Showing posts with label New year Song Lyrics. Show all posts
Showing posts with label New year Song Lyrics. Show all posts

Monday, December 29, 2025

Nutana Barasara Abhinandan | Asima Panda | Nihar Priyaashish | Soubhagya Mishra | New Year Song 2025

 

♪ Song : Nutana Barasara Abhinandan ♪ Lyrics : Nihar Priyaashish ♪ Music Director : Soubhagya Mishra ♪ Arrangement : Soubhagya Mishra ♪ Singer : Aseema Panda ♪ Producer : Priya & Ashish ♪ Mixed & Mastered : Smruti Ranjan ♪ Keyboard : Ramesh, ♪ Drum : Anshu ♪ Videography : Anil Bhol & Soumya

  • *LYRICS *
Nua barasara nua sakala
ei nua jiban
makhi deu se sabu akhire
nua sapana -2x
sabu rati tuma jannha rati heu
sabu rutu heu phaguna
Nutana Barasara
Abhinandana-he he -3x
=1=
Dunian ra jete khusi
papulire tuma padu khasi mahu bhija heu mana
chalabate phula jau barsi -haan -2x tuma parasare mati heu moti pura heu sabu sapana Nutana Barasara
Abhinandana- =2= Emiti ei jibanata pratijogi
eka nija chhai hasa tike thile othe
haribara ethi prashna nahin-2x chhuinbaku jadi
chahuncha sikhara bandhiba ba kou bandhana
Nutana Barasara
Abhinandana-4x

Sunday, December 28, 2025

New Odia New Year song ll Pailu Achu Nua Barasha ll Bidyut Bhatra II SPK Music II Koraputia song||ଦିଲ ଦେଈ ଦେବୁ ଯୀଶୁର ଲାଗି ମୋନ୍ ଦେଈ ଦେଉ ଯୀଶୁର ଲାଗି -2 ଥର

Bhatra . Singer: Bidyut Bhatra Lyrics: Bidyut Bhatra Composition: Bidyut Bhatra Music: Bikram Takri Music Arrangement: Bikram Takri Mixing and Mastering: Bikram Takri Voice Dubbing: Blessing studio Semiliguda Producer: Kishore Chandra Kar

LYRICS

ଦିଲ ଦେଈ ଦେବୁ ଯୀଶୁର ଲାଗି

ମୋନ୍ ଦେଈ ଦେଉ ଯୀଶୁର ଲାଗି -2 ଥର ()

ଛାଡ଼ି ଦେଈ ଆମ ରା ବରଷ

ଆମେ _ପାଇଲୁ ଆଜୁ ନୁଆ ବରଷ -4 ଥର

ଯାଉ ଏ ଦୁଃ ଖର ଦିନ

ଆମ ମୁହେ ପୁଟକାଏ ହସ

ପାପରତେ ରହିବା ଛାଡ଼ି

ଆମେ ଯୀଶୁକେଏ କରିବା ବାସ

ଦିଲ ଦେଈ ଦେବୁ ଯୀଶୁର ଲାଗି

ମୋନ୍ ଦେଈ ଦେଉ ଯୀଶୁର ଲାଗି -2 ଥର ()

ଛାଡ଼ି ଦେଈ ଆମ ରା ବରଷ

ଆମେ _ପାଇଲୁ ଆଜୁ ନୁଆ ବରଷ -4 ଥର

=1=

ହୋ ..ଯୀଶୁର ଗୁଣକେ ଧରି କେ ଆମେ

ଛାଡ଼ି ଦେଉ ରାଗ ରୁଷା

କାକା ର ବିରାଧେ ଛାଡ଼ି କାରୀ ଆମେ

ମିଶି ମିଳି ରହୁ ଆଶା

ଯୀଶୁ ର ଲୋକ ହଇକରି ଆସେ

ମନ ପୁଲ ମୁହଁ ପୁଲା

ଯୀଶୁର ପରା ହେଇକରି ଆମେ

ମନ କରିଦେଉ ପୁଲା -2 ଥର -ହା ..  

ଦିଲ ଦେଈ ଦେବୁ ଯୀଶୁର ଲାଗି

ମୋନ୍ ଦେଈ ଦେଉ ଯୀଶୁର ଲାଗି -2 ଥର ()

ଛାଡ଼ି ଦେଈ ଆମ ରା ବରଷ

ଆମେ _ପାଇଲୁ ଆଜୁ ନୁଆ ବରଷ -4 ଥର

=2=

ଗେଟେ  ତାନେ ଆମେ ମିଶି ମିଳି ରହେଲୁ

କେଁ ଉଟିଗଲା ସେ ଦିନ

ଏବେ କାର କଥା କାକେ ପଡା ପଡି ନାହି

କାଇଟା ହେଲା ଯେ ତୁମର ମୋନ  -ଥର

ଏନ୍ତା ନୁଆ ବରଷ କେତେଟା ଗଳନୀ

କେବକା ହେଷା ବେ ନି ମାନ

ବାର ବାର ବାବୁ ସୁଯଗ ନାଇ ମିଳେ

ବଦଳୁଆ ବେଟା ତୁମର ମନ -2 ଥର

 ଦିଲ ଦେଈ ଦେବୁ ଯୀଶୁର ଲାଗି

ମୋନ୍ ଦେଈ ଦେଉ ଯୀଶୁର ଲାଗି -2 ଥର ()

ଛାଡ଼ି ଦେଈ ଆମ ରା ବରଷ

ଆମେ _ପାଇଲୁ ଆଜୁ ନୁଆ ବରଷ -4 ଥର

=ସମାପ୍ତ=

Nua Baraso Aji | New Year Odiya Christian Devotional Song | Jagan Mohan Nag 2025 Video|ନୂଆ ବରଷ ଆଜି ପାଇଛୁ ଭାଇ|Happy New Year 2026


Audio Credit Music & Voice : Gospel Singer Jagan Mohan Nag Lyrics :Himanshu Nayak Music Arrangement : Subham (Bapi )Samal Recording &Mixing :Milan Studio Cuttack Camera & Edit : Gagan Murali Choreography : Dhiraj & Rabindra group : Sagarmunda JELC & GGM Raighar 

LYRICS

ନୂଆ ବରଷ ନୂଆ ବରଷ
ନୂଆ ବରଷ ନୂଆ ବରଷ

ନୂଆ ବରଷ ଆଜି ପାଇଛୁ ଭାଇ
ସଭିଁଙ୍କୁ ଅଭିନନ୍ଦନ ଜଣାଏ ମୁହିଁ
ପାଇଛୁ ଆମେରେ ସବୁ ଆଜି ପୁରୁଣା ଦିନ ଯାଇଛି ହଜି
ପ୍ରାର୍ଥନା କରିବା ସୈନିକ ସାଜି ଜାଗି ଉଠରେ ସରବେ ଆଜି
Happy New Year
Happy New Year
Happy New Year
=1=
ଶୂନ୍ୟ ଗଗନରେ ଦେଖ ଛାତିକୁ ଚିରି
କିରଣେ ଝୋଟକି ଧରା ହସୁଛି ଥିରି ଥିରି
ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ
ନୂଆ ସକାଳର ନୂଆ କିରଣ
ନାହିଁ ରେ ସେଥିରେ କିଛି ବାରଣ
ନୂଆ ମନ ନେଇ ନୂଆ ପରାଣ କରୁଛୁ ପ୍ରଭୁ ହେ ନିବେଦନ
Happy New Year
Happy New Year
Happy New Year
=2=
ସୁଖରେ ଦୁଃଖରେ ସଦା ସବୁବେଳେ
ମନ ଆତ୍ମା ପ୍ରାଣ ଯୀଶୁ ପାଦ ତଳେ
ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ ହୋ
ଅତୀତରୁ ପୁଣି ଭବିଷ୍ୟତ ଯାଏଁ
ଯୀଶୁଙ୍କ କରୁଣା ସବୁବେଳେ ଥାଏ
ନୂଆ ଜୀବନ ନୂଆ ମନ କରୁଛୁ ପ୍ରଭୁ ହେ ନିବେଦନ
Happy New Year
Happy New Year
Happy New Year
=ସମାପ୍ତ =
Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update