Showing posts with label Lates Song. Show all posts
Showing posts with label Lates Song. Show all posts

Friday, March 27, 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

"LYRICS "

ହେ ପ୍ରିୟ ଯୀଶୁ ....

ହେ ପ୍ରଭୁ ଯୀଶୁ ..... -2 ଥର 

ତୁମେ ମୋ ପାଳକ  ବନ୍ଧୁ 

ତୁମେ ହି ସତ୍ୟ ଶୟମ୍ବୁ 

ଦୟାର ସିନ୍ଧୁ -2 ଥର 

ହାଳେଲୁୟା ଗାଉଥିବୀ ମୁ ...

ଯୀଶୁ ନାମ ଜପୁଥିବୀ ମୁ ..2ଥର  

=1=

ତୁମ ବିନା ନାହି ତ୍ରାଣ 

ପାରିତ୍ରା ତ ଯୀଶୁ ଧନ 

କୃଶ ଖାଠେ ଦେଇ ପ୍ରାଣ 

ଦେଲ ମତେ ପରିତ୍ରାଣ 

ଶ୍ଵାସତ ସେ ପ୍ରେମ କଲ ମୋ ପାପିକୁ 

ଧନ୍ୟ ପ୍ରେମିକ ଯୀଶୁ ....-2 ଥର

ହାଳେଲୁୟା ଗାଉଥିବୀ ମୁ ...

ଯୀଶୁ ନାମ ଜପୁଥିବୀ ମୁ ..2ଥର 

=2=

ଯୀଶୁ ନାମେ ନୀତି ଦିନ 

କରିବି ଗୁଣ କୀର୍ତ୍ତନ 

କରୁଣାରେ ପରିପୂର୍ଣ୍ଣ 

ପ୍ରେମରେ ତୁମେ ମୋହନ 

ସର୍ବଦା ବର୍ଣ୍ଣିବି ତୁମରି ପ୍ରେମକୁ 

ତ୍ରାଣ କାରୀ ମୋ ଯୀଶୁ -2 ଥର 

ହାଳେଲୁୟା ଗାଉଥିବୀ ମୁ ...

ଯୀଶୁ ନାମ ଜପୁଥିବୀ ମୁ ..2ଥର 

=ସମାପ୍ତ =

Jibana Dela (ଜୀବନ ଦେଲ) | Odia Good Friday Song 2026 | Salem Lima|New christian song |kalbari pathe song 2026|First time created by salim lima singer || Salim lima Sir Song || New devotional Odia Christian Song 2026||Good Friday Song 2026

"LYRICS"
କାହିଁକି ଏଡ଼େ ପ୍ରେମ କରିଲ (୨)
ସରଗ ସୁଖ ତୁମେ ତ୍ୟାଗୀଲ
କାହିଁକି ଏଡ଼େ ପ୍ରେମ କରିଲ
ଜୀବନ ଦେଲ (୨)
ମୋ ପାଇଁ କ୍ରୁଶ ରେ ଜୀବନ ଦେଲ(୨)
=୧=
କଣ୍ଟା ର ମୁକୁଟ ତୁମେ ପିନ୍ଧିଲ
ଆହାକି ଯନ୍ତ୍ରଣା ତୁମେ ଭୋଗିଲ
ବକ୍ଷରୁ ଝରିଲା କେତେ ରୁଧିର
ଭୁଲିବିନି ସେହି ଦୁଃଖ କ୍ରୁଶର
ଝରିଗଲା ଲହୁ ଧାର ଲହୁ ଧାର ଲହୁ ଧାର
ସେହି ଲହୁ କହୁଥିଲା ପ୍ରେମ ଯେ ତୁମର
ଜୀବନ ଦେଲ (୨)
ନିଜ ଜୀବନ ଦେଲ
ମୋ ପାଇଁ ପ୍ରେମରେ ରେ ଜୀବନ ଦେଲ(୨)
=୨=
ମୋ ପାପ ପାଇଁ କ୍ଷତବିକ୍ଷତ ହେଲ
ମୋର ଅପରାଧେ ଚୁର୍ଣ୍ଣ ହୋଇଲ
ନୀରବରେ ସବୁ ତୁମେ ସହିଲ
ମୋ ପାପ କାରଣେ ଦୋଷୀ ସାଜିଲ
କ୍ଷମା କଲ ପ୍ରିୟ ଯୀଶୁ ପାପ ମୋହର
ଅନୁଗ୍ରହ ଢ଼ାଳି ଦେଲ କ୍ରୁଶରୁ ତୁମର
ଜୀବନ ଦେଲ (୨)
ତୁମେ ଜୀବନ ଦେଲ
ମୋ ପାଇଁ କ୍ରୁଶ ରେ ଜୀବନ ଦେଲ(୨)
=ସମାପ୍ତ =

Monday, March 2, 2026

Binasto Heli Prabhu ||New Christian odia song devotional ||Sushanl shekar christian song new binasto heli bhrabhu song lyrics ||odia new2026 relesed song binasto heli prabhu patita heli ||tumatu durei gali prabhu binasto helli|||New Christian devotional song |||

... full Song...

..... ............ .......

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

ତୁମେ ପ୍ରେମମୟ ଦୟାମୟ

କ୍ଷମାକର ମୋତେ କ୍ଷମାମୟ ......................

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

==

ବିଷାକ୍ତ ଜଗତରେ( ସେବା ତୁମ ଭୁଲିଛି)

ମରୁଭୂମି ସଦୃଶ୍ୟ( ଜୀବନ ମୋ ହୋଇଛି )

ହୋ ...ଦୂଷିତ ବାୟୁ ପରି( ଅକର୍ମଣ୍ୟ ହୋଇଛି )

ଲକ୍ଷ୍ୟ ହିନ ମୋହର (ଜୀବନ ପାଲଟିଛି )

ତୁମେ ସ୍ନେହଶିଳ କୃପାମୟ

କ୍ଷମାକର ମୋତେ କ୍ଷମାମୟ ...................

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

==

ପ୍ରତିଟି ମୁହୂର୍ତ୍ତରେ( ପାପ ଚିନ୍ତା କରିଛି)

ତୁମ୍ଭ ନିର୍ଗତ ବାକ୍ୟ (ଅମାନ୍ୟ ମୁଁ କରିଛି)

ହୋ ....ଲୈକିକର ଗର୍ବରେ( ସମୟ ମୋ ବିତିଛି)

ତୁମେ ଇଛା ନ ଜାଣି (ଅବାଧ୍ୟ ମୁଁ ହୋଇଛି )

ତୁମେ କ୍ରୋଧରେ ଧିର ଦୟାମୟ

ଦୋଷ ନ ଧରି ମୋତେ କ୍ଷମାକର ......

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

=ସମାପ୍ତ =

=ସମାପ୍ତ==L

Sunday, February 15, 2026

Turi Bajiba Seta Turi Bajiba ||Odia christian song new 2026 ||Barshat pani & Dipti Rekha ||Sesa Turi Bajiba by stylestudio||Sesa turi dyani bajiba ||New Christian devotional song 2026|| Turi ||new DEVOTIONAL SONG 2026

Singer : Deeptirekha & Barsat Pani Lyrics : Rajani Nayak (BBSR) Music : Sundar Kumar Music Arrangements : Kumar Mantu Producer : Sundar Kumar Pani Poster : Parsuram Sagaria Recording & mixing : Prativa Studio (CTC) DOP : Style Studio 🎼 Channel : Style Studio Music 4U

🎶 Full Song lyrics

.............................

ତୂରୀ ବାଜିବ....
ଶେଷ ତୂରୀ ବାଜିବ...2 x b
ଆସୁଛନ୍ତି ଯୀଶୁ ରାଜା ମେଘ ରଥେ ଦୂତ ସାଥେ
ଭେଟିବା ପାଇଁ କି ପ୍ରସ୍ତୁତ ହୁଅ ସମସ୍ତେ-g/b ।

ସୂର୍ଯ୍ୟ ଲୁପ୍ତ ହେବ ଧରା କମ୍ପିବ
ସାରା ଜଗତରେ ମୃତ୍ୟୁ ଶୁଭିବ -g
ସାଧୁ ଉଠାଯିବେ ପାପି ରହିବ
ମହା ବିଳାପର ଦିନ ଆସିବ-b
ତୂରୀ ବାଜିବ.....3 x g /b
ଶେଷ ତୂରୀ ବାଜିବ
=1=
ଅକ୍ଷୟ ଶରୀର ପ୍ରାପ୍ତ ହୋଇ
ମୃତ୍ୟୁ ଉପରେ ହେବା ଜୟୀ
ଜୀବନର କର୍ତ୍ତା ଯୀଶୁ ରାଜା
ଆସୁଛନ୍ତି ସେ ନେବା ପାଇଁ -g/b
ଯୀଶୁ ଠାରେ ଯିଏ ଶେଷ ଯାଏଁ ଥିବ
ଚକ୍ଷୁ ପଲକରେ ରୂପାନ୍ତର ହେବ -g/b
ତୂରୀ ବାଜିବ -2x
ଶେଷ ତୂରୀ ବାଜିବ -2x g/b
=2=
ଶୟତାନ ପରାଜିତ ହେବ
ମୃତ୍ୟୁ ନାହୁଡ଼ ଭାଙ୍ଗି ଯିବ
ଅମରତା ବସ୍ତ୍ର ପ୍ରାପ୍ତ ହୋଇ
ମର୍ତ୍ତ୍ୟ ଶରୀର ହେବ ଜୟୀ -g/b ହୋ
ଯୀଶୁ ଠାରେ ଯିଏ ଶେଷ ଯାଏଁ ଥିବ
ଚକ୍ଷୁ ପଲକରେ ରୂପାନ୍ତର ହେବ -g /b
ତୂରୀ ବାଜିବ......3 x b
ଶେଷ ତୂରୀ ବାଜିବ
=ସମାପ୍ତ =

Friday, February 6, 2026

suna mo prarthana lnew odia christian song lyrics ||odia prarthana lyrics ||new devotional prarthana gita ||suna mara prarthana ||new 2026 christian song for praying ||suno mo prarthana ||prarthana ghena mora prabhu lyrics ||new song 2026

LYRICS 👇"

ତୁମ ବିନା , ଏ ଜଗତେ
ଶୁଣିବ ଯେ ମୋ ପ୍ରାର୍ଥନା
ଶୁଣ ମୋ ପ୍ରାର୍ଥନା (୪)
ତୁମ ବିନା..... (୨) କିଏ ? ଏ ଜଗତେ
ଶୁଣିବ ଯେ ମୋ ପ୍ରାର୍ଥନା
ଶୁଣ ମୋ ପ୍ରାର୍ଥନା -4ଥର
=୧=
ଦୁଃଖେ ପୂର୍ଣ୍ଣ ,ଏ ପ୍ରାଣ ମୋର
ଦୁଃଖେ ବିତେ ,ଦିନ ମୋହର
ତୁମେ ଯଦି ମୋତେ ଦୂର କର
ଜଗତରେ ହେବି କାହାର ? -2ଥର ହୋ ...
ତୁମ ଛଡ଼ା ....(୨)କିଏ ? ଏ ଜଗତେ
ବୁଝିବ ମୋ ହୃଦ ବେଦନା
ଶୁଣ ମୋ ପ୍ରାର୍ଥନା -4ଥର
=୨=
ଯୀଶୁ ମୋର ହେ ଦୟାକର
ଆସିଅଛି ପଦେ ତୁମର
କ୍ଷମା କର ପାପ ମୋହର
ଶାନ୍ତି ଦିଅ ଜୀବନେ ମୋର -2ଥର
ଆ ......
ତୁମ ବିନା......(୨) କିଏ ? ଏ ଜଗତେ
ଶୁଣିବ ଯେ ମୋ ପ୍ରାର୍ଥନା -4 ଥର \
=ସମାପ୍ତ =

new christian odia song ||dhanyabada heu stuti prasangsa heu ||sadaprabhu tuma namare ||mo trana kartanka namare ||apana gyanare tume||dhanyabada heu prasanga gita odia full lyrics song ||devotional christian odia song ||new christian devotional song ||new 2025

🎧 Singer – Surabhi Sister 🎧 Music Arrangement - Smile Pani 🎧 Lyrics – Ujjwala Keshari Bibar 🎧 Recorded - Christian Gallary Studio, Semiliguda 🎧 Mixing & Mastering - Bikram Takri 🎧 Video \ Edit - Prasanta Sungadu

 "Full Lyrics "

ଧନ୍ୟବାଦ ହେଉ ସ୍ତୁତି ପ୍ରଶଂସା ହେଉ
ହେ ସଦାପ୍ରଭୁ ତୁମ ନାମରେ...
ଜୟ ଜୟ କାର ହେଉ
ପୂଜା ବନ୍ଦନା ହେଉ..
ମୋ ପ୍ରିୟ ଯୀଶୁଙ୍କ ନାମରେ ..... (୨ଥର)
ମୋ ତ୍ରାଣକର୍ତ୍ତାଙ୍କ ନାମରେ...
=1=
ଆପଣା ଜ୍ଞାନରେ ତୁମେ ଏ ଜଗତ ସ୍ଥାପନ କଲ।
ଆପଣା ବୁଦ୍ଧିରେ ତୁମେ ଆକାଶ ବିସ୍ତାର କଲ.... (୨ଥର)
ତୁମେ ପ୍ରଭୁ ପ୍ରତି ଆତ୍ମାର
ତୁମେ ରାଜା ସବୁ ଗଷ୍ଟିର.... ଅ..... (୨ଥର)
=2=
ସକଳ ସୃଷ୍ଟିର ତୁମେ ଏକ ମାତ୍ର ମୁକ୍ତିଦାତା
ସମସ୍ତ ପ୍ରାଣୀର ତୁମେ ଅଟ ପାଳନ କର୍ତ୍ତା ......(2 ଥର )
ତୁମେ ଆଶା ନିରାଶାର
ତୁମେ ବଳ ଦୁର୍ବଳର
ଧନ୍ୟବାଦ ହେଉ ସ୍ତୁତି ପ୍ରଶଂସା ହେଉ
ହେ ସଦାପ୍ରଭୁ ତୁମ ନାମରେ...
( ସମପ୍ତ )
Product recomend

Sunday, February 1, 2026

REHAJEDA DAIBADU KUI CHRISTIAN LYRICS SONG ||HANAK DIGAL SINGER ||NEW JUI REHAGADI CHRISTIAN SONG LYRICS ||REHA JEDA DAI PENUI DAHNA ||ରେହାଜେଡା ଡ଼ାଇବାଦୁ ||NEW KUI CHRISTIAN SONG ||HANAK DIGAL _NEW KUI_CHRISTIAN_VIDEO

Song Language - Kui ( Odisha )

"lyrics "

ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା
ସାପଡ଼ାକା ବେସାନାଇ ଗାଡ଼ିଙ୍ଗା ଏସିନା .
ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା
ସାପଡ଼ାକା ବେସାନାଇ ତାର୍କାଲି ଆଜାନା -2 ଥର
ଡ଼ଃନା ଦଃପାପଙ୍ଗା ଆବ୍ ଗିମାନି ମୁଲା
ପେନୁପାଦା ଆହାନା......
ଯୀଶୁପାଦା ଦହନା ଏହ୍ ପାଆ ଗାଟି ପେନୁ ଇଞ୍ଜାନା
ଯୀଶୁପାଦା ଦହନା ଡ଼ଃନା ମାନି ପେନୁ ଇଞ୍ଜାନା
ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା.......
=1=
ସେଣ୍ଡ ବେଲା ଡାଞ୍ଜୁ ସୁକାଙ୍ଗାନି ଗୁଲେ ଇଟାମାନାଞ୍ଜୁ
ନେଡେ ସରୁ ବାଡି ଟାଣା ସମୂଦ୍ରନି ପିଲ୍ ସା ମାନାଞ୍ଜୁ
ପଟା କାଟି ପ୍ଡିିଉ ପର ଜତଙ୍ଗାନି ଲପ୍କିମାନାଞ୍ଜୁ
ତାଙ୍ଗେ ଦଃପାସେଲୁ ଇପୂର୍ତ୍ତିତାନି ମାଙ୍ଗେ ଇଟାଞ୍ଜାନାଞ୍ଜୁ -2 ଥର (ହୋ )
ରାଜାଙ୍ଗାନି ରାଜେଞ୍ଜୁ ମାଇ ଯୀଶୁ ରାଜେଞ୍ଜୁ
ସେଣ୍ଡ ନେଡେ ଏଆନି ତୁହାନା ଏମ୍ବାଈ ସିଡେଞ୍ଜୁ
ଡ଼ଃନା ଦଃପାପଙ୍ଗା ପାନ୍ବି ମାନି ମୁଲା
ପେନୁପାଦା ଆହାନା......
ଯୀଶୁପାଦା ଦହନା ଏହ୍ ପାଆ ଗାଟି ପେନୁ ଇଞ୍ଜାନା
ଯୀଶୁପାଦା ଦହନା ଡ଼ଃନା ମାନି ପେନୁ ଇଞ୍ଜାନା
ରେହା ଜେଡା ଡ଼ାଇ ବାଦୁ ଗାଡ଼ିଙ୍ଗା ଏସିନା.......
=2=
ଡ଼ଃଈ ଆନ୍ଦାରିତା ବୁମ୍ବୁ ଆଇମାସା ଜେଡା ନଆତେଞ୍ଜୁ
ବିକାଲି ସକାଲି ତୁହା ଜିଆନାଇ ରେହା ସିଆତେଞ୍ଜ
ମାଇ ଡ଼ଃଈ ଡ଼ାଇ ଦୁଷ ପିହାନାଇ ମେଲା ଗିଆତେଞ୍ଜୁ
ଜେଡା ନବାଗାଟି ମାଇମୂଲାପେନୁ ଯୀଶୁ ରାଜେଞ୍ଜୁ-2 ଥର (ହୋ )
ରାଜାଙ୍ଗାନି ରାଜେଞ୍ଜୁ ମାଇ ଯୀଶୁ ରାଜେଞ୍ଜୁ
ଏଆନି ତୁହାନା ପୂର୍ତ୍ତିତା ଅଟେ ଗ ସିଡେଞ୍ଜୁ
ଡ଼ଃନା ଦଃପାପଙ୍ଗା ପାନ୍ବି ମାନି ମୁଲା
ପେନୁପାଦା ଆହାନା......
ଯୀଶୁପାଦା ଦହନା ଏହ୍ ପାଆ ଗାଟି ପେନୁ ଇଞ୍ଜାନା
ଯୀଶୁପାଦା ଦହନା ଡ଼ଃନା ମାନି ପେନୁ ଇଞ୍ଜାନା
=ସମାପ୍ତ =
***************************************

KI BICHITRA E SANSARA NEW LRICS SONG llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR

KI BICHITRA E SANSARA NEW LRICS SONG  llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR

Song Lyrics:-

କି ବିଚିତ୍ର ଏ ସଂସାର ଏ ସଂସାର... (୨ଥର )
ଏ ଆକାଶ ତଳେ ମନୁଷ୍ୟ ମଧ୍ୟରେ.....
କୈାଣସି ବିଷୟ ଉତ୍ତମ ତା ନୁହେଁ.......
କିଛି ବି ତୋ ନୁହେଁ ସାର.....
ସତ୍ୟ ଅଟେ ଏହି ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର.......      
=1=
ଯୀଶୁ ଏକା ଅଟନ୍ତି ଅସାର ରେ ସାର 
ଯୀଶୁ ବିନା ମିଳେ ନାହିଁ ରେ ,କେଉଁ ଠାରେ ପରିତ୍ରାଣ 
ହୋ ...ହୋ ...ହୋ
ଏ ସଂସାର ଅଭିଳାଷ ଅନିତ୍ୟ ମାତ୍ର 
ଯୀଶୁଙ୍କ ବାକ୍ୟ କରିଯା ବେଗେ ଜୀବନେ ତୁ ପାଳନ 
ଆପଣାର ଲୋକେ ଏଠି ସ୍ୱାର୍ଥପର......
ଯୀଶୁ ହିଁ ଅଟନ୍ତି ସବୁ ଠୁ ନିଜର.....
ନେଇ ଯା ଯୀଶୁ ଶରଣ...ହାଏ                    
ସତ୍ୟ ଅଟେ ଏଇ ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର......
=2=
ଏଇତ ସାରା ସଂସାର  ପାପ ର ଘର 
ଛାଡ଼ି ପାପ କର୍ମ ଯୀଶୁଙ୍କୁ ହୃଦେ,କରି ଯା ଧାରଣ 
ହୋ ...ହୋ ...ହୋ
କାରଣ ମନୁଷ୍ୟ ଛାୟା ତୁଲ୍ୟ ସମାନ 
ଅସାର ଜୀବନେ ଅସାର ସଂସାରେ ନୁହେଁ ଏଠି କିଛି ମଙ୍ଗଳ 
କରିଥିଲେ ସିନା ଉତ୍ତମ କରମ.........
ସରଗରେ ଦିନେ ପାଇବୁ ତୁ  ସ୍ଥାନ.......
ନ କର ଆଉ ବିଳମ୍ବ....ହାଏ
ସତ୍ୟ ଅଟେ ଏଇ ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର........
 ...End...

Sunday, January 25, 2026

HE PRIYA JISU MOROODIA FULL LYRICS SONG |SALMAN PAUL | NEW ODIA CHRISTIAN SONG | PRASAD LIMA MUSIC||NEW CHRISTIAN DEVOTIONAL SONG SINGER SALAN PAUL ||HE PRIYA JISHU MARA CHRISTIAN ODIA SONG LYRICS 2026

Music Banner : PRASAD LIMA MUSIC

Singer : SALMAN PAUL Music : PRASAD LIMA Lyrics : PRASAD RATNA PANI Music Scoring by : SMILE PANI Project manager - Sisir Lima

Lyrics:

 .... ...... .......

ହେ ପ୍ରିୟ ଯୀଶୁ ମୋର

ହେ ପ୍ରିୟ ଯୀଶୁ ମୋର -2 ଥର

ତୁମ ବିହୁନେ କେ ଅଛି ମୋର

ଦୟା କର ଦୟା କର

 - 0 -

ହାରିଲି ସବୁ ଜୀବନେ

ଛାଡ଼ିଲେ ମୋ ଜ୍ଞାତି ଜନେ

ଛାଡ଼ିଲ ନାହିଁ ପ୍ରଭୁହେ

ପ୍ରେମେ ତୋଳିଲ ଜତନେ -2 ଥର

ଯେବେ ଦୁଃଖରେ ମୁଁ ଥିଲି ଦିନେ

ଦେଲ ଆନନ୍ଦ ଏ ଦୁଃଖୀ ମନେ

ହେ ପ୍ରିୟ ଯୀଶୁ ମୋର

ହେ ପ୍ରିୟ ଯୀଶୁ ମୋର -2 ଥର

- -

ଆକୁଳେ ଯେବେ ମୁଁ ଡାକେ

ସୁଭଇ ତୁମରି କର୍ଣ୍ଣେ

ଜୀବନେ ଏବେ ବୁଝିଲି

ଅଛନ୍ତି ପ୍ରେମିକ ଜଣେ -2 ଥର

ଯିଏ ଦେଖନ୍ତି ସ୍ବର୍ଗ ଆସନେ

ମୋର ବିଷୟ ସେ ପ୍ରତି କ୍ଷଣେ

ହେ ପ୍ରିୟ ଯୀଶୁ ମୋର

ହେ ପ୍ରିୟ ଯୀଶୁ ମୋର -2 ଥର

=ସମାପ୍ତ =

BHAYANKARA DINA PAKHEI ASILANI FULL LYRICS SONG || ASHRIT ADARSH NAYAK || SALEM LIMA || NEW ODIA CHRISTIAN SONG||NEW CHRISTIAN DEVOTIONAL ODIA SONG ||DEVOTIONAL SONG 2026

BHAYANKARA DINA PAKHEI ASILANI FULL LYRICS SONG || ASHRIT ADARSH NAYAK || SALEM LIMA || NEW ODIA CHRISTIAN SONG||NEW CHRISTIAN DEVOTIONAL ODIA SONG ||DEVOTIONAL SONG 2026
 🎵Song- ଭୟଙ୍କର ଦିନ ପାଖେଇ ଆସିଲାଣି

🎵 Singer- Ashrit Adarsh Nayak 🎵 Lyrics and Music- Salem Lima 🎵 Music Arrangement- Bapi Samal 🎵 Producer- Nayak Family 🎵 Camera and Edit- Digital Crew 🎵 Recorded at- MD Studio Cuttack 🎵 Thumbnail- Sangram Paricha

Lyrics:

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -2ଥର

କେବେ ଫେରାଇବୁ ବନ୍ଧୁ

ଯୀଶୁ ପାଶେ ତୋର ମନ -2ଥର

ଆଉ ନାହିଁ ଯେ ସମୟ ()

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -

==

ସମୟ, ଅତ୍ୟଳ୍ପ, କାହିଁକି ବୁଝୁନ ଭାଇ

ଏକ ନିମିଷକ ମଧ୍ୟରେ, ପୃଥିବୀ ଯିବ ଉଭେଇ

 ଆକାଶୁ ,ଖସିବ, ସୁରୁଜ ନକ୍ଷେତ୍ର ଭାଇ

ଲୁଚିବାକୁ ସ୍ଥାନ ମିଳିବନି, କେଉଁଠି ଲୁଚିବୁ ଯାଇ

କେତେ ପାପ ର କର୍ମରେ

ଲିପ୍ତ ଥିବ ତୋ ଜୀବନ -ଥର

ଆଉ ନାହିଁ ଯେ ସମୟ ()

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -

==

ଜଗତ ,ଜିତିଲେ, କି ଲାଭ ତୋହର ଭାଇ

ଜୀବନ ତୁ ଯଦି ପାଇଁ ନାହୁଁ

ସ୍ୱର୍ଗ ରାଜ୍ୟେ ସ୍ଥାନ ନାହିଁ

ହୋ .. ବିଳମ୍ବ ନ କରି ଫେରିଆ ପାପକୁ ଛାଡ଼ି

ରକ୍ଷା ପାଇଯିବ ତୋ ଜୀବନ

ଆଗାମୀ କ୍ରୋଧ ରୁ ଭାଇ

ଯଦି ଫେରାଇବୁ ବନ୍ଧୁ

ଯୀଶୁ ପାଶେ ତୋର ମନ -2 ଥର

ସରଗେ ପାଇବୁ ସ୍ଥାନ ()

ଭୟଙ୍କର ଦିନ ଦେଖ ପାଖେଇ ଆସିଲାଣି

ଯୁଗ ଶେଷ ର ସମୟ ସନ୍ନିକଟ ହେଲାଣି -2 ଥର

ସନ୍ନିକଟ ହେଲାଣି -2 ଥର

=ସମାପ୍ତ =

Saturday, January 24, 2026

JISU NAMA ATE MAHANA FULL VIDEO LYRICS ||ଯୀଶୁ ନାମ ଅଟେ ମହାନ||HUMAN SAGAR||NEW CHRISTIOAN SONG|| NEW CHRISTIAN ODIA JISU NAMO ATE MAHANA || NEW CHRIATIAN JESU NAMA ATE MAHANA

JISU NAMA ATE MAHANA FULL VIDEO LYRICS ||ଯୀଶୁ ନାମ ଅଟେ ମହାନ||HUMAN SAGAR||NEW CHRISTIOAN SONG|| NEW CHRISTIAN ODIA JISU NAMO ATE MAHANA || NEW CHRIATIAN JESU NAMA ATE MAHANA 

 LYRICS

ନା ..........

ଯୀଶୁ ନାମ ଅଟେ ମହାନ

ଯୀଶୁ ନାମ କେଡେ ଉତ୍ତମ -2 ଥର

ଜଗତରେ ସେହି ଏକା ଯୀଶୁ ନାମ

ସବୁଠାରୁ ଅଟେ କେଡେ ମନୋରମ -2 ଥର

ଯୀଶୁ ନାମ ଅଟେ ମହାନ

ଯୀଶୁ ନାମ କେଡେ ଉତ୍ତମ -

==

ଅନ୍ଧ ଦେଖେ ଛୋଟା ଚାଲେ

ମୂକ କଥା କହିଥାଏ, ସେ ନାମେ

ବଧିର ହିଁ ଶୁଣିଥାଏ ମ୍ରୁତ ପୁଣି ଜାଗି ଉଠେ

କେବଳ ଯୀଶୁଙ୍କ ନାମେ-2 ଥର

ଜଗତରେ ସେହି ପ୍ରଭୁ ଯୀଶୁ ନାମ

ସବୁଠାରୁ ଲାଗେ କେଡେ ମନୋରମ-()

==

ଅନନ୍ତ ଜୀବନ ମିଳେ

ପରିତ୍ରାଣ ପାଇ ହୁଏ, ସେ ନାମେ

ଆକାଶମଣ୍ଡଳ ତଳେ

ମନୁଷ୍ଯ  ମାନଙ୍କ ମଧ୍ଯେ ତାଙ୍କ ସମ କେହି ନୁହେଁ

ମହୁ ଠାରୁ ମିଠା ଲାଗେ ଯୀଶୁ ନାମ

ସବୁଠାରୁ ସେହି ନାମ ପ୍ରୀୟ ନାମ-2 ଥର

=ସମାପ୍ତ=

Sunday, January 4, 2026

HE MARO PRATHANA SRABANA KARI LYRICS ODIA SONG ll MISS RANI LIMA SISTER ||PRARTHANA SRABANA KARI || SALIM LINA &RANI LIMA VOICE || NEW DEVOTIONAL ODIA CHRISTIAN SONG ||FULL LYRICS PRARTHANA SRABANA KARI

  • Singer- MISS RANI
  • Lyrics - SUDHANT BARDHAN ( 6370741624)
  • Composition & Music - SALEM LIMMA
  • Producer : ANAND BHAI
  • Music Arrangement - BAPI SAMAL

** FULL LYRICS **

ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)*୨
ଶୁଣ ପ୍ରଭୁ (ମୋହର ଦୁଃଖ ଗୁହାରୀ)*୨
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)*୨
ଶୁଣ ପ୍ରଭୁ (ମୋହର ଦୁଃଖ ଗୁହାରୀ)*୨
କ୍ଷୀଣ ହୋଇଅଛି ବଳ ଶକ୍ତି ମୋହରି
ଦିଅ ପ୍ପ୍ରଭୁ ମୋତେ ବଳ ଶକ୍ତି ତୁମରି (୨)
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)
=୧=
ମୋ ଭଙ୍ଗା ହୃଦୟ ହୋଇଅଛି ପ୍ରଭୁ
ଏଠି ମରୁଭୂମି ପରି
ମୋର ଅଶ୍ରୁପାତ ଝରିଯାଉଅଛି
ତୀବ୍ର ଜଳରାଶି ପରି -
ଜୀବନର ଏହି ଚଲାପଥେ ମୋର
ହସ୍ତ ଦିଅ ହେ ବିସ୍ତାରୀ
ତୁମ ବାହୁ ତଳେ ଆଶ୍ରା ଦେଇ ମୋତେ
ବକ୍ଷରେ ରଖ ଆବୋରି
ତୁମ ବିନା ପ୍ରଭୁ କେହି ନୁହେଁ ମୋହରି
ତୁମେ ଏକା ମୋର ଜୀବନ ରକ୍ଷା କାରୀ (୨)
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)
=୨=
ମୁଁ ତୁମ୍ଭ ଦୃଷ୍ଟିରେ ସବୁବେଳେ ଯୀଶୁ
ମନ୍ଦ କର୍ମ ହିଁ କରିଛି
ମୋର ଅଧର୍ମ କୁ ତୁମ୍ଭ ସମ୍ମୁଖରେ
ମୁଁ ଯେ ସ୍ୱୀକାର କରୁଛି
ହୋ . ପ୍ରକ୍ଷାଳନ କର ତୁମେ ମୋତେ ଯୀଶୁ
ତହିଁରେ ମୁଁ ଶୁଚି ହେବି
ହିମ ଠାରୁ ଶୁକ୍ଳ ହୋଇ ମୁଁ ଜଗତେ
ତୁମ ନାମ ଭଜୁଥିବି
ହରାଇଛି ଶାନ୍ତି ହୃଦୟ ଯେ ମୋହରି
ଦିଅ ପ୍ରିୟ ପ୍ରଭୁ ସ୍ୱର୍ଗ ସୁଖ ତୁମରି
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)*୨
ଶୁଣ ପ୍ରଭୁ (ମୋହର ଦୁଃଖ ଗୁହାରୀ)*୨
(ପ୍ରାର୍ଥନା ଶ୍ରବଣକାରୀ)*
ଶୁଣ ପ୍ରଭୁ ଦୁଃଖ ଗୁହାରୀ
=ସମାପ୍ତ =

Tuma Bakya ||Tuma bakhya mu manibi odia devotional christian song full lyrics || Akshay Pal & Saleem Lima & Solomon Lima | Christian Devotional Song 2025||salman paul producer||Bakya manibi

Tuma Bakya ||Tuma bakhya mu manibi odia devotional christian song full lyrics || Akshay Pal & Saleem Lima & Solomon Lima | Christian Devotional Song 2025||salman paul producer||Bakya manibi

🎵 Song Title: ତୁମ ବାକ୍ୟ (Tuma Bakya) ✍️ Lyrics & Music: Saleem Limma 🎤 Singer: Akshay Pal 🎼 Music Arrangement: Kotta Anil 🎬 Producer: Solomon Limma

**Lyrics**

ତୁମ ବାକ୍ୟ ମୁଁ ମାନିବି ତୁମ କଥା ମୁଁ ଶୁଣିବି
ତୁମ ବାକ୍ୟକୁ ସର୍ବଦା ମୋ ହୃଦୟେ ରଖିବି(2)
ତୁମ ପ୍ରେମ ଗଭୀରତା ମୁଁ ଜାଣିଛି
ତୁମ ପ୍ରେମ ପରିଭାଷା ମୁଁ ଜାଣିଛି-2X
ତୁମ ପ୍ରେମର ସ୍ୱାଦ କୁ ମୁଁ ଚାଖିଛି...2X
ତୁମ ବାକ୍ୟ ମୁଁ ମାନିବି ତୁମ କଥା ମୁଁ ଶୁଣିବି
ତୁମ ବାକ୍ୟକୁ ସର୍ବଦା ମୋ ହୃଦୟେ �ରଖିବି
=1=
ପାପ ପଥେ ଯାଏ ଯେବେ ଏହି ଚରଣ ମୋହର
ତୁମ ବାକ୍ୟ କହେ ମୋତେ ପାପ କରନା ଏଥର (2X)ହୋ ..
ମୃତ୍ୟୁ ଅଟେ ବେତନ ଯେ ପାପ କଲେ ବାରମ୍ବାର
ଏହି କଥା କହେ ମୋତେ ତୁମ ବାକ୍ୟ ହେ ଈଶ୍ୱର
ଏଣୁ ମୁଁ ବାକ୍ୟକୁ ମାନିବି
ହୃଦୟେ ସଂଚୟ କରିବି-2 x
ଯେତେ ଦିନ ଏଠି ଥିବି
ସଦା ମାନିବି
ତୁମ ବାକ୍ୟ ମୁଁ ମାନିବି ତୁମ କଥା ମୁଁ ଶୁଣିବି
ତୁମ ବାକ୍ୟକୁ ସର୍ବଦା ମୋ ହୃଦୟେ ରଖିବି
=2=
ଜୀବନ ର ଚଲାପଥେ ବାକ୍ୟ ଆଲୁଅ ମୋହର
ମୋ ମୁଖ କୁ ତୁମ ବାକ୍ୟ ମଧୁ ଅପେକ୍ଷା ମଧୁର (2)
ଝୁଣ୍ଟି ପଡ଼େ ଯଦି ମୁ ଯେ ଏହି ଜଗତେ ଈଶ୍ୱର
ତୋଳି ନିଅ ତୁମ ହାତେ ଆହେ ପ୍ରିୟ ଯୀଶୁ ମୋର
ତୁମରି ପଥେ ମୁଁ ଚାଲିବି
ତୁମରି ବାକ୍ୟ ମୁଁ କହିବି
ଯୀଶୁ ତୁମ ସାକ୍ଷୀ ହୋଇ
ସଦା ବଞ୍ଚିବି
ତୁମ ବାକ୍ୟ ମୁଁ ମାନିବି ତୁମ କଥା ମୁଁ ଶୁଣିବି
ତୁମ ବାକ୍ୟକୁ ସର୍ବଦା ମୋ ହୃଦୟେ ରଖିବି(2)
ମୋ ହୃଦୟେ ରଖିବି(2)
=ସମାପ୍ତ =

PRABHU HE ASICHHU TUMA MANDIRE DALI DIA TABA ASISA BARE ODIA CHRISTIAN FULL LYRICS SING||NEW ODIA CHRISTIAN HUMAN SAGAR HITS 2025||DALIDIA THABA ASISA BARE || HUMAN SAGAR | ODIA CHRISTIAN DEVOTIONAL SONG 2025

 Song_ପ୍ରଭୁ ହେ ଆସିଛୁ | PRABHU HE ASICHHU

• Singer_HUMAN SAGAR • Lyrics & Music_PRASAD LIMA ‪@PRASADLIMAMUSIC‬ • Music Arrangement_BAPI SAMAL • Producer_RAJESH SABAR

[Song Lyrics]

ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଦୁଃଖ ସାଗରରେ ପଥ ଦେଖାଅହେ....2
ଏ ମିଳନଟି କରୁଛୁ ତବ ପୟରେ...2
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ.....
=1=
ପବିତ୍ର ଯେ ତୁମ ନାମ ସୁଖଭରା ସେହି ନାମ
ମୋଧୁ ଭରା ସୁଧା ଭରା ଶକତିର ପରିପୂର୍ଣ୍ଣ
ହୋ ..ପବିତ୍ର ଯେ ତୁମ ନାମ ସୁଖଭରା ସେହି ନାମ
ମୋଧୁ ଭରା ସଦା ଭରା ଶକତିର ପରିପୂର୍ଣ୍ଣ
ଅଶୋ ସରବେ କରିବା ସେନାମେ ଜୟଗାନ-2 ଥର
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ.....
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
=2=
ଦିଅ ଆଶିଷର ଦାନ ପାଇବୁ ଅନନ୍ତ ଜୀବନ
ଆନନ୍ଦେ ପାଇଛୁ ଆଜି ଦେଉଛ ତବ ମିଳନ....2 ହୋ
ଶାନ୍ତି ଲଭିବୁ ଜୀବନ ନେଉ ଅଛୁ ଶରଣ....2
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ......
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଦା ..ଆ .... ନା..
=ସମାପ୍ତ=
Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update