- Singer -Rabindra Srambutika
- Music & Lyrics -Prabodh Chhinchani
- Music arrangment -Kumar Mantu
- Producer -Jakhya Kadraka
- Mixing Mastering - Prativa studio
- DOP EDIT - Ambram Ganta
- Special thanks - Saheb,Sridhara,kusha ganta
Full Odia Lyrics
ଦେଖ ତାରା ଟି ହସୁଛି
ଶିଶୁ ଯୀଶୁ ଜନମି ଅହନ୍ତି
ଦେଖ ତାରା ଟି କହୁଛି
ଶିଶୁ ଯୀଶୁ ଜନମି ଅହନ୍ତି
ସେ ଯେ ଶାନ୍ତି ଦତା ରାଜନ
ସେ ଯେ ମୁକ୍ତି ଦାତା ରାଜନ (2 ଥର )
ସବିଏ କରୁ ପ୍ରଣମ
ଦେଖ ତାରା ଟି ହସୁଛି
ଶିଶୁ ଯୀଶୁ ଜନମି ଅହନ୍ତି
ଦେଖ ତାରା ଟି କହୁଛି
ଶିଶୁ ଯୀଶୁ ଜନମି ଅହନ୍ତି
=1=
ଅନନ୍ତ କାଳୀନ ପିତା
ଶାନ୍ତି ରାଜା ମୁକ୍ତି ଦାତା
ଜଗତକୁ ଆସି ଗଲେ ସେହି ଯେ ଉଦ୍ଧାର କର୍ତା
ହୋ . ସେହି ଯେ ଆଶ୍ଚର୍ଯ୍ୟ ମନ୍ତ୍ରୀ
ସେହି ଆମ ଶକ୍ତି ଦାତା
ବହି ନେବେ ପାପ ସବୁ ସେହି ଆମ ରକ୍ଷା କର୍ତା
ସେ ଯେ ଶାନ୍ତି ଦତା ରାଜନ
ସେ ଯେ ମୁକ୍ତି ଦାତା ରାଜନ (2 ଥର )
ସବିଏ କରୁ ପ୍ରଣମ
ଦେଖ ତାରା ଟି ହସୁଛି
ଶିଶୁ ଯୀଶୁ ଜନମି ଅହନ୍ତି
ଦେଖ ତାରା ଟି କହୁଛି
ଶିଶୁ ଯୀଶୁ ଜନମି ଅହନ୍ତି
=2=
ବବବାଣୀ ଯାହା ଥିଲା ସଫଳ ତାହା ସେ କଲେ
ଶିଶୁ ର ବେଶରେ ଯୀଶୁ ଗୁହାଳେ ଜନମ ନେଲେ
ହୋ .. ପାପର ଖଣ୍ଡନ କାରୀ
ତ୍ରାଣକର୍ତା ଯେ ଆସିଲେ
ଏହା ଶୁଣି ଯେ ମନୁଷ୍ୟ ଖୁସିରେ ଝୁମି ଉଠିଲେ
ସେ ଯେ ଶାନ୍ତି ଦତା ରାଜନ
ସେ ଯେ ମୁକ୍ତି ଦାତା ରାଜନ (2 ଥର )
ସବିଏ କରୁ ପ୍ରଣମ
ଦେଖ ତାରା ଟି ହସୁଛି
ଶିଶୁ ଯୀଶୁ ଜନମି ଅହନ୍ତି
ଦେଖ ତାରା ଟି କହୁଛି
ଶିଶୁ ଯୀଶୁ ଜନମି ଅହନ୍ତି
ଶିଶୁ ଯୀଶୁ ଜନମି ଅହନ୍ତି
=ସମାପ୍ତ =

No comments:
Post a Comment