AMBO BINU KEHI NAHI ISWARA CHRISTIAN ODIA LYRICS SONG ||SUSHANK SHEKAR CHRISTIAN SONG ||DASA AGYA SONG LYRICS ||DASA AGYA SUSHANK SEKHAR ODIA CHRISTIAN DEVOTIONAL SONG LYRICS ||NEW DEVOTIONAL SONG FOR DASA AGYA PRABHUNKARA ||JESUS SONG FOR 10 DECENT PRECHS 2026||Dasa Agyan | New Odia Christian Song 2021| ଦଶଆଜ୍ଞା | Shasank Sekhar | Mahesh Pani | ICM
Song Credits Singer - Shasank Sekhar Lyrics - Rev. Jeebit Pani Music -Mahesh Pani Producer : Sonali Nayak & Mahesh Pani Arrangement & Programming -Bapi Samal Recorded by Satyajit Chouhan at GG Studio Cuttack Mix Master: Prakash Behera (Subu Da) DOP & Edit : Digital Crew Poster Design : Rakesh Bisoi"lyrics Odia "
ଆମ୍ବ ବିନୁ କେହି ନାହି ଈଶ୍ଵର
ସରଗେ ସୋୟଂ ଭୂ ନାମ ଯାହାର-2 ଥର
ପ୍ରତିମା ପୁଜାକୁ କରିବ ଘୃଣା
ଭୁଜିଲେ ଜୀବନେ କରୁଣା ଊଣା
ମିତ୍ୟା ରେ ନୋ ଘେନୋ ଈଶ୍ଵର ନାମ -2 ଥର
ଅକାରଣେ କିୟା କର ଦୁର୍ନାମ
ବିଶ୍ରାମ ବାର ଯେ ପବିତ୍ର ଦିନ -2 ଥର
ନିୟମେ ପାଳିବ କରୀ ସ୍ମରଣ
ଆମ୍ବ ବିନୁ କେହି ନାହି ଈଶ୍ଵର
ସରଗେ ସୋୟଂ ଭୂ ନାମ ଯାହାର-
=1=
ପିତା ମାତା ବଲି କର ସଂମାନ
ଜଗତେ ବଞ୍ଚିବ ଅନେକ ଦିନ -2 ଥର
କେବେ ନୋ କରିବ ନରକୁ ହତ
ନରକ ଯନ୍ତ୍ରଣା ଭାଗିବ ସତ
ପିତା ମାତା ବଲି କର ସଂମାନ
ଜଗତେ ବଞ୍ଚିବ ଅନେକ ଦିନ -
ବ୍ୟବିଚାର ଭାବେ .....
ବ୍ୟବିଚାର ଭାବେ ନୋ ହୁଅ ମତ
ନୋ ହୁଅ ମତ
ପାପୋ ପାଇଁ ହୋଇ ଅକାଳ ମୃତ
ଆମ୍ବ ବିନୁ କେହି ନାହି ଈଶ୍ଵର
ସରଗେ ସୋୟଂ ଭୂ ନାମ ଯାହାର-
ସାଗା ମାପା ଗାମା ଗାସା ନିସା ପା ନିସା ଗାମା ପା
ଗାନିଶା ନିଶାନି ଦାନିଦା ପାଦାପା ମାପାମା
ଗାମା ଗା ଶା ,ଗାମା ପାନୀ ସା.....
=2=
ପର ଜିନିଷକୁ ନୋ କର ଚୋରୀ
ଚୋର ବଲି ଦିନେ ପଡିବ ହୋରି -2 ଥର
ମିତ୍ୟା ସାକ୍ଷ୍ୟ କେବେ ନୋ କୁହ ମୁଖେ
କହିଲେ କାଟିବା ଜୀବନ ଦୁଖେ
ପର ଜିନିଷକୁ ନୋ କର ଚୋରୀ
ଚୋର ବଲି ଦିନେ ପଡିବ ହୋରି -
କୌଣସି ବସ୍ତୁକୁ .....
କୌଣସି ବସ୍ତୁକୁ ନୋ କର ଲୋଭ
ନୋ କର ଲୋଭ
ସର୍ବଦା ରଖିବ ପ୍ରେମର ଭାବ
ଆମ୍ବ ବିନୁ କେହି ନାହି ଈଶ୍ଵର
ସରଗେ ସୋୟଂ ଭୂ ନାମ ଯାହାର-
=ସମାପ୍ତ =

No comments:
Post a Comment