Full Lyrics Song
କିଏ ସେ ଜାଣିଅଚ କି ?
ମୋ ଯୀଶୁ ରାଜା ....
ଦେଖ ଜନମ ନେଇଛନ୍ତି
ଏହି ଜଗତର ଗ୍ରାମେ ଓ ନଗରେ
ଚହଳ ପାଇଛି ଏଈ ଧରାରେ -b/g
ଆଜି ସବୁରି ହୃଦୟ ଆନନ୍ଦରେ
ଖୁସିରେ ନାଛି ଉଠୁଛି
ତ୍ରାଣ କରତା ଜନମ ନେଲେ ବଲି
ଏହି ଧରାଟି କମ୍ପି ଯାଉଛିରେ
କିଏ ସେ ଜାଣିଅଚ କି ?
ମୋ ଯୀଶୁ ରାଜା ....
ମୋ ଯୀଶୁ ରାଜା ....
ଦେଖ ଜନମ ନେଇଛନ୍ତି -b
ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -g
ମୋ ଯୀଶୁ ରାଜା ....
ଦେଖ ଜନମ ନେଇଛନ୍ତି
ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -b
=1=
ଶିତୁଆ ରାତିରେ ଆଉ ଆନ୍ଦାର ବେଳେ
ଜନମି ଅଛନ୍ତି ସେ ମରିୟମ କଳେ -b
ଖବର ଶୁଣିଲେ ମେଶପାଳକ ମାନେ
ଶୁଣି ସେହି କଥା ଯାଇ ଦର୍ଶନ କଲେ -g
ଭବବନୀ କୁ ସଫଳ କରିବାକୁ
ସିଏ ଯେ ଆସିଅଛନ୍ତି -b
ତାଙ୍କ ଜନମ ଖବର ଶୁଣି ଆଜି
ଏହି ଧରା ଟି କମ୍ପି ଯାଉଛି -g
କିଏ ସେ ଜାଣିଅଚ କି ?
ମୋ ଯୀଶୁ ରାଜା ....
ମୋ ଯୀଶୁ ରାଜା ....
ଦେଖ ଜନମ ନେଇଛନ୍ତି -b
ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -g
ମୋ ଯୀଶୁ ରାଜା ....
ଦେଖ ଜନମ ନେଇଛନ୍ତି
ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -b/g
=2=
କେତେକ ପଣ୍ଡିତ ତାରା ଦେଖି ଆସିଲେ
ସୁନା ଓ କୁନ୍ଧୁରୁ ଗନ୍ଧରଷ ଆଣିଲେ -g
ହୋ ।। ପାଦଥଲେ ତାଙ୍କ ସବୁ ସମର୍ପି ଦେଲେ
ମସ୍ତକ ନୂଆ ଈ ଆରାଧନା କରିଲେ -b
ଯାହା ହଜିଯାଇଥିଲା ଜଗତରେ
ତାହା ଖଯିବାକୁ ଆସିଛନ୍ତି -g
ତାଙ୍କ ଆସିବା ଖବର ଶୁଣି ଆଜି
ଏହି ଧରାଟି କମ୍ପି ଯାଉଛି
କିଏ ସେ ଜାଣିଅଚ କି ?
ମୋ ଯୀଶୁ ରାଜା ....
ମୋ ଯୀଶୁ ରାଜା ....
ଦେଖ ଜନମ ନେଇଛନ୍ତି -b
ମତେ ପାପରୁ ରକ୍ଷା କରିବା କୁ ଆସିଅଛନ୍ତି -g /b
=ସମାପ୍ତ =

No comments:
Post a Comment