଥାଉ
ରହି ସଦା ତୁମ ଠାରେ ,ରହି ସଦା ତୁମ ଠାରେ -2 ଥର (g)
=1=
ଏଇ ଜୀବନରେ ତୁମ ଆତ୍ମା ବିନା
କାରୀ କି ପାରେ ମୁ କିଛି
ହେ କୃଷକ ତୁମେ ଖତ ଦେଈ ବୁଣେ
କୃପା ଝଳ ଦିଅ ଛିଞ୍ଚି -h (ହୋ )-2 ଥର
ଉଜ୍ଜିବିତ କର ,ଦେହ ଆତ୍ମା ମର
ପ୍ରଭୁ ତୁମ ଆଶିଷରେ ,ପ୍ରଭୁ ତୁମ ଆସିଷରେ -g
ଆଶିସର ଦତା.....
ଆଶିସ ତୁମରି
ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h
=2=
କଥା ତୋ ଦେଇଛ ..ଥିବ ସାଥେ ସାଥେ
ଶେଷ ଯାଏ ଜୀବନରେ
ହଜି ଗଲେ ମୁ ଯେ ..ପଥ ଦେଖାଇବ
ବାକ୍ୟରୂପ ପ୍ରଦୀପରେ -ହୋ (g )-2 ଥର
ଏତିକି ବିନତି ଚରଣେ ତୁମରି ,
ଚଳୁଥିବୀ ତୁମ ସାଥେ -h (2 ଥର )
ଆଶିସର ଦତା.....
ଆଶିସ ତୁମରି
ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h
=ସମାପ୍ତ=
Bhala Lage Mate Jisu Nama Odia Lyrics Song ||Christian Odia Bhala lagemate jishu nama soong ||Humman Sagar Hits Song ||Singer Humman Sagar( ଭଲ ଲାଗେ ମତେ ଯୀଶୁ ନାମ ) | HUMANE SAGAR | Odia Christian Devotional Song
Jibanare Jiabana Tu suni ja christian odia full song lyrics ||Jibanare Jibana Tu devotional christian song lyrics ||Solman Pual ||Anutapa kari pheri aa bhandhu ||Anutapa kara mona ||christian odia devotional comeback to loads feeet||Hits of solman paul ||new christian devotional odia song ||Anutapa Kari Pheria odia christian song
"LYRICS"
ଦେରେ ନା ....ଉ ...ଉ .....
ଆ ......ଆ .....ଆ ......ଆ .....
ଆ ......ଆ .....
ଆ .....
ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ
ସାରେ ନିସା ସା ,ସା ,ସା ,ସା
ଜୀବନରେ ଜୀବନ ତୁ ଶୁଣିଜା
ଅନୁତାପ କରି ,ଫେରି ଆ .. ଫେରି ଆ-2 ଥର
ଡାକୁଛନ୍ତି ଯୀଶୁ ତତେ ନେବା ପାଇଁ ତାଙ୍କ ସାତେ -2 ଥର
ଦେବା ପାଇଁ ଜୀବନ ଫେରା ଆଜି ତୋ ମୋନ
ଜୀବନରେ ଜୀବନ ତୁ ଶୁଣିଜା ....
=1=
ସମସ୍ତ ଜଗତ ଲାଭ,କରିକି ବି ଯୋଦି ତୁ
ଆପଣାର ଏହି ଆତ୍ମା ତୁ ହୋରାଉ -
ଆ.....
ହୋ ....
ସରଗର ସୁଖ ଆଉ ପାଇବୁକି ବନ୍ଧୁ .. ଉ .. ତୁ
ଶାରୀରିକ ଅଭିଲାସେ ଦିନ ବିତାଇଲୁ ତୁ
ଆଜୀବୀ ଅଛି ସୁଯଗ ,ଜୀବା ପାଇଁ ସରଗ -2 ଥର
ଫେରି ଯୀଶୁ ଚରଣେ ,ସମର୍ପି ତୋର ପ୍ରାଣ
ଜୀବନରେ ଜୀବନ ତୁ ଶୁଣିଜା ....
=2=
ଭାବୁଛୁ ମନରେ ତୋର ,ବଡ଼ ବଡ଼ କାର୍ଯ୍ୟ ମାନ
ଲୀନ ହେବ ଦିନେ ତୋର ,ଧନ ଆଉ ସନମାନ
ରେ ଜୀବନ ...
ହୋ .....ହୋ ....ହୋ ....
ଆଜି ରାତି ଯୋଦି ତୋର ,ନିଆ ଯାଏ ତୋ ପରାଣ
ସଞ୍ଚୟ କରିଛୁ ଯାହା ,କିଏ ଭାଗୀ ବ ତୋ ଧନ
ଯୋଦି ପାଇ ନାହୁଁ ବନ୍ଧୁ ,ଜୀବନରେ ମୋ ଯୀଶୁଙ୍କୁ -2 ଥର
ସବୁ କିଛି ରହି ବି ,ଲାଭ ନାହିଁ ତୋ ଜୀବନ
ଜୀବନରେ ଜୀବନ ତୁ ଶୁଣିଜା
ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ
ସାରେ ନିସା ସା ,ସା ,ସା ,ସା
ଆ ....
ରେ ..ଜୀବନ ...
ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ
ସାରେ ନିସା ସା ,ସା ,ସା ,ସା -group
=ସମାପ୍ତ=
Sunday, January 25, 2026
HE PRIYA JISU MOROODIA FULL LYRICS SONG |SALMAN PAUL | NEW ODIA CHRISTIAN SONG | PRASAD LIMA MUSIC||NEW CHRISTIAN DEVOTIONAL SONG SINGER SALAN PAUL ||HE PRIYA JISHU MARA CHRISTIAN ODIA SONG LYRICS 2026
Music Banner : PRASAD LIMA MUSIC Singer : SALMAN PAUL Music : PRASAD LIMA Lyrics : PRASAD RATNA PANI Music Scoring by : SMILE PANI Project manager - Sisir Lima
Lyrics:
ଆ .... ଆ...... ଆ.......
ହେ ପ୍ରିୟ ଯୀଶୁ ମୋର
ହେ ପ୍ରିୟ ଯୀଶୁ ମୋର -2 ଥର
ତୁମ ବିହୁନେ କେ ଅଛି ମୋର
ଦୟା କର ଦୟା କର
- 0 -
ହାରିଲି ସବୁ ଜୀବନେ
ଛାଡ଼ିଲେ ମୋ ଜ୍ଞାତି ଜନେ
ଛାଡ଼ିଲ ନାହିଁ ପ୍ରଭୁହେ
ପ୍ରେମେ ତୋଳିଲ ଜତନେ -2 ଥର
ଯେବେ ଦୁଃଖରେ ମୁଁ ଥିଲି ଦିନେ
ଦେଲ ଆନନ୍ଦ ଏ ଦୁଃଖୀ ମନେ
ହେ ପ୍ରିୟ ଯୀଶୁ ମୋର
ହେ ପ୍ରିୟ ଯୀଶୁ ମୋର -2 ଥର
- ୧ -
ଆକୁଳେ ଯେବେ ମୁଁ ଡାକେ
ସୁଭଇ ତୁମରି କର୍ଣ୍ଣେ
ଜୀବନେ ଏବେ ବୁଝିଲି
ଅଛନ୍ତି ପ୍ରେମିକ ଜଣେ -2 ଥର
ଯିଏ ଦେଖନ୍ତି ସ୍ବର୍ଗ ଆସନେ
ମୋର ବିଷୟ ସେ ପ୍ରତି କ୍ଷଣେ
ହେ ପ୍ରିୟ ଯୀଶୁ ମୋର
ହେ ପ୍ରିୟ ଯୀଶୁ ମୋର -2 ଥର
=ସମାପ୍ତ =
Saturday, January 24, 2026
JISU NAMA ATE MAHANA FULL VIDEO LYRICS ||ଯୀଶୁ ନାମ ଅଟେ ମହାନ||HUMAN SAGAR||NEW CHRISTIOAN SONG|| NEW CHRISTIAN ODIA JISU NAMO ATE MAHANA || NEW CHRIATIAN JESU NAMA ATE MAHANA
“LYRICS “
ନା .....ଆ .....
ଯୀଶୁ ନାମ ଅଟେ ମହାନ
ଯୀଶୁ ନାମ କେଡେ ଉତ୍ତମ -2 ଥର
ଜଗତରେ ସେହି ଏକା ଯୀଶୁ ନାମ
ସବୁଠାରୁ ଅଟେ କେଡେ ମନୋରମ -2 ଥର
ଯୀଶୁ ନାମ ଅଟେ ମହାନ
ଯୀଶୁ ନାମ କେଡେ ଉତ୍ତମ -
=୧=
ଅନ୍ଧ ଦେଖେ ଛୋଟା ଚାଲେ
ମୂକ କଥା କହିଥାଏ, ସେ ନାମେ
ବଧିର ହିଁ ଶୁଣିଥାଏ ମ୍ରୁତ ପୁଣି ଜାଗି ଉଠେ
କେବଳ ଯୀଶୁଙ୍କ ନାମେ-2 ଥର
ଜଗତରେ ସେହି ପ୍ରଭୁ ଯୀଶୁ ନାମ
ସବୁଠାରୁ ଲାଗେ କେଡେ ମନୋରମ-(୨)
=୨=
ଅନନ୍ତ ଜୀବନ ମିଳେ
ପରିତ୍ରାଣ ପାଇ ହୁଏ, ସେ ନାମେ
ଆକାଶମଣ୍ଡଳ ତଳେ
ମନୁଷ୍ଯ ମାନଙ୍କ ମଧ୍ଯେ ତାଙ୍କ ସମ କେହି ନୁହେଁ
ମହୁ ଠାରୁ ମିଠା ଲାଗେ ଯୀଶୁ ନାମ
ସବୁଠାରୁ ସେହି ନାମ ପ୍ରୀୟ ନାମ-2 ଥର
=ସମାପ୍ତ=.
Letest Post
HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026
HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...
Letest Update
-
Singer -Rabindra Srambutika Music & Lyrics -Prabodh Chhinchani Music arrangment -Kumar Mantu Producer -Jakhya Kadraka Mixing Mastering -...
-
song:Kitna ye pyar tera singer :Gps.Amit pani "Favorite song" Kitna ye pyarr tera dhardh jo mera sahaa ….(2th) Aee khuda Aee khu...
