⭐.SINGER::GOSPEL SINGER AMIT PANI sir
⭐.Lyrisc and compose::Sundar Kumar Sir
⭐.Music Arrangement::Kumar Mantu Sir
⭐.Producer::Sambit Kumar And Pastor Sahu Sir.
⭐.Special Thanks::Pravakar Sir✝️✝️✝️ସ୍ତୁତିବାଦ ଆରାଧନା ✝️✝️✝️
ସ୍ତୁତିବାଦ ଓ ଆରାଧନା କରିବି..
ଧନ୍ୟବାଦ ଓ ଗୌରବ କରିବି..
କାରଣ ଈଶ୍ୱର ପ୍ରେମ କଲେ ମୋତେ..
ଵିପଦୁ ଆପଦୁ ଉଦ୍ଧାରିଲେ ମୋତେ ..
ସ୍ତୁତିବାଦ ଓ ଆରାଧନା କରିବି..
ଧନ୍ୟବାଦ...
A
ହଜି ଯାଇ ଥିଲା ଏହି ମୋ ଜୀବନ..
ଜାଗତିକ ମନରେ ଲିପ୍ତ ହୋଇ..
ବୁଡ଼ିଯାଇଥିଲା ଏହି ମୋର ମନ
କ୍ଷଣିକ ସୁଖ ପାଇଁ...
ବୁଝିନ ଥିଲା ଏ ମୋହମାୟା ମନ
ଯୀଶୁ ଡାକିନେଇ ଦେଲେ ନୂଆ ଜୀବନ..2 time
ସ୍ତୁତି ବାଦ..4 time
B
ଦୂରେଇ ଥିଲା ପ୍ରଭୁ ଭୟ ମନ..
ଦିନ ପରେ ଦିନ ପାପ କରି..
ପ୍ରଭୁ ଦେଇଥିବା ଏ ପ୍ରାଣକୁ ମୋହର
ଅଯଥାରେ ନଷ୍ଟ କରୁଥିଲି
ଦୟାକରି ପ୍ରଭୁ କଢ଼ାଇଲେ ମୋତେ
ଅବାଟରୁ ମୋତେ ନେଲେ ସତ୍ୟ ପଥେ..
ସ୍ତୁତି ବାଦ....4 times
=end=
Song Credited

No comments:
Post a Comment