Showing posts with label Old Song. Show all posts
Showing posts with label Old Song. Show all posts

Friday, March 6, 2026

He Iswara Daya kara Khyama Kara mate Krupa Kara ||New Christian Song Odia||Odia Song Lyrics || He Iswara Daya Kara

 

He Iswara Daya kara Khyama Kara mate Krupa Kara ||New Christian Song Odia||Odia Song Lyrics || He Iswara Daya Kara 

"LYRICS"

ହେ ଈଶ୍ଵର ଦୟା କର 

କ୍ଷମା କର ମତେ କୃପା କର -2 ଥର 

କରୁଣାର ବାରେ ବାରେ 

ମୋ ଉପରେ ବରଷାଅ -2 ଥର 

କରୁଣାର ବାରେ ବାରେ ବରଷାଅ 

ହେ ଈଶ୍ଵର ଦୟା କର 

କ୍ଷମା କର ମତେ କୃପା କର -

=1=

ଶୁଷ୍କ ହୋଇଛି ଅନ୍ତର ମୋହର 

ଦୁଃଖ ମୋର ନୀବାର 

ହେଉଛି ବ୍ୟାକୁଳ ହୃଦ ମୋହର 

କର ମତେ ଉଦ୍ଧାର -2 ଥର 

କ୍ରନ୍ଦନରେ ମୁ ସଜା ଭାଷାଏ 

ଲୋତକେ ମୁ ବିଞ୍ଚଣା ତିନ୍ତାଏ -2 ଥର 

ହେ ଈଶ୍ଵର ଦୟା କର 

କ୍ଷମା କର ମତେ କୃପା କର -

=2=

ତୃଷିତ ହେଉଛି ପ୍ରାଣ ମୋହର 

ତୃଶା ମୋର ନୀବାର 

ବ୍ୟତୀତ କ୍ଷୁଦିତ ଜୀବନ ମୋର 

ଖଜୁଛି ଆଶ୍ରୟ -2 ଥର 

ଦିଅ ଉତ୍ତର ମୋ ପ୍ରାର୍ଥନାର 

ଢାଲୁଛି ମୋ ଭଙ୍ଗା ଅନ୍ତର -2 ଥର 

ହେ ଈଶ୍ଵର ଦୟା କର 

କ୍ଷମା କର ମତେ କୃପା କର -

=ସମାପ୍ତ =


 

 



Monday, January 26, 2026

BATOI KAHI TU JAUCHU DHAI KI SUKHA PAIBA PAI CHRISTIAN ODIA LYRICS SONG||BATOI LYRICS DEVOTIONAL SONG|| ବାଟୋଇ || JAGAN MOHAN NAG ODIYA CHRISTIAN DEVOTIONAL || VIDEO LYRICAL SONG

BATOI KAHI TU JAUCHU DHAI KI SUKHA PAIBA PAI CHRISTIAN ODIA LYRICS SONG||BATOI LYRICS DEVOTIONAL SONG|| ବାଟୋଇ || JAGAN MOHAN NAG ODIYA CHRISTIAN DEVOTIONAL || VIDEO LYRICAL SONG
 

"lyrics "

ବାଟୋଇ .....

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...

ବାଟୋଇ .....

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...-2 ଥର 

ଯାହା ତୁ ବୁଣିଛୁ ତାହା ହିଁ କାଟିବୁ 

ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର 

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ

ବାଟୋଇ ...

=1=

ଶୁଣିଛୁ କି କେବେ ,ସେ ଦୁଖ କାହାଣୀ 

କାଲବରୀ କ୍ରୁଶ କଥା ...

ତୋର ପାପ ଭାର ବହିନେଇ ଯୀଶୁ 

ଛାଡ଼ିଥିଲେ ଗୋଲ ଗତା -2 ଥର

ଯୀଶୁ ହିଁ ଅଟନ୍ତି ଦୟାର ସାଗର 

ପାପ ଜଗତରୁ କରିବେ ଉଦ୍ଧାର 

ତାଙ୍କ ବିନା ମୁକତି ନାହିଁ

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ-2 ଥର 

ବାଟୋଇ ...

=2=

ଚିହ୍ନି ପରିଲୁନି ଯୀଶୁଙ୍କ ପ୍ରେମକୁ 

ମାତିଲୁ ମାୟା ଜଗତେ 

ଶାନ୍ତି ପାଇବାକୁ ଦୁନିୟା ବୁଲିଲୁ 

କିଏ ଦେବ ଶାନ୍ତି ତତେ  -ହୋ -2 ଥର 

ଛାଡିଦେ ଭରସା ଛାର ଦୁନିଆ କୁ 

ଯୀଶୁଙ୍କ ଚରଣେ ସମର୍ପି ନିଜକୁ 

ପାଇବୁ ଅନନ୍ଦ ତୁହି ...

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ-2 ଥର 

ବାଟୋଇ ...

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...

ବାଟୋଇ .....

କାହିଁ ତୁ ଯାଉଛୁ ଧାଇଁ ...

କି ସୁଖ ପାଇବା ପାଇଁ ...-2 ଥର 

ଯାହା ତୁ ବୁଣିଛୁ ତାହା ହିଁ କାଟିବୁ 

ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର 

ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା 

କାହାଠାରେ ଭରସା ନାହିଁ -2 ଥର 

ହୋ ..... ହୋ ....ହୋ ... 

=ସମାପ୍ତ =




 

    


Friday, January 9, 2026

Mu tumaku Prema Kare old lyrics odia song ||Tumaku mu prema kare devotional odia song ||Odia christian devotional son ||Full lyrics tumaku prema kare

 

Mu tumaku Prema Kare old lyrics odia song ||Tumaku mu prema kare devotional odia song ||Odia christian devotional son ||Full lyrics tumaku prema kare 

ମୁ ତୁମକୁ ପ୍ରେମ କରେ ,ତୁମକୁ ହିଁ ପ୍ରେମ କରେ 

ମୁ ତୁମକୁ ପ୍ରେମ କରେ, ପଚେଇବି ନାହି

ମୁ ଆଣ୍ଟୁ ବାଙ୍ଗେ ଯୋଦି ତୁମ ଦ୍ଵାରେ 

ଅବା ତୁମ ପଛରେ ଚାଲେ 

ଯୋଦି  ବା ଦୁଖଃ ସଙ୍କଟ ଆସେ ପାଚେଇବି ନାହିଁ -ଥର 

=1=

ଆ ....ଆ.....ଆ ....ଆ.....

ମୁ ତୁମ ସେବା କରିବି ତୁମରି ସେବା କରିବି 

ମୁ ତୁମ ସେବା କରିବି ,ପଚେଇବି ନାହି

ମୁ ଆଣ୍ଟୁ ବାଙ୍ଗେ ଯୋଦି ତୁମ ଦ୍ଵାରେ 

ଅବା ତୁମ ପଛରେ ଚାଲେ 

ଯୋଦି  ବା ଦୁଖଃ ସଙ୍କଟ ଆସେ ପାଚେଇବି ନାହିଁ -2 ଥର 

=2=

ଆ ....ଆ.....ଆ ....ଆ.....

ମୁ ତୁମକୁ ପୁଜୀବୀ ,ତୁମକୁ ହିଁ ପୁଜୀବୀ 

ମୁ ତୁମକୁ ପୁଜୀବୀ ପଚେଇବି ନାହି

ମୁ ଆଣ୍ଟୁ ବାଙ୍ଗେ ଯୋଦି ତୁମ ଦ୍ଵାରେ 

ଅବା ତୁମ ପଛରେ ଚାଲେ 

ଯୋଦି  ବା ଦୁଖଃ ସଙ୍କଟ ଆସେ ପାଚେଇବି ନାହିଁ -2 ଥର 

 ମୁ ତୁମକୁ ପ୍ରେମ କରେ ,ତୁମକୁ ହିଁ ପ୍ରେମ କରେ 

ମୁ ତୁମକୁ ପ୍ରେମ କରେ, ପଚେଇବି ନାହି

ମୁ ଆଣ୍ଟୁ ବାଙ୍ଗେ ଯୋଦି ତୁମ ଦ୍ଵାରେ 

ଅବା ତୁମ ପଛରେ ଚାଲେ 

ଯୋଦି  ବା ଦୁଖଃ ସଙ୍କଟ ଆସେ ପାଚେଇବି ନାହିଁ -ଥର 

=ସମାପ୍ତ =


Tuesday, January 6, 2026

Tume Mo Ashraya Odia lyrics song || Odia Christian Song || Amit Pani||Tume mo ashraya mora druda durga christian worship song ||Amit pani worship song praying times ||aradhana song

Tume Mo Ashraya Odia lyrics song || Odia Christian Song || Amit Pani||Tume mo ashraya mora druda durga christian worship song ||Amit pani worship song praying times ||aradhana song 

**lyrics**

ତୁମେ ଆଶ୍ରୟ ମୋର ଢୃଡ଼ ଦୁର୍ଗ 

ଦୂଦ୍ଧର୍ଶା କାଳରେ ମୋ ସହାୟ.....-2 ଥର

ପ୍ରଣାମୁଚି ମୁ ତୁମ ପୟରେ

ଖୋଜୁଆଛି ମୁ ପୂର୍ଣ ଚିତରେ 

ତୁମ ସେବା କରିବି ମର ସବୁ କିଛିରେ 

ମୁ ଏଠାରେ ......

ମୁ ଏଠାରେ-ପ୍ରଭୁ 4 ଥର 

=1=

ମୋ ତ୍ରାଣ କରତା ମୋ ଆରଗ୍ୟ ଦତା 

ମୋ ଶକ୍ତି ଦାୟକ ,ମୋର ପ୍ରଭୁ 

ପ୍ରଣାମୁଚି ମୁ ତୁମ ପୟରେ

ଖୋଜୁଆଛି ମୁ ପୂର୍ଣ ଚିତରେ 

ତୁମ ସେବା କରିବି ମର ସବୁ କିଛିରେ 

ମୁ ଏଠାରେ ......

ମୁ ଏଠାରେ-ପ୍ରଭୁ 4 ଥର

=ସମାପ୍ତ=



 

PRARTHANA SUNA MARA PRASBHU FULL LYRICS ODIA||Odia Christian devotional song ।।Amit pani।।Salem lima।।Bapi samal||New anutapa song ||prarthana suna mara prabhu odia christian lyrics song||New devotional song

 

PRARTHANA SUNA MARA PRASBHU FULL LYRICS ODIA||Odia Christian devotional song ।।Amit pani।।Salem lima।।Bapi samal||New anutapa song ||prarthana suna mara prabhu odia christian lyrics song||New devotional song

**LYRICS **

ପ୍ରାର୍ଥନା....ମୋ....କର.. ଗ୍ରହଣ...
ପ୍ରାର୍ଥନା...ମୋ....କର...ଗ୍ରହଣ...
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ (୨ଥର)
ମୁଁ ଯେ ଦୀନହୀନ କରେ ନିବେଦନ। (୨ଥର)
ଲୋତକ ମୋର କର ଗ୍ରହଣ...(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ.........
=1=
କିଏ ଅଛି ଏ ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ ଦୁଃଖ ମୋର ଜାଣିବାକୁ (୨ଥର)
ଏଣୁ ତୁମ ପଦେ ନେଲି ମୁ ଶରଣ ....
ଲୋତକ ମୋର କର ଗ୍ରହଣ (୨ ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ.....
=2=
ତୁମେ ଯେବେ ସାହା ହେବ ନାହିଁ
ଯିବି ମୁଁ କାହା ପାଖକୁ........
ମୋ ହୃଦ ବେଦନା ଜଣାଇବି
ଯୀଶୁ ମୁଁ ଆଉ କାହାକୁ.....(୨ଥର)
ଏଣୁ ତୁମ ପାଶେ ..... ହେଲି ସମର୍ପଣ........୨ଥର)
ଲୋତକ ମୋର କର ଗ୍ରହଣ......(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ.....
=ସମାପ୍ତ=

Sunday, January 4, 2026

Emanta Mo Prabhu Atanti Odia full Lyrics-Devotional song||Humman Sagar Hits Song 2025 ||ଏମନ୍ତ ମୋ ପ୍ରଭୁ ଅଟନ୍ତି Full Song | Humane Sagar | Alibha Pradeepa ||Dine sandya nai asiba to asiba ||new christian odia song ||prarthana sunanti uthara dianti ||prabhu tanti

Emanta Mo Prabhu Atanti Odia full Lyrics-Devotional song||Humman Sagar Hits Song 2025 ||ଏମନ୍ତ ମୋ ପ୍ରଭୁ ଅଟନ୍ତି Full Song | Humane Sagar | Alibha Pradeepa ||Dine sandya nai asiba to asiba ||new christian odia song ||prarthana sunanti uthara dianti ||prabhu tanti


 

📜 ଗୀତ (Lyrics)

ଯିଏ ପ୍ରାର୍ଥନା ଶୁଣନ୍ତି ଉତ୍ତର ଦିଅନ୍ତି
ଏମନ୍ତ ମୋ ପ୍ରଭୁ ଅଟନ୍ତି..
ତାଙ୍କ ପଦେ ସମର୍ପି ମନ ପ୍ରାଣ
ଦୁଃଖ ଭୁଲିଛି ମୁଁ ଦୁଃଖ ଭୁଲିଛି
=1=
ଅଗଣିତ ପାପ ମୋର କ୍ଷମା କରନ୍ତି
ମରଣାନ୍ତକ ରୋଗରୁ ସୁସ୍ଥ କରନ୍ତି
ଅଭାବ ଜାଣନ୍ତି ମୋର ଦୁଃଖ ବୁଝନ୍ତି
ଅଦେଖା ହୋଇ ନିତି ମୋ ପାଶେ ରୁହନ୍ତି
(ତାଙ୍କ ପରି ବନ୍ଧୁଟିଏ ଜୀବନେ ମୋ)-2 ଥର
ଆଉ କେ ଅଛି ମୋ ଆଉ କେ ଅଛି -2 ଥର
ଯିଏ ପ୍ରାର୍ଥନା ଶୁଣନ୍ତି ଉତ୍ତର ଦିଅନ୍ତି
ଏମନ୍ତ ମୋ ପ୍ରଭୁ ଅଟନ୍ତି..
=2=
ଘୋର ବିପଦରୁ ମୋତେ ରକ୍ଷା କରନ୍ତି
ଦୁଃଖ କାଳେ ସାନ୍ତ୍ୱନାର ରବ ଶୁଣାନ୍ତି
ଆ .. ଅବାଟରେ ଗଲେ ମୋତେ ବାଟ ଦେଖାନ୍ତି
ଖୋଜି ଖୋଜି ଆଣି ନିଜ ଗୋଠେ ମିଳାନ୍ତି
ତାଙ୍କ ପକ୍ଷ ଛାୟା ତଳେ ଆନନ୍ଦରେ-2 ଥର
ଲୁଚି ଯାଇଛି ମୁଁ ଲୁଚି ଯାଇଛି -ଥର
ଯିଏ ପ୍ରାର୍ଥନା ଶୁଣନ୍ତି ଉତ୍ତର ଦିଅନ୍ତି
ଏମନ୍ତ ମୋ ପ୍ରଭୁ ଅଟନ୍ତି..
ହେ .. ଏ .... ଏ
=ସମାପ୍ତ=

Saturday, January 3, 2026

Jisu Name Mile Paritana Lyrics - Amit Pani | Odia Christian Qawali Song||JISU NAME MILE PARITRANA//CHRISTIAN QAWALI SONG//GOSPE SINGER AMIT PANI

Song Title: Jisu Name Mile ParitanaArtist: Amit PaniGenre: Christian Qawali / GospelChannel: HKMedia Official Channel 

LYRICS

ଈଶ୍ଵର ଜଗତକୁ କଲେ ପ୍ରେମ

ନିଜ ପୁତ୍ରଙ୍କୁ କଲେ ଦାନ

ଯେ କେହି ତାହାଙ୍କଠାରେ

କେରେ ବିଶ୍ବାସ

ପାଇବ ସେ ଅନନ୍ତ ଜୀବନ

ଶୁଭେ ଆଜି ଶୁଭ ଖବର --2 ଥର

ଯୀଶୁ ନାମେ ମିଳେ ପରିତ୍ରାଣ -2 ଥର (2 ଥର )

ସେହି ସୁଦ୍ଧା ନାମ ସେହି ମଧୁ ନାମ  

ସେହି ନାମେ ଅଛି ଅନନ୍ତ ଜୀବନ  -2 ଥର

ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର

=1=

ହୋଇଥିଲା ଯେବେ ଜଗତ ତିମି ରାଜନ

ନିରୁପାୟ ଥିଲୁ ଜୀବନେ ନ ଥିଲା ପ୍ରାଣ -2 ଥର

ଆଶାର ଆଲୋକ ସାଜି ଇ ସ୍ବର ନନ୍ଦନ..  2 ଥର

ମାନବ  ରୂପରେ ନେଲେ ଜୀବନ

ଆମ ପାପ ପାଇଁ ଦେଲେସେ ଜୀବନ

କୃଶ ପରେ କଲେ ସେ ପ୍ରେମ ସାଧନ -2 ଥର

ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର

=2=

ଆସିଅଛି ଆଜି ସମୟ ଅନୁଗ୍ରହର

ପ୍ରଭୁ ଯୀଶୁ ଠାରେ କରହେ ପାପ ସ୍ଵିକାର-2 ଥର

ପାତକୀ ଜୀବନେ ଲୋବିବ ପରିତ୍ରାଣ --2 ଥର

ନିଅ  ହେ ଯୀଶୁଙ୍କ ପାଶେ ଶରଣ

କର ସଦା ଯୀଶୁଙ୍କ ଅନୁଗମନ

ପ୍ରଭୁଙ୍କ ସହିତ ହେବାକୁ ମିଲନ  -2 ଥର

ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର

ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର

.... .... .... ....

=ସମାପ୍ତ=

Sunday, December 28, 2025

Prabhu Tume mo Sahaya lyrics odia ||ପ୍ରଭୁ ତୁମେ ମୋ ସହାୟ||Male version||ନିହାର ଓ ଅରବିନ୍ଦ||odia christian new latest song

  • Music - NIHAR TAKRI
  • Lyrics - NIHAR TAKRI
  • Singer - NIHAR TAKRI & ARABIND
  • Music Arranger- SHANTIRAJ KHOSLA
  • Lebel- ASHRAYA
  • Partnership & Special Thanks -MR. RAMESHWAR PRADHAN SIR
  • Banner - NRT ART CREATION

"Lyrics "

ପ୍ରଭୂ ତୁମେ ମୋ ସହାୟ 

ମୋ ପ୍ରତି ପାଳକ -2 ଥର 

ଦିନ ପରେ ଦିନ ରାତି ପରେ ରାତି 

ବିତିଯାଏ ମାସ ବରଷ 

ଆରଧନା କରେ ତୁମରି ଆଶାରେ 

ପାଇବାକୁ ତୁମ ଆଶିଷ 

ପ୍ରଭୁ ତୁମେ ମୋ ସହାୟ .... 

=1=

ସନି ଗାସା ଦା..ଦାନିଶା ରେ 

ସାରେ ଗା ରେସା ଦା ନିରେ ସା --2 ଥର 

ପ୍ରତି ଦିନ ପ୍ରତି ପ୍ରହରରେ 

ପ୍ରଭୁ ତୁମେ ଅଛ ଓ ପାଖରେ -2 ଥର 

ନିଦ୍ରା ଯାଇ ଅତି ସହଳରେ 

ପ୍ରଭୁ ନୀତି ତୁମ ନାମ ଧରି 

ସନ୍ୟାଦି  ପତି ସଦା ପ୍ରଭୁ ହେ ...

ପ୍ରଭୁ ତୁମେ ମୋ ସହାୟ 

=2=

ସନି ଗାସା ଦା..ଦାନିଶା ରେ 

ସାରେ ଗା ରେସା ଦା ନିରେ ସା --2 ଥର 

ତୁମ ରଚନର ଏ ଜୀବନ 

ତୁମରି ଦୟାର ମୋ ଏ ପ୍ରାଣ -2 ଥର 

ପାପଦସ ମୋର କ୍ଷମା କର 

ଦିଅ  ମତେ ତୁମେ ପରିତ୍ରାଣ 

ଅନାଦି ରାଜା ସଦା ପ୍ରଭୁ ହେ 

ପ୍ରଭୁ ତୁମେ ମୋ ସହାୟ 

=ସମାପ୍ତ =


Thursday, December 25, 2025

JHUMI JHUMI GAE MANA ODIA CHRISTIAN DEVOTIONAL SONG Lyrical version|ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟ ଗାନ ହାଲେଲୁୟା ଗାଏ ମୋ ପ୍ରାଣ -3 ଥର

 ��Lyrics ��

ଝୁମି ଝୁମି ଗାଏ ମନ

ପ୍ରଭୁଙ୍କର ଜୟ ଗାନ

ହାଲେଲୁୟା ଗାଏ ମୋ ପ୍ରାଣ -3 ଥର 

ଝୁମି ଝୁମି ଗାଏ ମନ

ପ୍ରଭୁଙ୍କର ଜୟ ଗାନ -2 ଥର

ହାଲେଲୁୟା ଗାଏ ମୋ ପ୍ରାଣ -2 ଥର

ସଞ୍ଜ ସକାଳେ ମୋ ମନ

ଜପୁଥାଏ ଯୀଶୁ ନାମ -2 ଥର

ପାଇଛି ମୁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ

ହାଲେଲୁୟା ଗାଏ ମୋ ପ୍ରାଣ -2 ଥର

=1=

ପାପ ଦୁନିୟାରେ ହଜିଥିଲା ମୋ ଜୀବନ

ସଂସାରରେ ସବୁ ଧନଜନ  ମାନ

କରିବାକୁ ଉପାର୍ଜନ

ସୁଖଶାନ୍ତି ଖୋଜି ବୁଲୁଥିଲା ମୋର ମନ

ପାପ ଦରୀୟାରେ ବୁଡିଜାଇଥିଲା

ମୋହର ଏହି ଜୀବନ

ପ୍ରିୟ ଯୀଶୁ ରାଜନ ଦେଲେ ନୁଆ ଜୀବନ -2 ଥର

ପାଇଛି ମୁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ

ହାଲେଲୁୟା ଗାଏ ମୋ ପ୍ରାଣ -2 ଥର

 =2=

ଯୀଶୁନାମ ଗାଈ ଗାଈ ବିଟୁ ମୋ ଜୀବନ

ସେହି ଧନଜନ ଯଶ ଯୌବନ

ସେହି ମୋର ପରିତ୍ରାଣ

ପ୍ରଭୁ ଯୀଶୁ ପଥ ସତ୍ୟ ଅନନ୍ତ ଜୀବନ

ଦୁଖେ ସୁଖେ ସାଥେ ରହିଛନ୍ତି ଆମ

ସେହି ଯୀଶୁ ଦୟା ବା ନ

ସେହି ଯୀଶୁ ରାଜନ ଦେଲେ ନୁଆ ଜୀବନ -2 ଥର

ପାଇଛି ମୁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ

ହାଲେଲୁୟା ଗାଏ ମୋ ପ୍ରାଣ -2 ଥର

ଝୁମି ଝୁମି ଗାଏ ମନ

ପ୍ରଭୁଙ୍କର ଜୟ ଗାନ

ହାଲେଲୁୟା ଗାଏ ମୋ ପ୍ରାଣ

ଝୁମି ଝୁମି ଗାଏ ମନ

ପ୍ରଭୁଙ୍କର ଜୟ ଗାନ -2 ଥର

ହାଲେଲୁୟା ଗାଏ ମୋ ପ୍ରାଣ -2 ଥର

=ସମାପ୍ତ =

aji janamile jisu rajana Leyrics song|ଆଜି ଜନମିଲେ ଯୀଶୁ ରାଜନ - ଆଜି ଜନମିଲେ ଯୀଶୁ ରାଜନ |AJI JANAMILE JISU RAJANA |KARA ANANDE JAYA GANA RE MANA |CHRISTMASSS SONG

 ��Lyrics ��

ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

ଆଜି ଜନମିଲେ ଯୀଶୁ ରାଜନ

ବେଥଲିହିମର ଗରୁ ଗୁହାଳେ

ଜନମିଲେ ଯୀଶୁ ମାରୀୟା କଳେ

ଆମୋ ତ୍ରାଣକର୍ତ୍ତା ଈଶ୍ଵନନ୍ଦନ -2 ଥର

ଆମୋ ତ୍ରାଣକର୍ତ୍ତା ଈଶ୍ଵନନ୍ଦନ ରେ ମନ

କର ଆନନ୍ଦେ ଜୟ ଗାନ

ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

=1=

 ଆସିଲେ ପଣ୍ଡିତ ଗଣେ

ଯୀଶୁ ରାଜାଙ୍କ ଦର୍ଶନେ -2 ଥର

ସମର୍ପିଳେ ଯାଇ ଭେଟି ପ୍ରେମରେ

ଯୀଶୁ ରାଜାଙ୍କ ଚରଣେ

ଆଜି ଝୁମି ଉଠେ ଧରା  ଘଗନ -2 ଥର   

ଆଜି ଝୁମି ଉଠେ ଧରା  ଘଗନ ରେ ମନ

ରେ ମନ -କର ଆନନ୍ଦେ ଜୟ ଗାନ

 ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

=2=

ସର୍ଗୀୟ ଦୂତ ବାହିନୀ

ତାଙ୍କରି ବାରତା ଘେନି --2 ଥର

କହିଲେ ଏହି ଜଗତେ ଉଧାରୀ

ଯୀଶୁଙ୍କର  ଶୁଭ ବାଣି

ପୁଣି ଧନ୍ୟ ହେଲା ଆମୋ ଜୀବନ

 ପୁଣି ଧନ୍ୟ ହେଲା ଆମୋ ଜୀବନ ରେ ମନ

କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

=ସମାପ୍ତ =

 

CHRISTMAS BADADINA LYRICAL SONG||HAPPY CHRISTMAS||NEW ODIA SAMBALPURI CHRISTMAS SONGS||#9||ଖ୍ରୀଷ୍ଟ ମାସ ବଡ଼ ଦିନ ଯୀଶୁଙ୍କର ଜନ୍ମ ଦିନ

 FULL LYRICS :

ଖ୍ରୀଷ୍ଟ ମାସ ବଡ଼ ଦିନ

ଯୀଶୁଙ୍କର ଜନ୍ମ ଦିନ

ଆନନ୍ଦିତ ସବୁ ମନ ଜଣାଉଛୁ ଅଭିନନ୍ଦନ -2 ଥର

ହାପି ହାପି ଖ୍ରୀଷ୍ଟ ମାସ

ମେରୀ ମେରି ଖ୍ରୀଷ୍ଟମାସ -4 ଥର

=1=

ବେଥଲିହିମର ଗରୁ ଗୁହାଳେ

ମରିୟମ କଲେ ଜନ୍ମ ନେଲେ

ସୁଜନକାରି ପ୍ରଭୁ ନିଜେ ଥିଲେ

ମନୁଷ୍ୟଙ୍କ ମଦ୍ଧେ ବାସ  କଲେ  ହୋ .. -2 ଥର

ମହିମା ମହିମା ହେଉ ଉର୍ଦ୍ଧ ଲୋକରେ

ଶାନ୍ତି ବିରାଜିତ ହେଉ ସାରା ପୃଥିବୀରେ -2 ଥର

 ହାପି ହାପି ଖ୍ରୀଷ୍ଟ ମାସ

ମେରୀ ମେରି ଖ୍ରୀଷ୍ଟମାସ -4 ଥର

=2=

ଆକାଶରୁ ଅନ୍ଧକାର ହାତିଗଲା

ଉଜଳ ତାରକା ଉଦିତ ହେଲା

ପଣ୍ଡିତେ ଶିଶୁଙ୍କୁ ଗ୍ରହଣ କଲେ

ବହୁମୂଲ୍ୟ ଦ୍ରବ୍ୟ ଦର୍ଶନି ଦେଲେ  ହୋ --2 ଥର

ସୁନା କୁନ୍ଧୁରୁ ଅତର ନାହିଁ ମୋ ପାଖରେ

ମନ ଆତ୍ମା ଏ ଶରୀର ଦେଲି ତୁମ ଠାରେ -2 ଥର

 ହାପି ହାପି ଖ୍ରୀଷ୍ଟ ମାସ

ମେରୀ ମେରି ଖ୍ରୀଷ୍ଟମାସ -4 ଥର   

=ସମାପ୍ତ =

Monday, December 1, 2025

Bethalihima Nahi au dura LYRICS || NEW CHRISTMASS SONG FOR 2025 (ବେଥଲିହିମ ନାହିଁ ଆଉ ଦୂର) || Odia Christmas Song || UJAGARA JISU GITA LYRICS


Favorite song

ବେଥଲିହିମ ନାହି ଆଉ ଦୂର

ବେଥଲିହିମ ନାହି ଆଉ ଦୂର b /g (2 ଥର )

ସରଗ ମହିମା ଧରାରେ

ଫୁଲକ ଭରିଛି ମନରେ  b /g (2 ଥର )

ଆଶ ସାଥି ଯିବା ଦେକି ଶିଶୁ ଥରେ

ହା ...ବେଥଲିହିମ ନାହି ଆଉ ଦୂର

=1=

ପାହିବ ଦୁଃଖର ରାତି

ଉଇଛି ଆଶାର ଜ୍ୟୋତି

ଅରପଣ କର ଜୀବନ ତୁମର

କରହେ  ତାଙ୍କର ସ୍ତୁତି   b /g (2 ଥର )

ପ୍ରେମ କରି ଶିଖ ହୃଦୟରେ ଡାକ

ଜନମ ନେବେ ଅନ୍ତରେ  b /g (2 ଥର )

ହା ..ବେଥଲିହିମ ନାହି ଆଉ ଦୂର

=2=

ଏଶୁଭ ଭାରତା ନେଇ

ଆସିଲେ ସେ ତୁମ ପାଇଁ

ଏହି ଦୁନିଆର ଭୟ ଦୂର କର

ମୁକତିର କଥା କହି  b /g  (2 ଥର )

 ଦେବା ଉପହାର ମଳିନ ଅନ୍ତରେ

ଯୀଶୁଙ୍କ ପୂଣ୍ୟ ପଦରେ  b /g (2 ଥର )

ହା ..ବେଥଲିହିମ ନାହି ଆଉ ଦୂର

=ସମାପ୍ତ= 

New Odia Christmas Song | Sanketa Deuchi Taraka | Prashansa Music | New Odia Cristian Song 2025 |ସଙ୍କେତ ଦେଉଛି ତାରକା ନମ୍ର ଆଲୋକରେ

Song : Sanketa Deuchi Taraka Music : Sukumar Rout Produced by : Prashansa Music Lyrics : Dr.Paritosh Das Arrangement & Programming : Subun 

Favorite song

.................

.................

ସଙ୍କେତ ଦେଉଛି ତାରକା ନମ୍ର ଆଲୋକରେ,

ଜନମି ଅଛନ୍ତି ଈଶ୍ଵର  ପାପ ପୃଥିବୀରେ 

ସଙ୍କେତ ଦେଉଛି ତାରକା ନମ୍ର ଆଲୋକରେ,

ଜନମି ଅଛନ୍ତି ଈଶ୍ଵର ପାପ ପୃଥିବୀରେ 

ବାରତା ସେ ଆଜି ଦେଉଛି, ଆକାଶରୁ  ଧରାପରେ 

ବାରତା ସେ ଆଜି ଦେଉଛି, ଆକାଶରୁ  ଧରାପରେ 

     ପରିତ୍ରାଣ ଆସିଅଛି ଜଗତରେ.           

||1||

ଶୂନ୍ୟ ଜୀବନ ପୂର୍ଣ ହେଉଛି,

ଶିଶୁ ଯୀଶୁଙ୍କର ପାଇଁ ସାରା ବିଶ୍ଵ ଯେ ଗାଏ ସ୍ଵାଗତି 

ଈଶ୍ଵରଙ୍କ ଜନ୍ମ ନେଇ

....Link....

ଶୂନ୍ୟ ଜୀବନ ପୂର୍ଣ ହେଉଛି,

ଶିଶୁ ଯୀଶୁଙ୍କର ପାଇଁ ସାରା ବିଶ୍ଵ ଯେ ଗାଏ ସ୍ଵାଗତି  

ଈଶ୍ଵରଙ୍କ ଜନ୍ମ ନେଇ 

ଆକାଶ ପୃଥିବି ....ଝୁମି ଉଠେ ପାଇ 

ଆକାଶ ପୃଥିବି....ଝୁମି ଉଠେ ପାଇ 

                 ପରିତ୍ରାଣ କଗତରେ.                       

2

ବ୍ୟର୍ଥ ଜୀବନ ସାର୍ଥକ ହେବ 

ଶୁଣ ପରିଶ୍ରାନ୍ତ ପ୍ରାଣ ନିଅ ଶରଣ ଶିଶୁଙ୍କଠାରେ 

ସେହି ଏକା ପରିତ୍ରାଣ

....Link....

ବ୍ୟର୍ଥ ଜୀବନ ସାର୍ଥକ ହେବ 

ଶୁଣ ପରିଶ୍ରାନ୍ତ ପ୍ରାଣ ନିଅ ଶରଣ ଶିଶୁଙ୍କଠାରେ 

ସେହି ଏକା ପରିତ୍ରାଣ 

ହସେବଡ଼ଦିନ....ମହା ମୁକ୍ତିଦିନ 

ହସେ ବଡ଼ଦିନ....ମହା ମୁକ୍ତିଦିନ 

                  ଭରେ ପ୍ରାଣ ଆନନ୍ଦରେ.                        

 ||ସମାପ୍ତ ||

=ସମାପ୍ତ=

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update