Showing posts with label My Collection Song. Show all posts
Showing posts with label My Collection Song. Show all posts

Friday, March 27, 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

"LYRICS "

ହେ ପ୍ରିୟ ଯୀଶୁ ....

ହେ ପ୍ରଭୁ ଯୀଶୁ ..... -2 ଥର 

ତୁମେ ମୋ ପାଳକ  ବନ୍ଧୁ 

ତୁମେ ହି ସତ୍ୟ ଶୟମ୍ବୁ 

ଦୟାର ସିନ୍ଧୁ -2 ଥର 

ହାଳେଲୁୟା ଗାଉଥିବୀ ମୁ ...

ଯୀଶୁ ନାମ ଜପୁଥିବୀ ମୁ ..2ଥର  

=1=

ତୁମ ବିନା ନାହି ତ୍ରାଣ 

ପାରିତ୍ରା ତ ଯୀଶୁ ଧନ 

କୃଶ ଖାଠେ ଦେଇ ପ୍ରାଣ 

ଦେଲ ମତେ ପରିତ୍ରାଣ 

ଶ୍ଵାସତ ସେ ପ୍ରେମ କଲ ମୋ ପାପିକୁ 

ଧନ୍ୟ ପ୍ରେମିକ ଯୀଶୁ ....-2 ଥର

ହାଳେଲୁୟା ଗାଉଥିବୀ ମୁ ...

ଯୀଶୁ ନାମ ଜପୁଥିବୀ ମୁ ..2ଥର 

=2=

ଯୀଶୁ ନାମେ ନୀତି ଦିନ 

କରିବି ଗୁଣ କୀର୍ତ୍ତନ 

କରୁଣାରେ ପରିପୂର୍ଣ୍ଣ 

ପ୍ରେମରେ ତୁମେ ମୋହନ 

ସର୍ବଦା ବର୍ଣ୍ଣିବି ତୁମରି ପ୍ରେମକୁ 

ତ୍ରାଣ କାରୀ ମୋ ଯୀଶୁ -2 ଥର 

ହାଳେଲୁୟା ଗାଉଥିବୀ ମୁ ...

ଯୀଶୁ ନାମ ଜପୁଥିବୀ ମୁ ..2ଥର 

=ସମାପ୍ତ =

Tuesday, March 3, 2026

Tuma Bina Prabhu Kichi Chahena ||Tuma Bina ||New christian odisa devotional song new christiasn song ||Tuma bina kichi chahenaa|| new latest song 2024||new lyrics song devotional song

Tuma Bina Prabhu Kichi Chahena ||Tuma Bina ||New christian odisa devotional song new christiasn song ||Tuma bina kichi chahenaa|| new latest song 2024||new lyrics song devotional song 

" Lyrics "

ତୁମ ବିନା ପ୍ରଭୁ କିଛି ଚାହେନାଁ 

ତୁମ ବିନା କିଛି ଚାହେନାଁ -୨ଥର 

ପାଇଛି ମୁ ଜୀବନ ତୁମ ଦୟାରେ 

ଯାଉ ମୋ ଜୀବନ ତୁମ ସେବାରେ -୨ ଥର 

କରୁଥିବୀ ତୁମ ସ୍ତୁତି ବନ୍ଦନା 

ତୁମ ବିନା କିଛି ଚାହେନାଁ -୨ ଥର 

ତୁମ ବିନା ପ୍ରଭୁ କିଛି ଚାହେନାଁ 

ତୁମ ବିନା କିଛି ଚାହେନାଁ -

=୧=

ଚାଲୁଥିବୀ ପ୍ରଭୁ ତୁମରି ପଥରେ 

ହାତ ଧରି ନିଅ  ମତେ 

ଝୁଣ୍ଟି ମୁ ପଡିଲେ ଥୋଲିନିଅ  ପ୍ରଭୁ 

ଦୁଃଖ ନୋ ଆସିବ ମତେ -୨ ଥର

ନିରାଶ ଜୀବନେ ଆଶା ଭରିଲ

ଲୁହ ମୋର ପଛି ନିଜର କଲ -2 ଥର 

କରେ ଆଜି ତୁମ ପୁଜା ଅର୍ଚନା 

ତୁମ ବିନା ପ୍ରଭୁ କିଛି ଚାହେନାଁ 

ତୁମ ବିନା କିଛି ଚାହେନାଁ -

=2=

ଭୁଲିକି ପାରିବି ତୁମ ମହା ପ୍ରେମ 

ଏହି ମୋର ଜୀବନରେ 

ଭଜୁଥିବୀ ସଦା ତୁମ ନାମ ପ୍ରଭୁ 

ମୋ ହୃଦୟ ଅନ୍ତରରେ -2 ଥର 

ତୁମରି ପ୍ରେମରେ ନାହି ତୁଳନା 

ଜଗତ ତୁମ ପ୍ରେମ ଭୁଝି ପାରେନା 

କରୁଥିବୀ ତୁମ ପ୍ରେମ ପୁଜା ଅର୍ଚନା 

ତୁମ ବିନା କିଛି ଚାହେନା 

=ସମାପ୍ତ=

Monday, March 2, 2026

Binasto Heli Prabhu ||New Christian odia song devotional ||Sushanl shekar christian song new binasto heli bhrabhu song lyrics ||odia new2026 relesed song binasto heli prabhu patita heli ||tumatu durei gali prabhu binasto helli|||New Christian devotional song |||

... full Song...

..... ............ .......

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

ତୁମେ ପ୍ରେମମୟ ଦୟାମୟ

କ୍ଷମାକର ମୋତେ କ୍ଷମାମୟ ......................

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

==

ବିଷାକ୍ତ ଜଗତରେ( ସେବା ତୁମ ଭୁଲିଛି)

ମରୁଭୂମି ସଦୃଶ୍ୟ( ଜୀବନ ମୋ ହୋଇଛି )

ହୋ ...ଦୂଷିତ ବାୟୁ ପରି( ଅକର୍ମଣ୍ୟ ହୋଇଛି )

ଲକ୍ଷ୍ୟ ହିନ ମୋହର (ଜୀବନ ପାଲଟିଛି )

ତୁମେ ସ୍ନେହଶିଳ କୃପାମୟ

କ୍ଷମାକର ମୋତେ କ୍ଷମାମୟ ...................

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

==

ପ୍ରତିଟି ମୁହୂର୍ତ୍ତରେ( ପାପ ଚିନ୍ତା କରିଛି)

ତୁମ୍ଭ ନିର୍ଗତ ବାକ୍ୟ (ଅମାନ୍ୟ ମୁଁ କରିଛି)

ହୋ ....ଲୈକିକର ଗର୍ବରେ( ସମୟ ମୋ ବିତିଛି)

ତୁମେ ଇଛା ନ ଜାଣି (ଅବାଧ୍ୟ ମୁଁ ହୋଇଛି )

ତୁମେ କ୍ରୋଧରେ ଧିର ଦୟାମୟ

ଦୋଷ ନ ଧରି ମୋତେ କ୍ଷମାକର ......

ବିନଷ୍ଟ ହେଲି ମୁଁ ପ୍ରଭୁ ତୁମକୁ ଭୁଲି

ପତିତ ହେଲି ମୁଁ ଯେବେ ଦୂରେଇ ଗଲି

=ସମାପ୍ତ =

=ସମାପ୍ତ==L

Friday, February 6, 2026

gouraba maya raja mora lyrics odia christian song||New odia christian odia song lyrics ||new christian song ||singer lipsa odia christian song ||new devotional odia song ||odia christian song lyrics

gouraba maya raja mora lyrics odia christian song||New odia christian odia song lyrics ||new christian song ||singer lipsa odia christian song ||new devotional odia song ||odia christian song lyrics 

"LYRICS"

ଗୌରବ ମୋୟ ,ପ୍ରଭୁ ମୋର 

ତୁମେ ଅନାଦି ,ତୁମେ ଅନନ୍ତ ଈଶ୍ଵର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ପଥ ସତ୍ୟ ବନ୍ଧୁ ଏ ଜଗତର 

ତୁମେ ପରା ମୋର ଯୀଶୁ  ଗୋଳା ର ହାର 

ତୁମ ବିନା କିଛି ନାହି ଜଗତେ ମର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

=1=

ମୋ ଶରୀର ଜୀବନ ,ଅଟେ ଯେ ତୁମ ଦାନ 

କି ବଲି ଭୁଲିବି ପ୍ରଭୁ ତୁମରି ପ୍ରେମ 

ଦେଈ ଅଛ ଜୀବନ ,ଆହେ ମହା ମହିମ

ଭୁଲିପରିବିନି ତୁମ ମଙ୍ଗଳ ଦାନ 

ତୁମେ ପଥ ସତ୍ୟ ବନ୍ଧୁ ଏ ଜଗତର 

ତୁମେ ପରା ମୋର ଯୀଶୁ  ଗୋଳା ର ହାର 

ତୁମ ବିନା କିଛି ନାହି ଜଗତେ ମର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

=2=

କି ଦେଈ ଫୁଜିବି ମୁ ପ୍ରଭୁ ଯୀଶୁ ତୁମକୁ 

ଯାହା ଅଛି ସବୁ ପରା ତୁମରି ଦାନ 

ହୋ ...ମୁଯେ ଦିନ ହିନ କୁ କଲ ପ୍ରଭୁ ନିର୍ମାଣ 

କରିବାକୁ ସଦା ପ୍ରଭୁ ପ୍ରଶଂସା ଗାନ 

ତୁମ ବିଧିରୂପ ପଥ ମତେ ଶିଖାଅ 

ତୁମ ମୁଖରୁ ନିର୍ଗତ ଜ୍ଞାନ ହେ ଦିଅ -2 ଥର 

ବଞ୍ଚିବି ମୁ ତୁମ ପାଇଁ ହେ ଯୀଶୁ ମର 

ଗୌରବ ମୟ ରାଜା ମୋର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

ତୁମେ ଅନାଦୀ ଅନନ୍ତ ଈଶ୍ଵର 

=ସମାପ୍ତ =

Sunday, February 1, 2026

Aaya Hu Me Tere Dyare lyrics ||Christian Hindhi Hits Song lyrics || Me Tere Dyare ||Aaya hunn Me Tere dyare ||New Chistian hindhi song ||

Aaya Hu Me Tere Dyare lyrics ||Christian Hindhi Hits Song lyrics || Me Tere Dyare ||Aaya hunn Me Tere dyare ||New Chistian hindhi song ||

"Lyrics "

 Aaaa..... Aaaaa........Aaaaaa

Sasani Sa Sa Sa  Sasani Sa Sa Sa 

Mapama Gamaga Magare Sa

Pama Maa Pa Pa Pa -2tha 

Padhani Sani Dha Pama Dhapaa

Aaya Hunn Me Tere Dyare 

Darshan De Dho Prabhuun-2x

Bho Jagh Ke Rakhwale Yesu Mahi Han Mere 

Darshan De Dho Prabhuun-

Aaya Hunn Me Tere Dyare 

Darshan De Dho Prabhuun-

=1=

Aadi Aur Anthnn Prabhu Tu Hai

Teri Hamm Stuti Karenn 

Tumse Haii Ye Meri Shann Se

Rab Teri Mahima kare -2x

Sabse Tu Uchan Haii

Sabse Tu Sacha Haii

Sabse Bhabhu Tu Mahann

Bho Jagh Ke Rakhwale Yesu Mahi Han Mere 

Darshan De Dho Prabhuun-

Aaya Hunn Me Tere Dyare 

Darshan De Dho Prabhuun-

=2=

Teri Sarann Me Jo Ayee 

Arma Ho Unke Pure ..

Jisne Bhi Dhamath Tera Chun Liya 

Le unko Panahonn Menn-2x

Yesu Tu Datha Hai 

Sabka Tu Khuda Haii 

Karunan Ho Teri Aaapa

Bho Jagh Ke Rakhwale Yesu Mahi Han Mere 

Darshan De Dho Prabhuun-

Aaya Hunn Me Tere Dyare 

Darshan De Dho Prabhuun-

Darshan De Dho Prabhuun-3x

=end=

KETE PAPE MANA DEBU AHI JAGATARE CHRISTIANNN SONG LYRICS ||SUSHANK SHEKAR NEW CHRISTIAN SONG ||SALIM LIMA LYRICS ||PHERI PHERI AJI TU BANDHU JISUNKA PATHARE ||NEW CHRISTIAN DEVOTIONAL SONG ||NEW CHRITIAN SONG ODIA LYRICS ||KETE PAPE ||ODIA CHRISTIAN SONG LYRICS NEW LATES SONG LYRICS ||NEW 2026 HIT

 "
LYRICS"

ସା ରେଗା ମାପାଦା ପାମା ପା ଗାରେ....  

ସା ରେଗାମାପାଦା ପାଦାପା 

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ -2 ଥର 

ଫେରିଆ ଫେରିଆ ଅଜିତୁ ବନ୍ଧୁ ଯୀଶୁଙ୍କ ପଥରେ 

ଆଗାମୀ କ୍ରଧରୁ ରକ୍ଷା ପାଇଁବୁ ଭୁଜିଯା ତୁ  ତୋରେ -2 ଥର 

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ 

=1=

ଦିନ ତୋର ଗଲାଣି ଅତୀତ କାହାଣୀ ପରେ 

ଭୁଜିବୁ କେବେ ତାଙ୍କ ପ୍ରେମକୁ ସମୟ ଆଉ ନାହିଁ 

ହୋ ..କ୍ଷଣିକ ସୁଖ ପାଇଁ ପାପେ ଦାବମାନ ହୋଇ

ଅନୁଗ୍ରହ କି ପ୍ରଚୁର ବଲି ,ପାପ କରୁଛୁ  ଜାଣି ଜାଣି

ତୁ କେବେ ଫେରିବୁ ,ତୁ କେବେ ଫେରିବୁ -2 ଥର

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ 

=2=

ପାପର ମହା ସାଗରେ ,ବୁଡିଅଛି ତୋର ପ୍ରାଣ 

ଉଦ୍ଧାର କେବେ ପାଇବ ଜାଣିଛି କି ତାର ମନ 

ହୋ ..ଯୀଶୁହି ତୋ ଉଦ୍ଧାର ଜାଣିନୀ କି ତୋ ଜୀବନ 

ସୁଯଗ ଆଜିହିଁ ଅଛି ,ଫେରା ବନ୍ଧୁ ତୋର ମନ 

ତୁ କେବେ ଫେରିବୁ ,ତୁ କେବେ ଫେରିବୁ -2 ଥର

କେତେ ପାପେ ମାନଦେବୁ ଏହି ଜଗତରେ 

କେତେ ଆଉ ଯିବୁ ବନ୍ଧୁ ପାପର ପଥରେ -2 ଥର 

ଫେରିଆ ଫେରିଆ ଅଜିତୁ ବନ୍ଧୁ ଯୀଶୁଙ୍କ ପଥରେ 

ଆଗାମୀ କ୍ରଧରୁ ରକ୍ଷା ପାଇଁବୁ ଭୁଜିଯା ତୁ  ତୋରେ 

=ସମାପ୍ତ =

Monday, January 26, 2026

Jibanare Jiabana Tu suni ja christian odia full song lyrics ||Jibanare Jibana Tu devotional christian song lyrics ||Solman Pual ||Anutapa kari pheri aa bhandhu ||Anutapa kara mona ||christian odia devotional comeback to loads feeet||Hits of solman paul ||new christian devotional odia song ||Anutapa Kari Pheria odia christian song

ଦେରେ ନା ....ଉ ...ଉ .....

ଆ ......ଆ .....ଆ ......ଆ .....

ଆ ......ଆ .....

ଆ .....

ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ

ସାରେ ନିସା ସା ,ସା ,ସା ,ସା

ଜୀବନରେ ଜୀବନ ତୁ ଶୁଣିଜା 

ଅନୁତାପ କରି ,ଫେରି ଆ .. ଫେରି ଆ-2 ଥର 

ଡାକୁଛନ୍ତି ଯୀଶୁ ତତେ ନେବା ପାଇଁ ତାଙ୍କ ସାତେ -2 ଥର 

ଦେବା ପାଇଁ ଜୀବନ ଫେରା ଆଜି ତୋ ମୋନ

ଜୀବନରେ ଜୀବନ ତୁ ଶୁଣିଜା .... 

=1=

ସମସ୍ତ ଜଗତ ଲାଭ,କରିକି  ବି ଯୋଦି ତୁ 

ଆପଣାର ଏହି ଆତ୍ମା ତୁ ହୋରାଉ -

ଆ..... 

ହୋ .... 

ସରଗର ସୁଖ ଆଉ ପାଇବୁକି ବନ୍ଧୁ .. ଉ .. ତୁ 

ଶାରୀରିକ ଅଭିଲାସେ ଦିନ ବିତାଇଲୁ ତୁ 

ଆଜୀବୀ ଅଛି ସୁଯଗ ,ଜୀବା ପାଇଁ ସରଗ -2 ଥର 

ଫେରି ଯୀଶୁ ଚରଣେ ,ସମର୍ପି ତୋର ପ୍ରାଣ 

ଜୀବନରେ ଜୀବନ ତୁ ଶୁଣିଜା .... 

=2=

ଭାବୁଛୁ ମନରେ ତୋର ,ବଡ଼ ବଡ଼ କାର୍ଯ୍ୟ ମାନ 

ଲୀନ ହେବ ଦିନେ ତୋର ,ଧନ ଆଉ ସନମାନ 

ରେ ଜୀବନ ...

ହୋ .....ହୋ ....ହୋ ....

ଆଜି ରାତି ଯୋଦି ତୋର ,ନିଆ ଯାଏ ତୋ ପରାଣ

ସଞ୍ଚୟ କରିଛୁ ଯାହା ,କିଏ ଭାଗୀ ବ ତୋ ଧନ 

ଯୋଦି ପାଇ ନାହୁଁ ବନ୍ଧୁ ,ଜୀବନରେ ମୋ ଯୀଶୁଙ୍କୁ -2 ଥର 

ସବୁ କିଛି ରହି ବି ,ଲାଭ ନାହିଁ   ତୋ ଜୀବନ 

ଜୀବନରେ ଜୀବନ ତୁ ଶୁଣିଜା 

ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ

ସାରେ ନିସା ସା ,ସା ,ସା ,ସା 

ଆ ....

ରେ ..ଜୀବନ ...

ସାରେ ନିସା ସା ,ସା ,ସା ,ସା ଗାରେ ସାନି ରେ

ସାରେ ନିସା ସା ,ସା ,ସା ,ସା -group 

=ସମାପ୍ତ=

Sunday, January 25, 2026

Aa He Paritrana ra Saila full Lyrics song ||Odia christian devotional song ||Suchi pabitra amruta jala christian odia devotional song||Solman paul odia christian song new song 2026||jj music official song for making ||devotional christian song odia new song

ଆ ....ଆ....ଆ ....ଆ....

ଆ ....ଆ....ଆ ....ଆ....

ଆ....ଇ .......

ଆହେ ପରିତ୍ରାଣ ର ଶୈଳ 

ସଙ୍କଟ କାଳେ ଆଶ୍ରୟ ସ୍ଥଳ -2 ଥର 

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ 

ତ୍ରିଭୁବନେ କେହି ନାହି ତୁମରି ସମତୁଲ

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ 

ଆ....ହୋ ..... 

ଗାମା ପା ମାଗାମା ଗାରେଗା ରେ ଶା  ନିଶାନି ଗା 

ସାନି ଦାପା ,ମାମା ମାପା ନି ,ନି ନି ନିସାରେ 

ରେ ରେ ରେଗାରେ ଗା ରେ ମାଗା ରେ ସା, ସା, ସା ,ସା 

=1=

ଦୁର୍ଦ୍ଧଶା କାଳେ ଉଦ୍ଧାର କାରୀ 

ଦୁର୍ବଲୋତା ରେ ସବଳ କାରୀ -2 ଥର 

ହିନା ବସ୍ତାରେ ଯିହୋବା ଜିରୀ 

ମଙ୍ଗଳ ମୟ ମଙ୍ଗଳ କାରୀ -2 ଥର

ତ୍ରିଭୁବନେ କେହି ନାହି ତୁମରି ସମତୁଲ

ଆହେ ଶାନ୍ତିକର  ବାସସ୍ଥଳ  

ତୁମ୍ବ ବିହୁନେ ନୁହେ ମଙ୍ଗଳ 

ଆ....ହୋ ..... 

ଗାମା ପା ମାଗାମା ଗାରେଗା ରେ ଶା  ନିଶାନି ଗା 

ସାନି ଦାପା ,ମାମା ମାପା ନି ,ନି ନି ନିସାରେ 

ରେ ରେ ରେଗାରେ ଗା ରେ ମାଗା ରେ ସା, ସା, ସା ,ସା 

=2=

କୃପା ମୋୟ ସତ୍ୟ ସନାତନ 

ଜ୍ୟୋତିର୍ମୟ ଚିର ଶକ୍ତି ମାନ -2 ଥର 

ସୁଦା ମୟ ଗୌରବ ମୟ

କ୍ରଧେ ଧୀର ବିଶ୍ଵ ବନ୍ଦନୀୟ -2 ଥର

ତ୍ରିଭୁବନେ କେହି ନାହି ତୁମରି ସମତୁଲ 

ନିରୀମଳ ସୁନ୍ଦର ଉଜ୍ଜଳ 

ବିଶ୍ବାସ ଭୂମି ଓ ପ୍ରେମ ସ୍ଥଳ 

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ 

ତ୍ରିଭୁବନେ କେହି ନାହି ତୁମରି ସମତୁଲ 

ସୂଚି ପବିତ୍ର ଅମୃତ ଜଳ -

ଧର୍ମ ମୟ ଚିର ସ୍ନେହ ଶୀଳ -2 ଥର 

=ସମାପ୍ତ =

Manara bhabana Byavichar karuchi ।। New Odia Cristian Song ।।Barshat Pani ।।Sundar kumar IIBarshat pani ||New Devotional odia christian song ||Manara bhabana byabichar karuchi ||Byabichar karuchi sing ||Manara bhabana||New Odia Christian song II Dipti Rekha & Lalit Majhi II Sundar kumar.

Song- Monara Bhabana.. Singer -Barshat Pani Music & Lyrics - Sundar Kumar Producer - Asish Mutha Majhi Rec & mix - MD Studio CTC (Bunu) Camera &Edit - Ph Prashant

"LYRICS"

ମନର ......ଭାବନା ବ୍ୟବିଚାର କରୁଚି 

ଯୀଶୁଙ୍କୁ ନୋ ଯା ...ଣି  କି 

ମନର ଭାବନା ବ୍ୟବିଚାର.. କରୁଚି 

ଆଖିର ଦେଖାରେ ପାପଟି ଚାଲିଛି -2 ଥର 

ଖାଲି ହାତେ ଯିବୁ ଖାଲି ହାତେ 

ଏ ସବୁ କଲେ ତୁ ମରଣରେ -2 ଥର 

ମନର ଭାବନା ବ୍ୟବିଚାର.. କରୁଚି

=1=

ନିଜ ଇଛରେ ମନ ଗତିରେ 

ବାଟ ଚାଲୁଚୁ ମୃତ୍ୟୁର ବାଟକୁ ବାଛୁଛୁ 

ହୋ .. ପର ସ୍ତ୍ରୀ କୁ ଲୋଭ କରୁଛୁ 

ଜଗତକୁ ହିଁ ମନେ ମନେ ଭଲପାଉଛୁ 

ବ୍ୟବିଚାରେ ବୁଡ଼ି ଅଛୁ କାମେ ସବୁ ପାପେ ଅଛୁ 

ଜୀବନକୁ ଭୁଲି ଯାଇଛୁ ...

ମନର ଭାବନା ବ୍ୟବିଚାର କରୁଚି 

=2=

କିଏ ଯୋଦି ପଚାରିବ ଦୁନିୟା ସାରା 

ସବୁଠାରେ ଶୁଣିବ ସେ ପାପ  ରେ ଭରା 

ହୋ ....

ଦେଖିବାକୁ ମଣିଷଟେ ଲାଗେ ନିଆରା   

କାମ ତାର ଆସୁଛି ଯେ ଜାଣି ହୁଏନା 

ସବୁ ଛାଡ଼ି ଫେରି ଆତୁ ଆମ ଯୀଶୁ ପାଖକୁ ତୁ 

ପାଇବୁ ଜୀବନ ଆଜି ତୁ 

ମନର ଭାବନା ବ୍ୟବିଚାର କରୁଚି 

ଆଖିର ଦେଖାରେ ପାପଟି ଚାଲିଛି

ମନର ଭାବନା ବ୍ୟବିଚାର କରୁଚି 

=ସମାପ୍ତ =

AMBO BINU KEHI NAHI ISWARA CHRISTIAN ODIA LYRICS SONG ||SUSHANK SHEKAR CHRISTIAN SONG ||DASA AGYA SONG LYRICS ||DASA AGYA SUSHANK SEKHAR ODIA CHRISTIAN DEVOTIONAL SONG LYRICS ||NEW DEVOTIONAL SONG FOR DASA AGYA PRABHUNKARA ||JESUS SONG FOR 10 DECENT PRECHS 2026||Dasa Agyan | New Odia Christian Song 2021| ଦଶଆଜ୍ଞା | Shasank Sekhar | Mahesh Pani | ICM

Song Credits Singer - Shasank Sekhar Lyrics - Rev. Jeebit Pani Music -Mahesh Pani Producer : Sonali Nayak & Mahesh Pani Arrangement & Programming -Bapi Samal Recorded by Satyajit Chouhan at GG Studio Cuttack Mix Master: Prakash Behera (Subu Da) DOP & Edit : Digital Crew Poster Design : Rakesh Bisoi

 "lyrics Odia "

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର-2 ଥର 

ପ୍ରତିମା ପୁଜାକୁ କରିବ ଘୃଣା 

ଭୁଜିଲେ ଜୀବନେ କରୁଣା ଊଣା 

ମିତ୍ୟା ରେ ନୋ ଘେନୋ ଈଶ୍ଵର ନାମ -2 ଥର 

ଅକାରଣେ କିୟା କର ଦୁର୍ନାମ 

ବିଶ୍ରାମ ବାର ଯେ ପବିତ୍ର ଦିନ -2 ଥର

ନିୟମେ ପାଳିବ କରୀ ସ୍ମରଣ 

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର-

=1=

ପିତା ମାତା ବଲି କର ସଂମାନ 

ଜଗତେ ବଞ୍ଚିବ ଅନେକ ଦିନ -2 ଥର 

କେବେ ନୋ କରିବ ନରକୁ ହତ 

ନରକ ଯନ୍ତ୍ରଣା ଭାଗିବ ସତ

ପିତା ମାତା ବଲି କର ସଂମାନ 

ଜଗତେ ବଞ୍ଚିବ ଅନେକ ଦିନ -

ବ୍ୟବିଚାର ଭାବେ .....

ବ୍ୟବିଚାର ଭାବେ ନୋ ହୁଅ ମତ 

ନୋ ହୁଅ ମତ 

ପାପୋ ପାଇଁ ହୋଇ ଅକାଳ ମୃତ 

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର- 

ସାଗା ମାପା ଗାମା ଗାସା ନିସା ପା ନିସା ଗାମା ପା 

ଗାନିଶା ନିଶାନି  ଦାନିଦା ପାଦାପା ମାପାମା 

ଗାମା ଗା  ଶା ,ଗାମା ପାନୀ ସା.....

=2=

ପର ଜିନିଷକୁ ନୋ କର ଚୋରୀ 

ଚୋର ବଲି ଦିନେ ପଡିବ ହୋରି -2 ଥର 

ମିତ୍ୟା ସାକ୍ଷ୍ୟ କେବେ ନୋ କୁହ ମୁଖେ 

କହିଲେ କାଟିବା ଜୀବନ ଦୁଖେ

ପର ଜିନିଷକୁ ନୋ କର ଚୋରୀ 

ଚୋର ବଲି ଦିନେ ପଡିବ ହୋରି -

କୌଣସି ବସ୍ତୁକୁ .....

କୌଣସି ବସ୍ତୁକୁ ନୋ କର ଲୋଭ 

ନୋ କର ଲୋଭ 

ସର୍ବଦା ରଖିବ ପ୍ରେମର ଭାବ

ଆମ୍ବ ବିନୁ କେହି ନାହି ଈଶ୍ଵର 

ସରଗେ ସୋୟଂ ଭୂ ନାମ ଯାହାର- 

=ସମାପ୍ତ = 

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update