"LYRICS"
ଫେରି ମୁ ଆସିଛି ଆହେ ପ୍ରଭୁ
ଅନୁତାପ ର ହୃଦ ନେଇଁ (ଅନୁତାପ ହୃଦ ନେଇଁ )
ଆକୂଳେ ଡାକୁଛି ମୁ ଯେ ଯୀଶୁ
ତୁମରି ଦରସନ ପାଇଁ (ତୁମ ଦରସନ ପାଇଁ )-2 ଥର
ଆ .....ଆ .....ଆ ....
=1=
ତୁମ ଚରଣେ ପାପ କରୁଛି ସ୍ଵୀକାର
ଅନୁତାପ ହୃଦୟରେ
ଧୋଇ ଦେଇ ପ୍ରଭୁ କଳଙ୍କ ଯେତେ ମୋହର
ରକ୍ତିତ ତୋବ କୃଶର -
ସଂସାର ସାଗରେ ଭାସୁଛି ଏ ନାବ ମୋର
ହାତ ଧରି ଖୋଲେ ନିଅ ..
ଅନ୍ଧାର ତିମିରେ ଭୁଡିଛି ଏ ଧର ଖୋଲେ
ଏଣୀ ନିଅ କୃପାଗୁଡ଼େ
ରକ୍ଷା କର ରକ୍ଷା କର ରକ୍ଷା କର
ରକ୍ଷା କର ହେ ଈଶ୍ଵର
ଆ .....ଆ .....ଆ ....
=2=
ଆଖିର ଲୁହରେ ଚରଣ କୁ ତୁମର
ଧୋଇ ବି ବଳି ଆତୁର
କ୍ଷମା କର ମତେ ନେଉଛି ତବ ଶରଣ
ପ୍ରଭୁ ହେ କରୁଣା ମୋୟ -2 ଥର
ଆସିଛି ଧାଈ ତୁମ ଚରଣରେ
ପାଇବାକୁ ତୁମ ପରଶ -2 ଥର
ଆ .....ଆ .....ଆ ....
=ସମାପ୍ତ =
