He Iswara Daya kara Khyama Kara mate Krupa Kara ||New Christian Song Odia||Odia Song Lyrics || He Iswara Daya Kara
"LYRICS"
ହେ ଈଶ୍ଵର ଦୟା କର
କ୍ଷମା କର ମତେ କୃପା କର -2 ଥର
କରୁଣାର ବାରେ ବାରେ
ମୋ ଉପରେ ବରଷାଅ -2 ଥର
କରୁଣାର ବାରେ ବାରେ ବରଷାଅ
ହେ ଈଶ୍ଵର ଦୟା କର
କ୍ଷମା କର ମତେ କୃପା କର -
=1=
ଶୁଷ୍କ ହୋଇଛି ଅନ୍ତର ମୋହର
ଦୁଃଖ ମୋର ନୀବାର
ହେଉଛି ବ୍ୟାକୁଳ ହୃଦ ମୋହର
କର ମତେ ଉଦ୍ଧାର -2 ଥର
କ୍ରନ୍ଦନରେ ମୁ ସଜା ଭାଷାଏ
ଲୋତକେ ମୁ ବିଞ୍ଚଣା ତିନ୍ତାଏ -2 ଥର
ହେ ଈଶ୍ଵର ଦୟା କର
କ୍ଷମା କର ମତେ କୃପା କର -
=2=
ତୃଷିତ ହେଉଛି ପ୍ରାଣ ମୋହର
ତୃଶା ମୋର ନୀବାର
ବ୍ୟତୀତ କ୍ଷୁଦିତ ଜୀବନ ମୋର
ଖଜୁଛି ଆଶ୍ରୟ -2 ଥର
ଦିଅ ଉତ୍ତର ମୋ ପ୍ରାର୍ଥନାର
ଢାଲୁଛି ମୋ ଭଙ୍ଗା ଅନ୍ତର -2 ଥର
ହେ ଈଶ୍ଵର ଦୟା କର
କ୍ଷମା କର ମତେ କୃପା କର -
=ସମାପ୍ତ =

No comments:
Post a Comment