Sunday, February 1, 2026

KI BICHITRA E SANSARA NEW LRICS SONG llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR

 

KI BICHITRA E SANSARA NEW LRICS SONG  llBICHITRA E SANGSARA NEW CHRISTIAN SONG ODIA LYRICS TODAY RELESED ||SUSHANK SEKHAR SONG ||BICHITRA E SANGSAR NEW ODIA CHRISTIAN SONG ll SASHANK SEKHAR

Song Lyrics:-

କି ବିଚିତ୍ର ଏ ସଂସାର ଏ ସଂସାର... (୨ଥର )
ଏ ଆକାଶ ତଳେ ମନୁଷ୍ୟ ମଧ୍ୟରେ.....
କୈାଣସି ବିଷୟ ଉତ୍ତମ ତା ନୁହେଁ.......
କିଛି ବି ତୋ ନୁହେଁ ସାର.....
ସତ୍ୟ ଅଟେ ଏହି ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର.......      
=1=
ଯୀଶୁ ଏକା ଅଟନ୍ତି ଅସାର ରେ ସାର 
ଯୀଶୁ ବିନା ମିଳେ ନାହିଁ ରେ ,କେଉଁ ଠାରେ ପରିତ୍ରାଣ 
ହୋ ...ହୋ ...ହୋ
ଏ ସଂସାର ଅଭିଳାଷ ଅନିତ୍ୟ ମାତ୍ର 
ଯୀଶୁଙ୍କ ବାକ୍ୟ କରିଯା ବେଗେ ଜୀବନେ ତୁ ପାଳନ 
ଆପଣାର ଲୋକେ ଏଠି ସ୍ୱାର୍ଥପର......
ଯୀଶୁ ହିଁ ଅଟନ୍ତି ସବୁ ଠୁ ନିଜର.....
ନେଇ ଯା ଯୀଶୁ ଶରଣ...ହାଏ                    
ସତ୍ୟ ଅଟେ ଏଇ ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର......
=2=
ଏଇତ ସାରା ସଂସାର  ପାପ ର ଘର 
ଛାଡ଼ି ପାପ କର୍ମ ଯୀଶୁଙ୍କୁ ହୃଦେ,କରି ଯା ଧାରଣ 
ହୋ ...ହୋ ...ହୋ
କାରଣ ମନୁଷ୍ୟ ଛାୟା ତୁଲ୍ୟ ସମାନ 
ଅସାର ଜୀବନେ ଅସାର ସଂସାରେ ନୁହେଁ ଏଠି କିଛି ମଙ୍ଗଳ 
କରିଥିଲେ ସିନା ଉତ୍ତମ କରମ.........
ସରଗରେ ଦିନେ ପାଇବୁ ତୁ  ସ୍ଥାନ.......
ନ କର ଆଉ ବିଳମ୍ବ....ହାଏ
ସତ୍ୟ ଅଟେ ଏଇ ବଚନ....ହୋ...(୨ଥର)
କି ବିଚିତ୍ର ଏ ସଂସାର........
 ...End...

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update