Showing posts with label Jisus Birthday Lyrics. Show all posts
Showing posts with label Jisus Birthday Lyrics. Show all posts

Thursday, December 25, 2025

CHRISTMAS SPECIAL VIDEO SONG 2020 || SUSAMBADA SUBHILA || RABINDRA || stylestudio music 4u|ସୁସମ୍ବାଦ ଶୁଭିଲା ଶୁଭିଲା ମରତ ପୁରେ ମରତ ପୁରେ

 

  • Music - KUMAR MANTU
  • Lyrics - JAGAJEEBAN JENNA
  • Singer - RABINDRA SRAMRUTIKA
  • Recording - STYLE STUDIO
  • YouTube channel - stylestudio music 4u
  • Dance Group -Manikpur boys
  • Special Thanks us : Sundar,Salem,Sujit,Jyoti

Favorite song

ହୋ .. ହୋ .... ..

ହୋ .. ହୋ .... ..

ଜଗତର  ତ୍ରାଣ କରତା

ଜନମିଲେ ....

ସୁସମ୍ବାଦ ଶୁଭିଲା ଶୁଭିଲା

ମରତ ପୁରେ ମରତ ପୁରେ

ପ୍ରତିଜ୍ଞାତ ତାରଣ କରତା

ଜନମ ହେଲେ ଅନାମ ହେଲେ

ସୁସମ୍ବାଦ ଶୁଭିଲା ମରତ ପୁରେ

ସେହି ତ ଇମାନୁଏଲ ଈଶ୍ଵର

ମୁକତି ଦାତା ପବିତ୍ର ଈଶ୍ଵର -2 ଥର

ହୋ ସେହି ଅମର କୁମର --2 ଥର

ସୁସମ୍ବାଦ ଶୁଭିଲା     

=1=

କହିଲେ ସର୍ଗ ଦୂତ ନହୁଅ ହେ ବୟାର୍ଥ

କର ମହା ଆନନ୍ଦ କର --2 ଥର

ଦେଖ ହେ ସୁର୍ଗ ପୁରୁ ଆମ୍ବେ ହି ଆସିଛୁ

ଆନନ୍ଦର ସୁସମାଚାର --2 ଥର  2x

 କର ସର୍ବେ ତାଙ୍କରି ଦର୍ଶନ

ବକ୍ତି ବରେ କର ହେ ପ୍ରଣାମ --2 ଥର

ହା .. ସେହି ଯୀଶୁ ସୁଠାମ ସୁନ୍ଦର --2 ଥର

ସୁସମ୍ବା ଶୁଭିଲା

=2=

ପ୍ରିୟ ସୁଗସ୍ତ ପିତା

ପ୍ରତି ପାଳନ କର୍ତ୍ତା

ଜଗତକୁ ପ୍ରେମ କଲେ ହୋ -2 ଥର

ଅତିତୀୟ ପୁତ୍ରଙ୍କୁ ନିରୂପାୟ ମର୍ତ୍ୟ କୁ

ପ୍ରେମରେ ଦାନ କରିଲେ  ହୋ --2 ଥର  2x

ଧନ୍ୟ ଧନ୍ୟ ହେଉ ତାଙ୍କରି ନାମ

କର ସରବେ ତାଙ୍କ ଜୟଗାନ --2 ଥର

ହା .. କରୁଣା ମୟ ଈଶ୍ଵର -2 ଥର

ସୁସମ୍ବାଦ ଶୁଭିଲା ଶୁଭିଲା  

=ସମାପ୍ତ=

aji janamile jisu rajana Leyrics song|ଆଜି ଜନମିଲେ ଯୀଶୁ ରାଜନ - ଆଜି ଜନମିଲେ ଯୀଶୁ ରାଜନ |AJI JANAMILE JISU RAJANA |KARA ANANDE JAYA GANA RE MANA |CHRISTMASSS SONG

 ��Lyrics ��

ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

ଆଜି ଜନମିଲେ ଯୀଶୁ ରାଜନ

ବେଥଲିହିମର ଗରୁ ଗୁହାଳେ

ଜନମିଲେ ଯୀଶୁ ମାରୀୟା କଳେ

ଆମୋ ତ୍ରାଣକର୍ତ୍ତା ଈଶ୍ଵନନ୍ଦନ -2 ଥର

ଆମୋ ତ୍ରାଣକର୍ତ୍ତା ଈଶ୍ଵନନ୍ଦନ ରେ ମନ

କର ଆନନ୍ଦେ ଜୟ ଗାନ

ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

=1=

 ଆସିଲେ ପଣ୍ଡିତ ଗଣେ

ଯୀଶୁ ରାଜାଙ୍କ ଦର୍ଶନେ -2 ଥର

ସମର୍ପିଳେ ଯାଇ ଭେଟି ପ୍ରେମରେ

ଯୀଶୁ ରାଜାଙ୍କ ଚରଣେ

ଆଜି ଝୁମି ଉଠେ ଧରା  ଘଗନ -2 ଥର   

ଆଜି ଝୁମି ଉଠେ ଧରା  ଘଗନ ରେ ମନ

ରେ ମନ -କର ଆନନ୍ଦେ ଜୟ ଗାନ

 ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

=2=

ସର୍ଗୀୟ ଦୂତ ବାହିନୀ

ତାଙ୍କରି ବାରତା ଘେନି --2 ଥର

କହିଲେ ଏହି ଜଗତେ ଉଧାରୀ

ଯୀଶୁଙ୍କର  ଶୁଭ ବାଣି

ପୁଣି ଧନ୍ୟ ହେଲା ଆମୋ ଜୀବନ

 ପୁଣି ଧନ୍ୟ ହେଲା ଆମୋ ଜୀବନ ରେ ମନ

କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

ଆଜି ଜନମିଲେ ଯୀଶୁ ରାଜନ -

ଆଜି ଜନମିଲେ ଯୀଶୁ ରାଜନ -

ରେ ମନ -କର ଆନନ୍ଦେ ଜୟ ଗାନ

ରେ ମନ -କର ଆନନ୍ଦେ ଜୟ ଗାନ

=ସମାପ୍ତ =

 

Christian Odia Christmas dance song “Tarnakarta Jishu Nele Janama (ତ୍ରାଣକର୍ତ୍ତା ଯୀଶୁ ନେଲେ ଜନମ) Amit pani new |ଜନମିଛନ୍ତି ଆମ ଯୀଶୁ ରାଜନ କମ୍ପି ଉଠୁଚି ଆଜି ଧାରା ଗଗନ

 

Singers: Ps. Amit Pain & Bro. Dilip Kuldeep Lyrics: Dilip Kuldeep Music: Bapi Samal Recording: Sradha Studio Nabarangpur Videography & Editing: Jithon Digal Choreography: Anubhab Digal Dancers: Rudra, Kalia, Ritesh, Biswanath, Asish, Blessy, Beauty, Sona, Sunemiya, Ashrita Producer: Ps. Bijay Basanth, Hasina Takri

��Lyrics ��

ଜନମିଛନ୍ତି ଆମ ଯୀଶୁ ରାଜନ

କମ୍ପି ଉଠୁଚି ଆଜି ଧାରା ଗଗନ

ଜନମିଛନ୍ତି ଆମ ଯୀଶୁ ରାଜନ

କମ୍ପି ଉଠୁଚି ଆଜି ଧାରା ଗଗନ -2 ଥର

ତ୍ରାଣ କର୍ତ୍ତା ଯୀଶୁ -2 ଥର

ଆଜି ଆମ ନେଲେ ଜନମ

ମୁକତି ଦାତା ଯିଶୁ ଆମ ନେଲେ ଜନମ  -2 ଥର

ଜନମିଛନ୍ତି ଆମ ଯୀଶୁ ରାଜନ

 =1=

ସରଗ ସୁଖ କୁ ଚାଡ଼ି ଆସିଲେ ମରତେ ସେ ଦେଖ

ପାପ ସବୁ ଆମ କ୍ଷମା କରି ଦେବେ ଜୀବନେ ସୁଖ -

ହୋ .. ଯେବେ ହେବୁ ଏ ଜଗତେ

 ଆମେ ଯେ ପଥହରା

ଯୀଶୁ ପଥ ହେଇ ଆସିଛନ୍ତି ହେବାକୁ ଆମ ସାହାରା()

ସେ ଆମ ପଥ ସତ୍ୟ ଓ ଜୀବନ

ଅଧର୍ମ ସବୁ ଆମ କରିବେ ଦୂର() ଜନମ()

 ତ୍ରାଣ କର୍ତ୍ତା ଯୀଶୁ ଆଜି ଆମ ନେଲେ ଜନମ

ମୁକତି ଦାତା ଯିଶୁ ଆମ ନେଲେ ଜନମ -2 ଥର

ଜନମିଛନ୍ତି ଆମ ଯୀଶୁ ରାଜନ

=2=

ଆଜି ଆସିଛି ସମୟ କରିବା ଅନୁତାପ

ଅନ୍ଧକାର ଆମ ଦୂର କରି ଦେବେ ଜୀବନେ ଆଲୋକ

ହୋ .. ନାଇଁ ଆଉ ସେ ସମୟ , କରିବେ ଆଗମନ

ନିଜ ଜୀବନ ସଜାଡ଼ି, ଯୀଶୁଙ୍କୁ ଦେବା ମନ

ସେ ଆମ ଇମାନୁଏଲ ଈଶ୍ୱର

ଆମ ସହିତ ସେ ପରମେଶ୍ବର ()

ତ୍ରାଣ କର୍ତ୍ତା ଯୀଶୁ ଆଜି ଆମ ନେଲେ ଜନମ

ମୁକ୍ତି ଦାତା ଯିଶୁ ଆମ ହେଲେ ଜନମ -2 ଥର

ଜନମିଛନ୍ତି ଆମ ଯୀଶୁ ରାଜନ

କମ୍ପି ଉଠୁଚି ଆଜି ଧାରା ଗଗନ

=ସମାପ୍ତ =

CHRISTMAS BADADINA LYRICAL SONG||HAPPY CHRISTMAS||NEW ODIA SAMBALPURI CHRISTMAS SONGS||#9||ଖ୍ରୀଷ୍ଟ ମାସ ବଡ଼ ଦିନ ଯୀଶୁଙ୍କର ଜନ୍ମ ଦିନ

 FULL LYRICS :

ଖ୍ରୀଷ୍ଟ ମାସ ବଡ଼ ଦିନ

ଯୀଶୁଙ୍କର ଜନ୍ମ ଦିନ

ଆନନ୍ଦିତ ସବୁ ମନ ଜଣାଉଛୁ ଅଭିନନ୍ଦନ -2 ଥର

ହାପି ହାପି ଖ୍ରୀଷ୍ଟ ମାସ

ମେରୀ ମେରି ଖ୍ରୀଷ୍ଟମାସ -4 ଥର

=1=

ବେଥଲିହିମର ଗରୁ ଗୁହାଳେ

ମରିୟମ କଲେ ଜନ୍ମ ନେଲେ

ସୁଜନକାରି ପ୍ରଭୁ ନିଜେ ଥିଲେ

ମନୁଷ୍ୟଙ୍କ ମଦ୍ଧେ ବାସ  କଲେ  ହୋ .. -2 ଥର

ମହିମା ମହିମା ହେଉ ଉର୍ଦ୍ଧ ଲୋକରେ

ଶାନ୍ତି ବିରାଜିତ ହେଉ ସାରା ପୃଥିବୀରେ -2 ଥର

 ହାପି ହାପି ଖ୍ରୀଷ୍ଟ ମାସ

ମେରୀ ମେରି ଖ୍ରୀଷ୍ଟମାସ -4 ଥର

=2=

ଆକାଶରୁ ଅନ୍ଧକାର ହାତିଗଲା

ଉଜଳ ତାରକା ଉଦିତ ହେଲା

ପଣ୍ଡିତେ ଶିଶୁଙ୍କୁ ଗ୍ରହଣ କଲେ

ବହୁମୂଲ୍ୟ ଦ୍ରବ୍ୟ ଦର୍ଶନି ଦେଲେ  ହୋ --2 ଥର

ସୁନା କୁନ୍ଧୁରୁ ଅତର ନାହିଁ ମୋ ପାଖରେ

ମନ ଆତ୍ମା ଏ ଶରୀର ଦେଲି ତୁମ ଠାରେ -2 ଥର

 ହାପି ହାପି ଖ୍ରୀଷ୍ଟ ମାସ

ମେରୀ ମେରି ଖ୍ରୀଷ୍ଟମାସ -4 ଥର   

=ସମାପ୍ତ =

Kampiuthe || କମ୍ପିଉଠେ || Amit Pani || New Odia Christian Song || Amit Badanayak || Lyrical Video|କମ୍ପି ଉଠେ ଏ ଧରାଧାମ ନେଲେ ବୋଲି ଯୀଶୁ ଜନମ ହୋ

 

  • SONG : କମ୍ପିଉଠେ ଏ ଧରା ଧାମ (Lyrical Video)
  • CHRISTIAN ALBUM : Paribartana 2
  • SINGER : Amit Pan
  • LYRICS : Amit Badanayak
  • MUSIC : Amit Badanayak (8895583382)
  • Music Arrange : Amit & Chinu
  • Recording & Mixing : MRR STUDIO, CUTTACk
  • Recordist : Saktiswar mohapatra

FULL LYRICS :

କମ୍ପି ଉଠେ ଏ ଧରାଧାମ

ନେଲେ ବୋଲି ଯୀଶୁ ଜନମ ହୋ  (2 ଥର )

କମ୍ପି ଉଠେ ଏ ଧରାଧାମ

ନେଲେ ବୋଲି ଯୀଶୁ ଜନମ

ଝୁମି ଉଠେ ଏ ତନୁ ପ୍ରାଣ

ନେଲେ ବୋଲି ଯୀଶୁ ଜନମ

ହସୁଛି ନୀଳ ଗଗନ ନାଚୁଛି ଗିରି କାନନ -2 ଥର

ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ.…

=1=

ସୃଷ୍ଟି କାଳାବଧି ଯାହାଙ୍କ ବିଷୟ ଧର୍ମ ଶାସ୍ତ୍ରେ ଥିଲା ଲିଖିତ

ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ କଲେ ତାହା ସଫଳିକୃତ

ପିତାଙ୍କ ଆଦେଶମାନ ମାନିଲେ ଯୀଶୁ ରାଜନ -2 ଥର

ଆନନ୍ଦିତ ଲାଗେ ଏ ମନ

ଉଲ୍ଲସିତ ହୁଏ ଏ ପ୍ରାଣ.…

=2=

 ସରଗର ଦୂତ ହୋଇ ଉପସ୍ଥିତ କହିଲେ ନ ହୁଅ ଭୟାର୍ତ୍ତ

ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ ପାପ ତାପ କରିବେ ଧୌତ

ମାନବ ରୂପ ଧରିଣ ଆସିଲେ ମର୍ତ୍ତ୍ୟ ଭୂବନ -2 ଥର

ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ...

=ସମାପ୍ତ =

 

Wednesday, December 24, 2025

JANAMILE JISHU RAJA| CHRISTMAS SONG|JIBIT PRADHAN & KUMILY PRADHAN//DEEPAK#2025|ଜନମିଲେ ଧରା ପରେ ମୋ ପ୍ରିୟ ଯୀଶୁ ରାଜା

 

Title : Janamile Jishu Raja ଜନମିଲେ ଯୀଶୁ ରାଜା Singer : Jibit Pradhan & Kumily Pradhan Lyrics & Music : Jibit Pradhan Music Arrangement : Chand B Singh & Hemant Producer : Deepak Pradhan D.O.P & Edit : Hritik Pradhan Thumbnail : Deepak Music Official

===LYRICS==

ଜନମିଲେ ଧରା ପରେ

ମୋ ପ୍ରିୟ ଯୀଶୁ ରାଜା.…

ଜନମିଲେ ଧରା ପରେ

ମୋ ପ୍ରିୟ ଯୀଶୁ ରାଜା

ମରୀୟମ କୋଳେ ଦେଖ

ଶୋଇଛି ଶାନ୍ତି ରାଜା....... g/b

କେଡ଼େ ଆନନ୍ଦ ମର୍ତ୍ତ୍ୟ ଭୁବନ ,

ନାଚି ଉଠୁଛି ସବୁରି ମନ... b/g

 ଗାଅ ସର୍ବେ ଜୟଗାନ... ହାଏ...  b /g

 ଜନମିଲେ ଧରା ପରେ ... .

=1=

ସେ ଅଟନ୍ତି ସୃଷ୍ଟିକର୍ତ୍ତା , ମାନବର ମୁକ୍ତିଦାତା

ଈଶ୍ଵର ହୋଇ ଆପଣାକୁ ,

ଶୂନ୍ୟ କରି ହେଲେ ଜାତ... ..... g/b

ଶୁଭ ସମ୍ବାଦ ଶୁଣାଏ ଦୂତ

ମହା ଆନନ୍ଦେ ଗାଅ ହେ ଗୀତ..g/b

ଗାଅ ସର୍ବେ ଜୟଗୀତ... ହାଏ...g/b

ଜନମିଲେ ଧରା ପରେ ... .g

=2=

ହୃଦୟକୁ ଶୂନ୍ୟ କରି , ଭେଟି ଯିବା ତାଙ୍କୁ ଯାଇ

ପ୍ରଶଂସା ରୂପ ବଳି ନେଇ

ଅରପିବା ତାଙ୍କ ପାଇଁ......b/g 

ସେ ଅଟନ୍ତି କେଡ଼େ ମହାନ ,

ନୀତି ଭଜିବା ସେ ଯୀଶୁ ନାମ... b/g

ଗାଅ ସର୍ବେ ଜୟଗାନ... ହାଏ...... b/g

ଜଣମିଲେ ଧରା ପରେ ... b

=ସମାପ୍ତ=

Eesha Nandana lyrics| New Odia Christmas Song 2025 | Salman Paul & Deepika Pradhan|Odia Christmas song, Odia Christmas song 2025, Odia Christian song, Odia Jesus song, Isha Nandana, ଈଶ ନନ୍ଦନ, Odia Christmas carol, Best Odia Christmas song, Odia devotional song,|ଈଶ ନନ୍ଦନ

🎶 SONG CREDITS 🎵 Song: ଈଶ ନନ୍ଦନ 🎤 Singers:Salman PaulDeepika Pradhan ✍️ Lyrics: Suren Nayak 🎼 Music Composition: Suren Nayak 🎹 Arrangement & Programming: Bapi Samal 🎬 Producer: Sasikanta Nayak 

Full Song Lyrics

କେଡ଼େ ମହାନ ଆସିମ ପିତାଙ୍କ ପ୍ରେମ

ଏକ ମାତ୍ର ପୁତ୍ରଙ୍କୁ ସେ କରିଲେ ଦାନ

ଝୁମି ଝୁମି ନାଛି ନାଛି ଗାଏ ମୋ ପ୍ରାଣ

 କେଡ଼େ ମହାନ ଆସିମ ପିତାଙ୍କ ପ୍ରେମ

ଏକ ମାତ୍ର ପୁତ୍ରଙ୍କୁ ସେ କରିଲେ ଦାନ -g/b

ଝୁମି ଝୁମି ନାଛି ନାଛି -b

ଝୁମି ଝୁମି ନାଛି ନାଛି ଗାଏ ମୋ ପ୍ରାଣ -

ଧରା ପରେ ଜନମିଲେ ଈଶ୍ଵନନ୍ଦନ -b /g

ଶିଶୁ ରୂପ ଦରିଣ କଲେ ଅବତରିଣ-b

ତ୍ରାହେ ଭୟ କର୍ଷଣ ଆଣିଲେ ପରିତ୍ରାଣ -g

ଏ ଆନନ୍ଦ ମୟ ଏହି ବଡ଼ ଦିନ ଯୀଶୁଙ୍କ ଜନମ ଦିନ

 ଝୁମି ଝୁମି ନାଛି ନାଛି -g

ଝୁମି ଝୁମି ନାଛି ନାଛି ଗାଏ ମୋ ପ୍ରାଣ -g /b

ଧରା ପରେ ଜନମିଲେ ଈଶ୍ଵନନ୍ଦନ -b /g

=1=

ପାପ ଅନ୍ଦକାର ଭରା ଏହି ମରତେ

ଥିଲେ ପତିକ ମାନବ ବିନାଶ ପଥେ -b /g

କରିଲେ ନହିଲା ଲାବ ଉପାୟ କେତେ -b

ଅନ୍ୟାୟ ଅଦର୍ମେ ସବୁ ମତିଲେ ସେତେ -g

ତତାପୀ ଜଗତକୁ ସେ ପ୍ରେମ କଲେ

ପୁତ୍ରଙ୍କ ମାଦ୍ୟମେ ମୁକତି ଆଣିଲେ -b

କି ଆନନ୍ଦ ମୟ ଏହି ବଡ଼ ଦିନ ଯୀଶୁଙ୍କ ଜନମ ଦିନ -g  

ଝୁମି ଝୁମି ନାଛି ନାଛି -b

ଝୁମି ଝୁମି ନାଛି ନାଛି ଗାଏ ମୋ ପ୍ରାଣ -

ଧରା ପରେ ଜନମିଲେ ଈଶ୍ଵନନ୍ଦନ -b /g

=2=

ଅନିତ୍ୟ ଏ ଜଗତର ଉଦ୍ଧାର ପାଇଁ

ଆସିଲେ ପୁତ୍ର ଈଶ୍ଵର ସରଗୁ ଧାଇଁ -g /b  ହୋ

ଦୁଃଖ କ୍ଲେଶ ଅନ୍ଦକାର ସବୁ ହୋଟାଇ -g

ପାପ ଭାର ମାନବର ନେବେ ସେ ଭହୀ -b

ସେ ଆଶ୍ଚର୍ଯ୍ୟ ମନ୍ତ୍ରୀ ଶାନ୍ତିର ରାଜନ

ଅନନ୍ତ କାଳୀନ ପିତା ସେହି ଆମ -b

 କି ଆନନ୍ଦ ମୟ ଏହି ବଡ଼ ଦିନ ଯୀଶୁଙ୍କ ଜନମ ଦିନ -b

 ଝୁମି ଝୁମି ନାଛି ନାଛି -g

ଝୁମି ଝୁମି ନାଛି ନାଛି ଗାଏ ମୋ ପ୍ରାଣ -g /b

ଧରା ପରେ ଜନମିଲେ ଈଶ୍ଵନନ୍ଦନ -b /g    

=ସମାପ୍ତ=

Tuesday, December 23, 2025

Trana karata janama nele |Rabindra &Anjali sister|new christian Odia song lyrics |kia se jani acha ki|କିଏ ସେ ଜାଣିଅଛ କି /Kia se jani achha ki/Christmas Song/Rabindra&Anjali/Sridhar Ganta/Kumar mantu ।।


Singer -RABINDRA& ANJALI

Music& lyrics -SRIDHAR GANTA Music Arrangement -KUMAR MANTU Mastering &mixing -KUMAR MANTU Camera &edit -KUMAR MANTU Special thanks -KUSHA GANTA

Full Lyrics Song

କିଏ ସେ ଜାଣିଅଚ କି ?

ମୋ ଯୀଶୁ ରାଜା ....

ଦେଖ ଜନମ ନେଇଛନ୍ତି

ଏହି ଜଗତର ଗ୍ରାମେ ଓ ନଗରେ

ଚହଳ ପାଇଛି ଏଈ ଧରାରେ  -b/g

ଆଜି ସବୁରି ହୃଦୟ ଆନନ୍ଦରେ

ଖୁସିରେ ନାଛି ଉଠୁଛି

ତ୍ରାଣ କରତା ଜନମ ନେଲେ ବଲି

ଏହି ଧରାଟି କମ୍ପି ଯାଉଛିରେ

କିଏ ସେ ଜାଣିଅଚ କି ?

ମୋ ଯୀଶୁ ରାଜା ....

ମୋ ଯୀଶୁ ରାଜା ....

ଦେଖ ଜନମ ନେଇଛନ୍ତି -b

ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -g

ମୋ ଯୀଶୁ ରାଜା ....

ଦେଖ ଜନମ ନେଇଛନ୍ତି

ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -b

=1=

ଶିତୁଆ ରାତିରେ ଆଉ ଆନ୍ଦାର ବେଳେ

ଜନମି ଅଛନ୍ତି ସେ ମରିୟମ କଳେ -b

ଖବର ଶୁଣିଲେ ମେଶପାଳକ ମାନେ

ଶୁଣି ସେହି କଥା ଯାଇ ଦର୍ଶନ କଲେ -g

ଭବବନୀ କୁ ସଫଳ କରିବାକୁ

ସିଏ ଯେ ଆସିଅଛନ୍ତି -b

ତାଙ୍କ ଜନମ ଖବର ଶୁଣି ଆଜି

ଏହି ଧରା ଟି କମ୍ପି ଯାଉଛି -g  

କିଏ ସେ ଜାଣିଅଚ କି ?

ମୋ ଯୀଶୁ ରାଜା ....

ମୋ ଯୀଶୁ ରାଜା ....

ଦେଖ ଜନମ ନେଇଛନ୍ତି -b

ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -g

ମୋ ଯୀଶୁ ରାଜା ....

ଦେଖ ଜନମ ନେଇଛନ୍ତି

ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -b/g

=2=

କେତେକ ପଣ୍ଡିତ ତାରା ଦେଖି ଆସିଲେ

ସୁନା ଓ କୁନ୍ଧୁରୁ ଗନ୍ଧରଷ ଆଣିଲେ -g

ହୋ ।। ପାଦଥଲେ ତାଙ୍କ ସବୁ ସମର୍ପି ଦେଲେ

ମସ୍ତକ ନୂଆ ଈ ଆରାଧନା କରିଲେ -b

ଯାହା ହଜିଯାଇଥିଲା ଜଗତରେ

ତାହା ଖଯିବାକୁ ଆସିଛନ୍ତି -g

ତାଙ୍କ ଆସିବା ଖବର ଶୁଣି ଆଜି

ଏହି ଧରାଟି କମ୍ପି ଯାଉଛି

କିଏ ସେ ଜାଣିଅଚ କି ?

ମୋ ଯୀଶୁ ରାଜା ....

ମୋ ଯୀଶୁ ରାଜା ....

ଦେଖ ଜନମ ନେଇଛନ୍ତି -b

ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -g /b

=ସମାପ୍ତ =

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update