Showing posts with label Pradipa Prajulana Lyrics. Show all posts
Showing posts with label Pradipa Prajulana Lyrics. Show all posts

Sunday, January 4, 2026

Mu Deepa Jali Kare Abhinandana || Odia Christian Devotional Song||Dipajali Kare abhinandana odia christian song Full Lyrics || Pradipa prajulana lyrics -odis christian song

Mu Deepa Jali Kare Abhinandana || Odia Christian Devotional Song||Dipajali Kare abhinandana odia christian song Full Lyrics || Pradipa prajulana lyrics -odis christian song 

 ◆ Full lyrics ◆

ମୁ .... ଦୀପ ଜାଳି କରେ ଅଭିନନ୍ଦନ -2 ଥର

ସଦୟେ ଘେନ ରାଜନ

ଶିଶୁ ଯୀଶୁ ପ୍ରିୟତମ -2 ଥର

ମଥା ପାଥି କରୁ ଅଛି ପ୍ରାଣମ  

ଦୀପ ଜାଳି କରେ ଅଭିନନ୍ଦନ

ନିସା ନିସା ଗାସା ନିସା

ଗାମା ଗାମା ପାମା ଗାମା

ଗାମା ଗାନୀ ସା ....

.... ....

=1=

ଅପରୂପ ତୁମ ସୁନ୍ଦର ବଦନ

ଧନ୍ୟ ନୟନ ମମ ପାଇତୁମ ଦରସନ -2 ଥର

ମହିମା ତୁମ ଗୌରବ ତୁମ

ଯୁଗେ ଯୁଗେ ତୁମେ ଯେ ଧନ୍ୟ

 ଦୀପ ଜାଳି କରେ ଅଭିନନ୍ଦନ

ମୁ .... ଦୀପ ଜାଳି କରେ ଅଭିନନ୍ଦନ -2 ଥର

ନିସା ନିସା ଗାସା ନିସା

ଗାମା ଗାମା ପାମା ଗାମା

ଗାମା ଗାନୀ ସା ....

.... ....

=2=

ମୁ ପାପୀ ଜାଣେନା ପୂଜା ଅରଚନା

କରିବାକୁ ଶ୍ରୀଚରଣେ ତୁମର ବନ୍ଦନା -2 ଥର

ନମୋ ନମୋ ସତ୍ୟ ଈଶ୍ଵନନ୍ଦନ

ତୁମ ପାଦେ କୋଟି କୋଟି ପ୍ରାଣମ

ଦୀପ ଜାଳି କରେ ଅଭିନନ୍ଦନ

ମୁ .... ଦୀପ ଜାଳି କରେ ଅଭିନନ୍ଦନ -2 ଥର

=ସମାପ୍ତ=

Sunday, December 21, 2025

DIPAJALI KARUACHU ABHINANDANA |PRADIPA PRAJULANA NEW LYRICS |DIPA JALI KARU ACHU |ଦୀପଜାଳି କରୁଅଛୁ ଅଭିନନ୍ଦନ


                                    Lyrics

ଦୀପଜାଳି କରୁଅଛୁ ଅଭିନନ୍ଦନ

ହେ ...ପରମ ପିତା ଈଶ୍ଵନନ୍ଦନ

ଆଣ୍ଟୁ ପାତି କରୁଅଛୁ ତୁମ ପ୍ରାଣମ

ସଦୟେ ଘେନ ପିତା ହୃଦୟେ ଆମ

ଏହି ଶୁଭ ଦିନେ ଏହି ଶୁଭ ବେଳେ (2 ଥର)

ବିନତି ପ୍ରାର୍ଥନା ଆମ

ଦୀପଜାଳି କରୁଅଛୁ ଅଭିନନ୍ଦନ

=1=

ତୁମେ ଜଗତର ଜ୍ୟୋତି

ତୁମ ବିନା ନାହିଁ ଆମ ଅନ୍ୟ ଗତି  

ଜାଳିବାକୁ ଦିଅ ତୁମରି ଶକତି

ଜାଳିବାକୁ ଦିଅ ତୁମପାଇଁ ନୀତି

ଏହି ଜଗତରେ ଏହି ପୃଥିବୀରେ (2 ଥର )

ଅନ୍ଧକାର ଯାଉ ଦୁରେଇ .....

ଦୀପଜାଳି କରୁଅଛୁ ଅଭିନନ୍ଦନ

=2=

ଟିକି ମନପ୍ରାଣ ହୃଦୟ ଆମର

କ୍ଷମା କର ପ୍ରଭୁ କରେ ସମର୍ପଣ

କଳୁଷିତ ଭରା ଜୀବନ ଆମର

ତୁମରି ରୁଧିରେ କର ପରିଷ୍କୃତ

ଏହି ଶୁଭ ଦିନେ ଏହି ଶୁଭ ବେଳେ (2 ଥର )

ବିନତି ପ୍ରାର୍ଥନା ଆମ   

ଦୀପଜାଳି କରୁଅଛୁ ଅଭିନନ୍ଦନ

=ସମାପ୍ତ= 

Monday, December 15, 2025

JALAUCHU PRABHU TUMA SHRI CHARANE LYRICS || TIKI PRADIPATE || PRADIPA PRAJULANA LYRICS SONG NEW ||ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ ||DIPA JALIBA SAMAYARA GITA



   Lyrics:

ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ

ଆମ ହୃଦୟର ଟିକି ପ୍ରଦୀପଟେ  (2 ଥର )

ଦୂର ହେଉ ଅନ୍ଧକାର ଜୀବନେ

ଆଲୋକିତ ଆସୁ ଆମରୀ ମନେ (2 ଥର )

ପ୍ରଭୁ ଆଲୋକିତ ଆସୁ  ଆମୋରି ମନେ

ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ

=1=

ଛାଡ଼ି ତୁମ ନାମ କଲୁ ମନ୍ଧକର୍ମ

ଅନ୍ଧାର ଜଗତେ ରହି ଅନ୍ଧକାରେ (2 ଥର )

ଭରିଦିଅ ଆମ ହୃଦୟରେ

ତୁମ ସେହି ଅନନ୍ତ ଆଲୋକେ ....(2 ଥର )

ପ୍ରଭୁ ତୁମ ସେହି ଅନନ୍ତ ଆଲୋକେ

ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ

=2=

ଜଗତର ଜ୍ୟୋତି ପ୍ରଭୁ ଯୀଶୁ ତୁମେ

ଶୟତାନ ଲୁଚେ ତୁମରି ଭୟରେ  (2 ଥର)

ଆଜି ଏ ଶୁଭ ଦିନରେ ଭକ୍ତ ସାଧୁଙ୍କ ଗହଣେ  (2 ଥର )

ପ୍ରଭୁ ବିରାଜିତ ହୁଅ ଆମରୀ ମନେ

 ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ

=ସମାପ୍ତ=

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update