Favorite song
ଆ .......ଆ .....ଆ.....
ଆ .......ଆ .....ଆ.....
ସଙ୍କେତ ଦେଉଛି ତାରକା ନମ୍ର ଆଲୋକରେ,
ଜନମି ଅଛନ୍ତି ଈଶ୍ଵର ପାପ ପୃଥିବୀରେ
ସଙ୍କେତ ଦେଉଛି ତାରକା ନମ୍ର ଆଲୋକରେ,
ଜନମି ଅଛନ୍ତି ଈଶ୍ଵର ପାପ ପୃଥିବୀରେ
ବାରତା ସେ ଆଜି ଦେଉଛି, ଆକାଶରୁ ଏ ଧରାପରେ
ବାରତା ସେ ଆଜି ଦେଉଛି, ଆକାଶରୁ ଏ ଧରାପରେ
ପରିତ୍ରାଣ ଆସିଅଛି ଜଗତରେ.
||1||
ଶୂନ୍ୟ ଜୀବନ ପୂର୍ଣ ହେଉଛି,
ଶିଶୁ ଯୀଶୁଙ୍କର ପାଇଁ ସାରା ବିଶ୍ଵ ଯେ ଗାଏ ସ୍ଵାଗତି
ଈଶ୍ଵରଙ୍କ ଜନ୍ମ ନେଇ
....Link....
ଶୂନ୍ୟ ଜୀବନ ପୂର୍ଣ ହେଉଛି,
ଶିଶୁ ଯୀଶୁଙ୍କର ପାଇଁ ସାରା ବିଶ୍ଵ ଯେ ଗାଏ ସ୍ଵାଗତି
ଈଶ୍ଵରଙ୍କ ଜନ୍ମ ନେଇ
ଆକାଶ ପୃଥିବି ....ଝୁମି ଉଠେ ପାଇ
ଆକାଶ ପୃଥିବି....ଝୁମି ଉଠେ ପାଇ
ପରିତ୍ରାଣ କଗତରେ.
॥2॥
ବ୍ୟର୍ଥ ଜୀବନ ସାର୍ଥକ ହେବ
ଶୁଣ ପରିଶ୍ରାନ୍ତ ପ୍ରାଣ ନିଅ ଶରଣ ଶିଶୁଙ୍କଠାରେ
ସେହି ଏକା ପରିତ୍ରାଣ
....Link....
ବ୍ୟର୍ଥ ଜୀବନ ସାର୍ଥକ ହେବ
ଶୁଣ ପରିଶ୍ରାନ୍ତ ପ୍ରାଣ ନିଅ ଶରଣ ଶିଶୁଙ୍କଠାରେ
ସେହି ଏକା ପରିତ୍ରାଣ
ହସେବଡ଼ଦିନ....ମହା ମୁକ୍ତିଦିନ
ହସେ ବଡ଼ଦିନ....ମହା ମୁକ୍ତିଦିନ
ଭରେ ପ୍ରାଣ ଆନନ୍ଦରେ.
||ସମାପ୍ତ ||
=ସମାପ୍ତ=

No comments:
Post a Comment