Thursday, December 25, 2025

CHRISTMAS SPECIAL VIDEO SONG 2020 || SUSAMBADA SUBHILA || RABINDRA || stylestudio music 4u|ସୁସମ୍ବାଦ ଶୁଭିଲା ଶୁଭିଲା ମରତ ପୁରେ ମରତ ପୁରେ

 

  • Music - KUMAR MANTU
  • Lyrics - JAGAJEEBAN JENNA
  • Singer - RABINDRA SRAMRUTIKA
  • Recording - STYLE STUDIO
  • YouTube channel - stylestudio music 4u
  • Dance Group -Manikpur boys
  • Special Thanks us : Sundar,Salem,Sujit,Jyoti

Favorite song

ହୋ .. ହୋ .... ..

ହୋ .. ହୋ .... ..

ଜଗତର  ତ୍ରାଣ କରତା

ଜନମିଲେ ....

ସୁସମ୍ବାଦ ଶୁଭିଲା ଶୁଭିଲା

ମରତ ପୁରେ ମରତ ପୁରେ

ପ୍ରତିଜ୍ଞାତ ତାରଣ କରତା

ଜନମ ହେଲେ ଅନାମ ହେଲେ

ସୁସମ୍ବାଦ ଶୁଭିଲା ମରତ ପୁରେ

ସେହି ତ ଇମାନୁଏଲ ଈଶ୍ଵର

ମୁକତି ଦାତା ପବିତ୍ର ଈଶ୍ଵର -2 ଥର

ହୋ ସେହି ଅମର କୁମର --2 ଥର

ସୁସମ୍ବାଦ ଶୁଭିଲା     

=1=

କହିଲେ ସର୍ଗ ଦୂତ ନହୁଅ ହେ ବୟାର୍ଥ

କର ମହା ଆନନ୍ଦ କର --2 ଥର

ଦେଖ ହେ ସୁର୍ଗ ପୁରୁ ଆମ୍ବେ ହି ଆସିଛୁ

ଆନନ୍ଦର ସୁସମାଚାର --2 ଥର  2x

 କର ସର୍ବେ ତାଙ୍କରି ଦର୍ଶନ

ବକ୍ତି ବରେ କର ହେ ପ୍ରଣାମ --2 ଥର

ହା .. ସେହି ଯୀଶୁ ସୁଠାମ ସୁନ୍ଦର --2 ଥର

ସୁସମ୍ବା ଶୁଭିଲା

=2=

ପ୍ରିୟ ସୁଗସ୍ତ ପିତା

ପ୍ରତି ପାଳନ କର୍ତ୍ତା

ଜଗତକୁ ପ୍ରେମ କଲେ ହୋ -2 ଥର

ଅତିତୀୟ ପୁତ୍ରଙ୍କୁ ନିରୂପାୟ ମର୍ତ୍ୟ କୁ

ପ୍ରେମରେ ଦାନ କରିଲେ  ହୋ --2 ଥର  2x

ଧନ୍ୟ ଧନ୍ୟ ହେଉ ତାଙ୍କରି ନାମ

କର ସରବେ ତାଙ୍କ ଜୟଗାନ --2 ଥର

ହା .. କରୁଣା ମୟ ଈଶ୍ଵର -2 ଥର

ସୁସମ୍ବାଦ ଶୁଭିଲା ଶୁଭିଲା  

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update