*Song : Aaradhanakaru prabhu
*Singer : Binod Digal & Diptirekha Padhi
*Lyrics & Music : Hanak Digal & Ashok Digal
*Music Arrangement : Bapi samal
full lyrics
ଆରାଧନା କରୁପ୍ରଭୁ
ଆରାଧନା କରୁଯୀଶୁ
ତୁମ ମହାନାମର *ହୋ*
ତୁମ ପ୍ରିୟ ନାମର~୨~
ହା....ହାଲେଲୁୟା * ହା....ହାଲେଲୁୟା
=୧=
ତୁମରିପ୍ରେମର ନାହିଁଯେ ତୁଳନା
କରିବାକୁପାରେନା ମୁଁ ବର୍ଣ୍ଣନା
ଏକମାତ୍ରଯୋଗ୍ୟ ପାଇବାକୁ ତୁମେ
ପୂଜା ସ୍ଥୁତିଉପାସନା ~୨~
~~~ଆରାଧନା~~~
=୨=
ଆହେ ପ୍ରିୟପିତା ତୁମେ ଜୀବନ ଦାତା
ତୁମବିନା କିଛି ଚାହେଁନା
ତୁମେ ଶକ୍ତିଦାତା ତୁମେ ମୁକ୍ତିଦାତା
ତୁମେମୋ ପାଳନ କର୍ତ୍ତା
~~~~ଆରାଧନା~~~~
=end=

No comments:
Post a Comment