Sunday, September 14, 2025

SAMAYA SANHIKATA HELANI ||NEW CRISTIAN SONG || Gospel Singer AMIT PANI || JEEVAN JYOTI SK OFFICIAL||ସମୟ ସନ୍ନିକଟ ହେଲାଣି



Lyrics

ହ... ହ... ହ 

ହେ ମଣିଷ ତୁ ବେଗେ ଫେରିଆ ... 

ହେ ପରାଣ ତୁ ବେଗେ ଚାଲିଆ

ସମୟ ସନ୍ନିକଟ ହେଲାଣି 

ଭୟଙ୍କର ଦିନ ଦେଖ ଆସିଲାଣି ...୨ 

କେବେତୁ ଫେରିବୁ ଯୀଶୁ ପାଶେ ...୨ 

ପରିତ୍ରାଣ ପାଇବୁ ...୪ 

ସମୟ ସନ୍ନିକଟ ହେଲାଣି

=୧ =

ସ୍ଥାନେ ସ୍ଥାନେ ଭୂମିକମ୍ପ ହେଲାଣି 

ଧର୍ମ ବିରୁଧେ ଜାତି ବିରୁଧେ ଉଠିଲାଣି...୨ 

ତୁଇ କେତେ ଧନଜନ ମାନ ଅର୍ଜୀବୁ 

ଏ ସବୁ ଛାଡ଼ି ସତ୍ୟପଥେ କେବେ ଫେରିବୁ...୨ 

କେବେ ତୁ ଫେରିବୁ ଯୀଶୁ ପାଶେ ...୨ 

ପରିତ୍ରାଣ ପାଇବୁ...୪ 

ସମୟ ସନ୍ନିକଟ ହେଲାଣି

=୨=

ଯୀଶୁ ପଥ ଯୀଶୁ ସତ୍ୟ ଜୀବନ 

ଯୀଶୁ ପାଶେ ଫେରା ଆଜି ତୋ ମନ...୨ 

ସେହି ସତ୍ୟ ଉଦ୍ଧାରକାରୀ ସଦାପ୍ରଭୁ 

ଗୌରବ ସଂଭ୍ରମ ହେଉ ତାହାଙ୍କର...୨ 

କେବେ ତୁ ଫେରିବୁ ଯୀଶୁ ପାଶେ ଫେରିବୁ ...୨ 

ପରିତ୍ରାଣ ପାଇବୁ...୨ 

ସମୟ ସନ୍ନିକଟ ହେଲାଣି...

=end=

NAIBEDHA SANGRAHA SANGITA CHRISTIAN LYRICS|| ANICHU ANICHU CHATA NAIBEDA AMO || SINGER MATUEL NAYAK 2025 NEW SONG ||ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆ

                                                                         

Song : Naibedya (Studio Version) Singer : Mathuel Nayak Lyrics : Ps.Salya B.singh Music Composition : Ps.Salya B.singh

                                                                        

                                                                          : ନୈବେଦ୍ୟ :

ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆ (୨ଥର)
ଦେବା ପାଇଁ କିଛି ନାହିଁ ଆମ
ସମର୍ପି ଦେଲୁ ହୃଦୟ .......ହୋ (୨ଥର)
ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)
=୧=
ଦିନ ଦୁଃଖୀ ଆମେ ନାହିଁ ଆମ କିଛି ଧନ
ନାଁ ଅଛି ବୁଦ୍ଧି ଜ୍ଞାନ
ଆସାର ଦୁନିଆ ଘେରିଛି ଆମ ଜୀବନ
ନାହିଁ ପ୍ରଭୁ ପରିବର୍ତ୍ତନ .......ହୋ
ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)
=୨=
ନୁହେଁ ଏତ ସେହି ମଲକି ସେଦକ ର ଭେଟି
ନୁହେଁ ଏତ ହୋମବଳି ସମ
କିଞ୍ଚିତ ଏଦାନେ ଥିଲେ ପାପ ମନ ଲୋଭ
କ୍ଷମା କର ଆହେ ରାଜନ...... ହୋ
ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)
ଦେବା ପାଇଁ କିଛି ନାହିଁ ଆମ
ସମର୍ପି ଦେଲୁ ହୃଦୟ .......ହୋ (୨ଥର)
ଆଣିଛୁ ଆଣିଛୁ ଛୋଟ ନୈବେଦ୍ୟ ଆମ (୨ଥର)
ଛୋଟ ନୈବେଦ୍ୟ ଆମ (୨ଥର)
: ସମାପ୍ତ :

ସ୍ୱାଗତମ୍..... ସ୍ୱାଗତମ୍........|SWAGATHAM SWAGATHAM

Singer : Shashank Shekhar Lyrics : Pr.Bore Nayak Music : Sk ( Sundar Kumar ) music arrangement : Bapi samal


 Lyrics.....

ମହିମା.....ଗୌଉ ରବ.......
କରୁଛୁ ହେ ପ୍ରଭୂ କରୁ ଆରାଧନା...
ସବୁରୀ ମନରେ ଭରି ଦିଅ ପ୍ରଭୁ....
ତୁମରି ସାନ୍ତନା......
ସ୍ୱାଗତମ୍ ସ୍ୱାଗତମ୍ କରୁଛୁ ପ୍ରଭୂ ହେ..
ଆସ ହେ ଆସ ହେ ଏହି ସଭା ସ୍ଥଳେ ( ୨ )
ଢାଳ ତବ ଆତ୍ମା ପ୍ରତ୍ୟକଙ୍କ ପ୍ରାଣେ
ଢାଳ ତବ ଆତ୍ମା ଯୀଶୁଙ୍କ ନାମେ
ଢାଳ ତବ ଆତ୍ମା ଯୀଶୁଙ୍କ ନାମେ....
ଏହି ସଭା ସ୍ଥାନେ.... ( ୪ )
ସ୍ୱାଗତମ୍..........ସ୍ୱାଗତମ୍....
=୧=

ସ୍ତୁତି ଭେଟି ନେଇ ଆସିଛୁ ପ୍ରଭୁ ହେ ତବ ଚରଣେ 
ଘେନ ଆମ ପୂଜା ନଇବେଦ ପ୍ରଭୁ ଆନନ୍ଦ ମନେ ହ.( ୨ ) 
ଦିଅ ହେ ପ୍ରଭୂ ସ୍ୱର୍ଗୀୟ ଆସିଶ 
ଏହି କଳୂସ ଭରା ଜୀବନେ (୨ ) 
ଏହି ସଭା ସ୍ଥାନେ.... ( ୪ )
ସ୍ୱାଗତମ୍ ........ସ୍ୱାଗତମ୍....
=୨=

କେତେ ଆଶା ନେଇ ଆସିଛୁ ପ୍ରଭୂ ହେ ତବ ଦର୍ଶନେ
  ତବ ଶକ୍ତି ପାଇଁ ସେବାରେ ବଢ଼ିବୁ ହରଶ ମୋନେ ହ.... ( ୨ )
ହଜି ଯାଇଥିବା ମେଷମାନଙ୍କୁ ପ୍ରଭୂ 
ଆଣିବୁ ହେ ତୁମ ଚରଣେ ( ୨ ) 
ଏହି ସଭା ସ୍ଥାନେ ..... ( ୪ )
ସ୍ୱାଗତମ୍..... ସ୍ୱାଗତମ୍........

=end =

ଭୂଲ ପ୍ରଭୁ କରିଛି ମୁଁ ତୁମ୍ଭ ଦୃଷ୍ଟିରେ


🎵Song: ଭୂଲ ପ୍ରଭୁ କରିଛି ମୁଁ 

🎵Singer : SASHANK SEKHAR 

🎵Lyrics & Composition : DONTON RAULO (9556428641) 

🎵Music Arrangement : BAPI SAMAL 

🎵Producer : HEMANTH NEELAPU

ଆ     ଆ       ଆ      ଆ     ଆ

ଭୂଲ ପ୍ରଭୁ କରିଛି ମୁଁ ତୁମ୍ଭ ଦୃଷ୍ଟିରେ  (୨ ଥର)  

କ୍ଷମା କର ମୋତେ ×4 

କ୍ଷମା କର ମୋତେ ତୁମ 

କ୍ଷମା ଗୁଣରେ....

=୧ =

ମୁଁ ପାପୀ ଅଧମ, ପାପେ ମୋର ଜନ୍ମ 

ପାପୀ ଗଣ ମଧ୍ୟରେ ମୁଁ ଅଟେ ପ୍ରଧାନ 

 ହୋ ...ନାହିଁ କିଛି ଧର୍ମ ଅବା ଉତ୍ତମ କର୍ମ 

ଅବିରତ ମନ୍ଦ ଅଟେ ମୋ ଚିନ୍ତନ.... 

ତେଣୁ କ୍ଷମା ଚାହେଁ ମୁହିଁ ପାପୀଜନ

=୨=

ଶରଣ ନେଉଛି ଯୀଶୁ ତୁମ୍ଭ ଠାରେ 

ଜାଣି ପ୍ରଭୁ ତୁମେ ଏକା କ୍ଷମା ସାଗର 

ହୋ ....ଅନୁତାପେ ଆଜି କରୁଛି ସ୍ୱୀକାର 

ଅଗଣିତ ପାପ ମୋର ତୁମ ପୟର 

ଅଗଣିତ ପାପ ମୋର ତୁମ ପୟର

=end = 

Sunday, September 7, 2025

Kya leke aaya bhai kya leke jayega (Hindhi Christian Song)

Song: KYA LEKE AAYA Voice: Pr. Subason Deep Lyrics & Music: Pr. Subason Deep Music Arrangement: Amit Raja
Lyrics
Narration
Bade Bade Raja, Maharaj,
Samrat, Sikandar, Rustom
Iss duniya mein
aaye aur aake chalegaye
Aur duniya ne unke
naamo nisaan mita diyan
Kyun ki manyusha ki
ayu ghaas ke saman hoti hai
Woh maidan ki phool ki
nyayi khilta hai
Aur kuchh hi pal mein
woh mit jata hai

Kalam mein Khuda
yuh farmata hai
Buddhiman apne Buddhi par
ghamand na kare
Na Bir apne Birta par
Na Dhani apne
Dhan par fakra kare
Lekin jo koi Ghamand
kare aur Fakra kare
Woh iss baat par
Ghamand kare
Ki woh Khudaband ko
samajhta hai aur usko janta hai

Tum satya ko jaano
Marg, Satya aur Jeevan kewal
Kewal Khudawand Yeshu Masih hi hai
Aur Yeshu ke bina sab kuchh Byarth
Byarth hi Byarth hai
Isiliye aiye hum uss Khudawand Khuda ko jeevan bhar Nihare
Aur Anant jeevan paye

Song:
Kya leke aaya
bhai kya leke jayega
Khali haath aaya
bhai khali haath jayega
Do din ki zindagi hai
do dinn ka mela
Aya hai akela yahan
bm - jana hai akela Kya leke aaya bhai
kya leke jayega Khali haath aaya bhai
khali haath jayega Khali haath jayega Na laya tha saath
kuchh na le jayega Musafir yahan tu sab
ko chhod jayega (x2) Ho.......... Kya leke aaya bhai ....
=1= Dhoka, nafarat, matalab ka hai yeh duniya Jis se samajh raha (hai tu apna) (x2) Har riste naate chhutenge sabhi yahan Jis se keheta raha (hai tu apna) (x2) Koi na raha na rahega hamesha yahan Sabko akhir jaana hoga wahan
(jana wahan) (x2) Yeh duniya hai yeh duniya Pal do pal ka hai sapna (x2) Ho.......... Kya leke aaya bhai ....
=2= Yeh jism jo tera makhmal ka hai chola Isse mitti mein ek din (hai milna) (x2) Doulat sohrat takat mitt jayenge yahan Bande tujhko hai jiss pe
(itna ghuman) (x2) Bulbul se bhi najook tera jeevan yahan Thode dino ka hai mehman
tu yahan (hai tu yahan) (x2) Yeh duniya hai yeh duniya Pal do pal ka hai sapna (x2) Ho.......... Kya leke aaya bhai ....
=2= Iss sansar ko jab tu chhod jayega Tera saath koi (na nibhayeg) (x2) Gar yeshu se tu preet lagayega Tera saath hamesha (woh rahega) (x2) Yeh duniya hai yeh duniya Pal do pal ka hai sapna (x2) Ho.......... Kya leke aaya bhai kya leke jayega
Khali haath aaya bhai
khali haath jayega  
Khali haath aaya bhai

khali haath jayega (x6)

=end= 

ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ ଆଦ୍ୟ ପ୍ରେମର ଝଙ୍କାର (2


Album: Krutanjali Voice & Music: Subason Deep
Lyrics:
ପ୍ରଭୁ..ଉ ଉ ... ପ୍ରଭୁ ପ୍ରଭୁ
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ
ଆଦ୍ୟ ପ୍ରେମର ଝଙ୍କାର (2
ଫେରି କି ଆସିବ ଜୀବନେ ଯୀଶୁ ହେ (2
ସାତ ରଙ୍ଗ ସାତ ସୂର
ଆଦ୍ୟ ପ୍ରେମର ଝଙ୍କାର
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ
ଆଦ୍ୟ ପ୍ରେମର ଝଙ୍କାର (2
=1=
ଭୁଲିଗଲି ସବୁ .... ପ୍ରଭୁ......
ଭୁଲିଗଲି ସବୁ
ପୁରୁଣା ସ୍ମୃତିକୁ ପ୍ରାର୍ଥନାରେ ଥିଲି କହି
ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ
ସବୁକୁ ଦେଲି ଏଡ଼ାଇ
ତୁମେ ମୋ ଶରଣ ଗୋଲାପ ସୁରବି (2
ଅଟେ ଆଶିଷର ବାହା
ଆଉକି ଝରିବ ମୋ ଆଖି ପତାରେ (2
ଅନୁତାପର ସେ ନୀର
ଆଦ୍ୟ ପ୍ରେମର ଝଙ୍କାର
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ
ଆଦ୍ୟ ପ୍ରେମର ଝଙ୍କାର (2
=2=
ନ ଚାହିଁବି ବୋଲି........ ପ୍ରଭୁ......
ନ ଚାହିଁବି ବୋଲି ଆଖି ବୁଜି ଦେଲି
ହୃଦୟ ଭିତରେ ଦିଶ
ନ ଶୁଣିବି ବୋଲି କାନ ରୋଟି ଦେଲି
ଚେତନାରେ ନୀତି ଆସ
ତୁମରି ସାନ୍ନିଧ୍ୟ ଭରଷା ପବନ (2
ଲାଗେ ମୋତେ ନୀତି ନୂଆ
ଆଉକି ବହିବ ଏ ମରୁ ଅନ୍ତରେ (2
କାଲବରିର ରୁଧିର
ଆଦ୍ୟ ପ୍ରେମର ଝଙ୍କାର
ଆଉ କି ଶୁଭିଵ ଭ‌ଙ୍ଗା ଵିଣାତାରେ
ଆଦ୍ୟ ପ୍ରେମର ଝଙ୍କାର (2
ଫେରି କି ଆସିବ ଜୀବନେ ଯୀଶୁ ହେ (2
ସାତ ରଙ୍ଗ ସାତ ସୂର
ଆଦ୍ୟ ପ୍ରେମର ଝଙ୍କାର
ଅନୁତାପର ସେ ନୀର 

କାଲବରିର ରୁଧିର 

=end=

ଆରାଧନା କରୁପ୍ରଭୁ ଆରାଧନା କରୁଯୀଶୁ

 

*Song : Aaradhanakaru prabhu *Singer : Binod Digal & Diptirekha Padhi *Lyrics & Music : Hanak Digal & Ashok Digal *Music Arrangement : Bapi samal

full lyrics
ଆରାଧନା କରୁପ୍ରଭୁ
ଆରାଧନା କରୁଯୀଶୁ
ତୁମ ମହାନାମର *ହୋ*
ତୁମ ପ୍ରିୟ ନାମର~୨~
ହା....ହାଲେଲୁୟା * ହା....ହାଲେଲୁୟା
=୧=
ତୁମରିପ୍ରେମର ନାହିଁଯେ ତୁଳନା
କରିବାକୁପାରେନା ମୁଁ ବର୍ଣ୍ଣନା
ଏକମାତ୍ରଯୋଗ୍ୟ ପାଇବାକୁ ତୁମେ
ପୂଜା ସ୍ଥୁତିଉପାସନା ~୨~
~~~ଆରାଧନା~~~
=୨=
ଆହେ ପ୍ରିୟପିତା ତୁମେ ଜୀବନ ଦାତା
ତୁମବିନା କିଛି ଚାହେଁନା
ତୁମେ ଶକ୍ତିଦାତା ତୁମେ ମୁକ୍ତିଦାତା
ତୁମେମୋ ପାଳନ କର୍ତ୍ତା
~~~~ଆରାଧନା~~~~
=end=

ଜଗତର ହେ ମହୀୟାନ ହେ ପ୍ରେମିକ ମୋ ସର୍ବଶକ୍ତିମାନ


Lyrics : Br. Salem Limma Music : Pr. Amit Pani D O P : Ambram Ganta (Bapi) Studio: Pratibha, CTC Banner: Amit Pani Official
Full Lyrics :
ଜଗତର ହେ ମହୀୟାନ
ହେ ପ୍ରେମିକ ମୋ ସର୍ବଶକ୍ତିମାନ
ତୁମେ ଅଟ ମୋ ପ୍ରିୟତମ
ମୋ ଆତ୍ମା ର ତୁମେ ହିଁ ତ୍ରାଣ
ତୁମ ପାଇଁ ଯାଉ ଏ ଜୀବନ
ଜଗତରେ ହେ ଯୀଶୁ ରାଜନ(୨)
=୧=
ତୁମ ଠାରେ ନେଲେ ଶରଣ
ବିତିଯାଏ ସୁଖେ ମୋର ଦିନ
ତୁମ ବିନା ମୋର ଜୀବନ
ଅଟେ ପ୍ରଭୁ ଶୂନ୍ଯତା ସମାନ(୨)
ଏହି ଜଗତେ ରହି ମୋ ସାଥେ
କଢ଼ାଇ ନିଅ ମୋ ଜୀବନ(୨)
=୨=
ଖତରାଶି ରୁ ଉଠାଇ ତୁମେ
କଲ ପ୍ରଭୁ ମୋତେ ଉତ୍ତୋଳନ
ବନ୍ଚିଥିବି ମୁଁ ଯେତେ ଦିନ
ଗାଉଥିବି ଯୀଶୁ ତୁମ ନାମ(୨)
ତୁମରି ଦୟା ତୁମ କରୁଣା
=end= 

ପ୍ରତି ପ୍ରଭାତରେ ନୂତନ(୨) 

ସ୍ତୁତିବାଦ ଓ ଆରାଧନା କରିବି.. ଧନ୍ୟବାଦ ଓ ଗୌରବ କରିବି..


 ⭐.SINGER::GOSPEL SINGER AMIT PANI sir

⭐.Lyrisc and compose::Sundar Kumar Sir ⭐.Music Arrangement::Kumar Mantu Sir ⭐.Producer::Sambit Kumar And Pastor Sahu Sir. ⭐.Special Thanks::Pravakar Sir

✝️✝️✝️ସ୍ତୁତିବାଦ ଆରାଧନା ✝️✝️✝️

ସ୍ତୁତିବାଦ ଓ ଆରାଧନା କରିବି..
ଧନ୍ୟବାଦ ଓ ଗୌରବ କରିବି..
କାରଣ ଈଶ୍ୱର ପ୍ରେମ କଲେ ମୋତେ..
ଵିପଦୁ ଆପଦୁ ଉଦ୍ଧାରିଲେ ମୋତେ ..
ସ୍ତୁତିବାଦ ଓ ଆରାଧନା କରିବି..
ଧନ୍ୟବାଦ...
A
ହଜି ଯାଇ ଥିଲା ଏହି ମୋ ଜୀବନ..
ଜାଗତିକ ମନରେ ଲିପ୍ତ ହୋଇ..
ବୁଡ଼ିଯାଇଥିଲା ଏହି ମୋର ମନ
କ୍ଷଣିକ ସୁଖ ପାଇଁ...
ବୁଝିନ ଥିଲା ଏ ମୋହମାୟା ମନ
ଯୀଶୁ ଡାକିନେଇ ଦେଲେ ନୂଆ ଜୀବନ..2 time
ସ୍ତୁତି ବାଦ..4 time
B
ଦୂରେଇ ଥିଲା ପ୍ରଭୁ ଭୟ ମନ..
ଦିନ ପରେ ଦିନ ପାପ କରି..
ପ୍ରଭୁ ଦେଇଥିବା ଏ ପ୍ରାଣକୁ ମୋହର
ଅଯଥାରେ ନଷ୍ଟ କରୁଥିଲି
ଦୟାକରି ପ୍ରଭୁ କଢ଼ାଇଲେ ମୋତେ
ଅବାଟରୁ ମୋତେ ନେଲେ ସତ୍ୟ ପଥେ..
ସ୍ତୁତି ବାଦ....4 times
=end=
Song Credited

ଜୀବନ ଏ ମୋ ଜୀବନ କାହିଁ କରୁ ତୁ ଅଭିମାନ (୨)

Titel - Jeuthi Dhana Seithi Mana(ଯେଉଁଠି ଧନ ସେଇଠି ମନ) • Gospel singer - Amit pani • Music and Lyrics - Salem lima • Producer - Daud majhi • Music arrangement - Bapi shamal 

FULL LYRICS -:

ଜୀବନ ଏ ମୋ ଜୀବନ
 କାହିଁ କରୁ ତୁ ଅଭିମାନ (୨)
ଜୀବନରେ ଜୀବନ ଏ ମୋ ଜୀବନ
 କାହିଁ କରୁ ଅଭିମାନ (୨)
ଜାଣିନୁକି ତୋର ଏଇ ଜୀବନ ଅଳପ କ୍ଷଣ
ଜାଣି ଜାଣି କାହିଁକି ତୁ କରୁଛୁ ଅଭିମାନ(୨)
 =୧=
ସନ୍ଚୟ କରିବୁ କେତେ ଏହି ଜଗତର ଧନ
କୀଟ କଳଙ୍କ ତ ଲାଗିଲେ ଦିନେ
ହେବ ଯେ ତାହା ଲୀନ (୨)
ଯେଉଁଠି ଅଛି ତୋ ଧନ ସେଇଠି ଅଛି ତୋ ମନ
ଏହା ଯେ ଅଳପ କ୍ଷଣ ବୁଝିଯାରେ ତୁ ମୋ ପ୍ରାଣ
 ଯଦି ଧନକୁ ମଣିବୁ ସର୍ବଦା ପ୍ରିୟତମ
ସ୍ବର୍ଗ ରାଜ୍ଯ ରେ ପ୍ରବେଶ କରିବା କଷ୍ଟ ଜାଣ (୨)
   =୨=
ଧରିଦ୍ର ଭାବେ ଯେତେ ସବୁ କରନ୍ତି ଜୀବନ ଯାପନ
 ଜଗତେ ତୋହର ଧନ ବାଣ୍ଟିଯା ଚକ୍ଷୁ ଅସମ (୨)
ସନ୍ଚିତ କରିବୁ ଯଦି ସ୍ଵର୍ଗ ରାଜ୍ୟରେ ତ ଧନ
ପାଇବୁ ସ୍ଵର୍ଗେ ପୁରସ୍କାର ସତ୍ୟ ଅଟେ ଏହି ମଚନ
ଯୀଶୁଙ୍କର ବାକ୍ୟ ଯେବେ କରିବୁ ସର୍ବଦା ଧ୍ୟାନ
ଜୀବନର ମୂଲ୍ୟ ତୁ ବୁଝିବୁ ମୋ ଜୀବନ (୨)
     (ସମାପ୍ତ)

ହେ କ୍ରୁଶଧାରୀ .............. ମୋ ପାଇଁ କ୍ରୁଶେ ଗଲ ମରି

  • SONG : ହେ କ୍ରୁଶଧାରୀ (Studio Version)
  • Christian Album : Paribartana 2
  • Singer : Amit Pani (Gospel Singer)
  • Lyrics : Amit Badanayak
  • Music : Amit Badanayak
Full Lyrics

ହେ କ୍ରୁଶଧାରୀ ..............
ମୋ ପାଇଁ କ୍ରୁଶେ ଗଲ ମରି
ହେ ପ୍ରଭୁ ହେ ମୋ ପାଇଁ କ୍ରୁଶେ ଗଲ ମରି
ମୋ ବ୍ୟଥା ସବୁ ବହନ କଲ
ଯାତନା ସବୁ ଧାରଣ କଲ
ସହିଲ ନୀରବ ମେଷ ପରି......
ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ
ମୋ ପାଇଁ କ୍ରୁଶେ ଗଲ ମରି.............
=1=
ମୋର ପାପ ଲାଗି ସ୍ୱର୍ଗ ସୁଖ ତ୍ୟାଗୀ
ଆସିଲ ମୋ ନିକଟକୁ
ମୋର ମୁକ୍ତି ଲାଗି କେତେ ଦୁଃଖ ଭୋଗୀ
ଶୂନ୍ୟ କଲ ଆପଣାକୁ
କୋରଡ଼ା ଛାଟ ତୁମେ ସହିଲ
କଣ୍ଟା ମୁକୁଟ ତୁମେ ପିନ୍ଧିଲ
ରକତ କେତେ ଗଲା ଝରି..........
ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ
ମୋ ପାଇଁ କ୍ରୁଶେ ଗଲ ମରି................
=2=
ଆହା କି ଯନ୍ତ୍ରଣା କିଏ ଭୋଗିପାରେ
ମୋ ପରି ପାତକୀ ପାଇଁ
ନିଜର ଜୀବନ କିଏ ଦେଇପାରେ
ମୋ ପରି ନଗଣ୍ୟ ପାଇଁ
ବିନା ଦୋଷରେ ଦୋଷୀ ସାଜିଲ
ବିନା କାରଣେ କ୍ରୁଶେ ଚଢିଲ
ପ୍ରକାଶିଲ ପ୍ରେମ ତୁମରି
ମୋ ପାଇଁ କ୍ରୁଶେ ଗଲ ମରି ହେ ପ୍ରଭୁ ହେ 

ମୋ ପାଇଁ କ୍ରୁଶେ ଗଲ ମରି................

=end= 

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update