ASHISARA DAATA FULL ODIA DEVOTIONAL CHRISTIAN SONG LYRICS ||ODIA CHRISTIAN LYRICS ||HUMMAN SAGAR NEW CHRISTIAN LYRICS SONG ||ASISARA DATA ASISA TUMARI||( ଆଶିଷର ଦାତା ) | HUMANE SAGAR | Odia Christian Devotional Song
"LYRICS "
ଆଶିସର ଦତା.....
ଆଶିସ ତୁମରି
ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h
ତବ ଆତ୍ମା ଗୁଣେ ଫଳ ଫୋଳୁ ଥାଉ
ରହି ସଦା ତୁମ ଠାରେ ,ରହି ସଦା ତୁମ ଠାରେ -2 ଥର (g)
=1=
ଏଇ ଜୀବନରେ ତୁମ ଆତ୍ମା ବିନା
କାରୀ କି ପାରେ ମୁ କିଛି
ହେ କୃଷକ ତୁମେ ଖତ ଦେଈ ବୁଣେ
କୃପା ଝଳ ଦିଅ ଛିଞ୍ଚି -h (ହୋ )-2 ଥର
ଉଜ୍ଜିବିତ କର ,ଦେହ ଆତ୍ମା ମର
ପ୍ରଭୁ ତୁମ ଆଶିଷରେ ,ପ୍ରଭୁ ତୁମ ଆସିଷରେ -g
ଆଶିସର ଦତା.....
ଆଶିସ ତୁମରି
ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h
=2=
କଥା ତୋ ଦେଇଛ ..ଥିବ ସାଥେ ସାଥେ
ଶେଷ ଯାଏ ଜୀବନରେ
ହଜି ଗଲେ ମୁ ଯେ ..ପଥ ଦେଖାଇବ
ବାକ୍ୟରୂପ ପ୍ରଦୀପରେ -ହୋ (g )-2 ଥର
ଏତିକି ବିନତି ଚରଣେ ତୁମରି ,
ଚଳୁଥିବୀ ତୁମ ସାଥେ -h (2 ଥର )
ଆଶିସର ଦତା.....
ଆଶିସ ତୁମରି
ଢାଳି ଦିଅ ଜୀବନରେ ,ଢାଳିଦିଅ ଜୀବନରେ -h
=ସମାପ୍ତ=

No comments:
Post a Comment