Singer : Shashank Shekhar Lyrics : Pr.Bore Nayak Music : Sk ( Sundar Kumar ) music arrangement : Bapi samal
Lyrics.....
ମହିମା.....ଗୌଉ ରବ.......କରୁଛୁ ହେ ପ୍ରଭୂ କରୁ ଆରାଧନା...
ସବୁରୀ ମନରେ ଭରି ଦିଅ ପ୍ରଭୁ....ତୁମରି ସାନ୍ତନା......
ସ୍ୱାଗତମ୍ ସ୍ୱାଗତମ୍ କରୁଛୁ ପ୍ରଭୂ ହେ..
ଆସ ହେ ଆସ ହେ ଏହି ସଭା ସ୍ଥଳେ ( ୨ )
ଢାଳ ତବ ଆତ୍ମା ପ୍ରତ୍ୟକଙ୍କ ପ୍ରାଣେ
ଢାଳ ତବ ଆତ୍ମା ଯୀଶୁଙ୍କ ନାମେ
ଢାଳ ତବ ଆତ୍ମା ଯୀଶୁଙ୍କ ନାମେ....
ଏହି ସଭା ସ୍ଥାନେ.... ( ୪ )
ସ୍ୱାଗତମ୍..........ସ୍ୱାଗତମ୍....
=୧=
ସ୍ତୁତି ଭେଟି ନେଇ ଆସିଛୁ ପ୍ରଭୁ ହେ ତବ ଚରଣେ
ଘେନ ଆମ ପୂଜା ନଇବେଦ ପ୍ରଭୁ ଆନନ୍ଦ ମନେ ହ.( ୨ )ଦିଅ ହେ ପ୍ରଭୂ ସ୍ୱର୍ଗୀୟ ଆସିଶ
ଏହି କଳୂସ ଭରା ଜୀବନେ (୨ )
ଏହି ସଭା ସ୍ଥାନେ.... ( ୪ )ସ୍ୱାଗତମ୍ ........ସ୍ୱାଗତମ୍....
=୨=
କେତେ ଆଶା ନେଇ ଆସିଛୁ ପ୍ରଭୂ ହେ ତବ ଦର୍ଶନେ
ତବ ଶକ୍ତି ପାଇଁ ସେବାରେ ବଢ଼ିବୁ ହରଶ ମୋନେ ହ.... ( ୨ )
ହଜି ଯାଇଥିବା ମେଷମାନଙ୍କୁ
ପ୍ରଭୂ
ଆଣିବୁ ହେ ତୁମ ଚରଣେ ( ୨ )
ଏହି ସଭା ସ୍ଥାନେ ..... ( ୪ )
ସ୍ୱାଗତମ୍..... ସ୍ୱାଗତମ୍........
=end =

No comments:
Post a Comment