ଆଜି ଜନମିଲେ ଯୀଶୁ ରାଜନ -
ଆଜି ଜନମିଲେ ଯୀଶୁ ରାଜନ -
ରେ ମନ -କର ଆନନ୍ଦେ ଜୟ ଗାନ
ରେ ମନ -କର ଆନନ୍ଦେ ଜୟ ଗାନ
ଆଜି ଜନମିଲେ ଯୀଶୁ ରାଜନ
ବେଥଲିହିମର ଗରୁ ଗୁହାଳେ
ଜନମିଲେ ଯୀଶୁ ମାରୀୟା କଳେ
ଆମୋ ତ୍ରାଣକର୍ତ୍ତା ଈଶ୍ଵନନ୍ଦନ -2 ଥର
ଆମୋ ତ୍ରାଣକର୍ତ୍ତା ଈଶ୍ଵନନ୍ଦନ ରେ ମନ
କର ଆନନ୍ଦେ ଜୟ ଗାନ
ଆଜି ଜନମିଲେ ଯୀଶୁ ରାଜନ -
ଆଜି ଜନମିଲେ ଯୀଶୁ ରାଜନ -
ରେ ମନ -କର ଆନନ୍ଦେ ଜୟ ଗାନ
=1=
ଆସିଲେ ପଣ୍ଡିତ ଗଣେ
ଯୀଶୁ ରାଜାଙ୍କ ଦର୍ଶନେ -2 ଥର
ସମର୍ପିଳେ ଯାଇ ଭେଟି ପ୍ରେମରେ
ଯୀଶୁ ରାଜାଙ୍କ ଚରଣେ
ଆଜି ଝୁମି ଉଠେ ଧରା ଘଗନ -2 ଥର
ଆଜି ଝୁମି ଉଠେ ଧରା ଘଗନ ରେ ମନ
ରେ ମନ -କର ଆନନ୍ଦେ ଜୟ ଗାନ
ଆଜି ଜନମିଲେ ଯୀଶୁ ରାଜନ -
ଆଜି ଜନମିଲେ ଯୀଶୁ ରାଜନ -
ରେ ମନ -କର ଆନନ୍ଦେ ଜୟ ଗାନ
ରେ ମନ -କର ଆନନ୍ଦେ ଜୟ ଗାନ
=2=
ସର୍ଗୀୟ ଦୂତ ବାହିନୀ
ତାଙ୍କରି ବାରତା ଘେନି --2 ଥର
କହିଲେ ଏହି ଜଗତେ ଉଧାରୀ
ଯୀଶୁଙ୍କର ଶୁଭ ବାଣି
ପୁଣି ଧନ୍ୟ ହେଲା ଆମୋ ଜୀବନ
ପୁଣି ଧନ୍ୟ ହେଲା ଆମୋ ଜୀବନ ରେ ମନ
କର ଆନନ୍ଦେ ଜୟ ଗାନ
ରେ ମନ -କର ଆନନ୍ଦେ ଜୟ ଗାନ
ଆଜି ଜନମିଲେ ଯୀଶୁ ରାଜନ -
ଆଜି ଜନମିଲେ ଯୀଶୁ ରାଜନ -
ରେ ମନ -କର ଆନନ୍ଦେ ଜୟ ଗାନ
ରେ ମନ -କର ଆନନ୍ଦେ ଜୟ ଗାନ
=ସମାପ୍ତ =

No comments:
Post a Comment