LYRICS
ଈଶ୍ଵର ଜଗତକୁ କଲେ ପ୍ରେମ
ନିଜ ପୁତ୍ରଙ୍କୁ କଲେ ଦାନ
ଯେ କେହି ତାହାଙ୍କଠାରେ
କେରେ ବିଶ୍ବାସ
ପାଇବ ସେ ଅନନ୍ତ ଜୀବନ
ଶୁଭେ ଆଜି ଶୁଭ ଖବର --2 ଥର
ଯୀଶୁ ନାମେ ମିଳେ ପରିତ୍ରାଣ -2 ଥର (2 ଥର )
ସେହି ସୁଦ୍ଧା ନାମ ସେହି ମଧୁ ନାମ
ସେହି ନାମେ ଅଛି ଅନନ୍ତ ଜୀବନ -2 ଥର
ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର
=1=
ହୋଇଥିଲା ଯେବେ ଜଗତ ତିମି ରାଜନ
ନିରୁପାୟ ଥିଲୁ ଜୀବନେ ନ ଥିଲା ପ୍ରାଣ -2 ଥର
ଆଶାର ଆଲୋକ ସାଜି ଇ ସ୍ବର ନନ୍ଦନ.. 2 ଥର
ମାନବ ରୂପରେ ନେଲେ ଜୀବନ
ଆମ ପାପ ପାଇଁ ଦେଲେସେ ଜୀବନ
କୃଶ ପରେ କଲେ ସେ ପ୍ରେମ ସାଧନ -2 ଥର
ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର
=2=
ଆସିଅଛି ଆଜି ସମୟ ଅନୁଗ୍ରହର
ପ୍ରଭୁ ଯୀଶୁ ଠାରେ କରହେ ପାପ ସ୍ଵିକାର-2 ଥର
ପାତକୀ ଜୀବନେ ଲୋବିବ ପରିତ୍ରାଣ --2 ଥର
ନିଅ ହେ ଯୀଶୁଙ୍କ ପାଶେ ଶରଣ
କର ସଦା ଯୀଶୁଙ୍କ ଅନୁଗମନ
ପ୍ରଭୁଙ୍କ ସହିତ ହେବାକୁ ମିଲନ -2 ଥର
ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର
ଯୀଶୁ ନାମେ ମିଳେ ପରିତ୍ରାଣ -4 ଥର
ଆ.... ଆ.... ଆ.... ଆ....
=ସମାପ୍ତ=

No comments:
Post a Comment