Music Banner : PRASAD LIMA MUSIC Singer : SALMAN PAUL Music : PRASAD LIMA Lyrics : PRASAD RATNA PANI Music Scoring by : SMILE PANI Project manager - Sisir Lima
Lyrics:
ଆ .... ଆ...... ଆ.......
ହେ ପ୍ରିୟ ଯୀଶୁ ମୋର
ହେ ପ୍ରିୟ ଯୀଶୁ ମୋର -2 ଥର
ତୁମ ବିହୁନେ କେ ଅଛି ମୋର
ଦୟା କର ଦୟା କର
- 0 -
ହାରିଲି ସବୁ ଜୀବନେ
ଛାଡ଼ିଲେ ମୋ ଜ୍ଞାତି ଜନେ
ଛାଡ଼ିଲ ନାହିଁ ପ୍ରଭୁହେ
ପ୍ରେମେ ତୋଳିଲ ଜତନେ -2 ଥର
ଯେବେ ଦୁଃଖରେ ମୁଁ ଥିଲି ଦିନେ
ଦେଲ ଆନନ୍ଦ ଏ ଦୁଃଖୀ ମନେ
ହେ ପ୍ରିୟ ଯୀଶୁ ମୋର
ହେ ପ୍ରିୟ ଯୀଶୁ ମୋର -2 ଥର
- ୧ -
ଆକୁଳେ ଯେବେ ମୁଁ ଡାକେ
ସୁଭଇ ତୁମରି କର୍ଣ୍ଣେ
ଜୀବନେ ଏବେ ବୁଝିଲି
ଅଛନ୍ତି ପ୍ରେମିକ ଜଣେ -2 ଥର
ଯିଏ ଦେଖନ୍ତି ସ୍ବର୍ଗ ଆସନେ
ମୋର ବିଷୟ ସେ ପ୍ରତି କ୍ଷଣେ
ହେ ପ୍ରିୟ ଯୀଶୁ ମୋର
ହେ ପ୍ରିୟ ଯୀଶୁ ମୋର -2 ଥର
=ସମାପ୍ତ =

No comments:
Post a Comment