Lyrics
ହ... ହ... ହ
ହେ ମଣିଷ ତୁ ବେଗେ ଫେରିଆ ...
ହେ ପରାଣ ତୁ ବେଗେ ଚାଲିଆ
ସମୟ ସନ୍ନିକଟ ହେଲାଣି
ଭୟଙ୍କର ଦିନ ଦେଖ ଆସିଲାଣି ...୨
କେବେତୁ ଫେରିବୁ ଯୀଶୁ ପାଶେ ...୨
ପରିତ୍ରାଣ ପାଇବୁ ...୪
ସମୟ ସନ୍ନିକଟ ହେଲାଣି
=୧ =
ସ୍ଥାନେ ସ୍ଥାନେ ଭୂମିକମ୍ପ ହେଲାଣି
ଧର୍ମ ବିରୁଧେ ଜାତି ବିରୁଧେ ଉଠିଲାଣି...୨
ତୁଇ କେତେ ଧନଜନ ମାନ ଅର୍ଜୀବୁ
ଏ ସବୁ ଛାଡ଼ି ସତ୍ୟପଥେ କେବେ ଫେରିବୁ...୨
କେବେ ତୁ ଫେରିବୁ ଯୀଶୁ ପାଶେ ...୨
ପରିତ୍ରାଣ ପାଇବୁ...୪
ସମୟ ସନ୍ନିକଟ ହେଲାଣି
=୨=
ଯୀଶୁ ପଥ ଯୀଶୁ ସତ୍ୟ ଜୀବନ
ଯୀଶୁ ପାଶେ ଫେରା ଆଜି ତୋ ମନ...୨
ସେହି ସତ୍ୟ ଉଦ୍ଧାରକାରୀ ସଦାପ୍ରଭୁ
ଗୌରବ ସଂଭ୍ରମ ହେଉ ତାହାଙ୍କର...୨
କେବେ ତୁ ଫେରିବୁ ଯୀଶୁ ପାଶେ ଫେରିବୁ ...୨
ପରିତ୍ରାଣ ପାଇବୁ...୨
ସମୟ ସନ୍ନିକଟ ହେଲାଣି...
=end=

No comments:
Post a Comment