Thursday, December 25, 2025

Kampiuthe || କମ୍ପିଉଠେ || Amit Pani || New Odia Christian Song || Amit Badanayak || Lyrical Video|କମ୍ପି ଉଠେ ଏ ଧରାଧାମ ନେଲେ ବୋଲି ଯୀଶୁ ଜନମ ହୋ

 

  • SONG : କମ୍ପିଉଠେ ଏ ଧରା ଧାମ (Lyrical Video)
  • CHRISTIAN ALBUM : Paribartana 2
  • SINGER : Amit Pan
  • LYRICS : Amit Badanayak
  • MUSIC : Amit Badanayak (8895583382)
  • Music Arrange : Amit & Chinu
  • Recording & Mixing : MRR STUDIO, CUTTACk
  • Recordist : Saktiswar mohapatra

FULL LYRICS :

କମ୍ପି ଉଠେ ଏ ଧରାଧାମ

ନେଲେ ବୋଲି ଯୀଶୁ ଜନମ ହୋ  (2 ଥର )

କମ୍ପି ଉଠେ ଏ ଧରାଧାମ

ନେଲେ ବୋଲି ଯୀଶୁ ଜନମ

ଝୁମି ଉଠେ ଏ ତନୁ ପ୍ରାଣ

ନେଲେ ବୋଲି ଯୀଶୁ ଜନମ

ହସୁଛି ନୀଳ ଗଗନ ନାଚୁଛି ଗିରି କାନନ -2 ଥର

ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ.…

=1=

ସୃଷ୍ଟି କାଳାବଧି ଯାହାଙ୍କ ବିଷୟ ଧର୍ମ ଶାସ୍ତ୍ରେ ଥିଲା ଲିଖିତ

ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ କଲେ ତାହା ସଫଳିକୃତ

ପିତାଙ୍କ ଆଦେଶମାନ ମାନିଲେ ଯୀଶୁ ରାଜନ -2 ଥର

ଆନନ୍ଦିତ ଲାଗେ ଏ ମନ

ଉଲ୍ଲସିତ ହୁଏ ଏ ପ୍ରାଣ.…

=2=

 ସରଗର ଦୂତ ହୋଇ ଉପସ୍ଥିତ କହିଲେ ନ ହୁଅ ଭୟାର୍ତ୍ତ

ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ ପାପ ତାପ କରିବେ ଧୌତ

ମାନବ ରୂପ ଧରିଣ ଆସିଲେ ମର୍ତ୍ତ୍ୟ ଭୂବନ -2 ଥର

ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ...

=ସମାପ୍ତ =

 

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update