Song : Naibedya (Studio Version) Singer : Mathuel Nayak Lyrics : Ps.Salya B.singh Music Composition : Ps.Salya B.singh
: ନୈବେଦ୍ୟ :
ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆ (୨ଥର)ଦେବା ପାଇଁ କିଛି ନାହିଁ ଆମସମର୍ପି ଦେଲୁ ହୃଦୟ .......ହୋ (୨ଥର)ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)=୧=ଦିନ ଦୁଃଖୀ ଆମେ ନାହିଁ ଆମ କିଛି ଧନନାଁ ଅଛି ବୁଦ୍ଧି ଜ୍ଞାନଆସାର ଦୁନିଆ ଘେରିଛି ଆମ ଜୀବନନାହିଁ ପ୍ରଭୁ ପରିବର୍ତ୍ତନ .......ହୋଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)=୨=ନୁହେଁ ଏତ ସେହି ମଲକି ସେଦକ ର ଭେଟିନୁହେଁ ଏତ ହୋମବଳି ସମକିଞ୍ଚିତ ଏଦାନେ ଥିଲେ ପାପ ମନ ଲୋଭକ୍ଷମା କର ଆହେ ରାଜନ...... ହୋଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)ଦେବା ପାଇଁ କିଛି ନାହିଁ ଆମସମର୍ପି ଦେଲୁ ହୃଦୟ .......ହୋ (୨ଥର)ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)ଛୋଟ ନୈବେଦ୍ୟ ଆମ (୨ଥର): ସମାପ୍ତ :
