Wednesday, December 24, 2025

JANAMILE JISHU RAJA| CHRISTMAS SONG|JIBIT PRADHAN & KUMILY PRADHAN//DEEPAK#2025|ଜନମିଲେ ଧରା ପରେ ମୋ ପ୍ରିୟ ଯୀଶୁ ରାଜା

 

Title : Janamile Jishu Raja ଜନମିଲେ ଯୀଶୁ ରାଜା Singer : Jibit Pradhan & Kumily Pradhan Lyrics & Music : Jibit Pradhan Music Arrangement : Chand B Singh & Hemant Producer : Deepak Pradhan D.O.P & Edit : Hritik Pradhan Thumbnail : Deepak Music Official

===LYRICS==

ଜନମିଲେ ଧରା ପରେ

ମୋ ପ୍ରିୟ ଯୀଶୁ ରାଜା.…

ଜନମିଲେ ଧରା ପରେ

ମୋ ପ୍ରିୟ ଯୀଶୁ ରାଜା

ମରୀୟମ କୋଳେ ଦେଖ

ଶୋଇଛି ଶାନ୍ତି ରାଜା....... g/b

କେଡ଼େ ଆନନ୍ଦ ମର୍ତ୍ତ୍ୟ ଭୁବନ ,

ନାଚି ଉଠୁଛି ସବୁରି ମନ... b/g

 ଗାଅ ସର୍ବେ ଜୟଗାନ... ହାଏ...  b /g

 ଜନମିଲେ ଧରା ପରେ ... .

=1=

ସେ ଅଟନ୍ତି ସୃଷ୍ଟିକର୍ତ୍ତା , ମାନବର ମୁକ୍ତିଦାତା

ଈଶ୍ଵର ହୋଇ ଆପଣାକୁ ,

ଶୂନ୍ୟ କରି ହେଲେ ଜାତ... ..... g/b

ଶୁଭ ସମ୍ବାଦ ଶୁଣାଏ ଦୂତ

ମହା ଆନନ୍ଦେ ଗାଅ ହେ ଗୀତ..g/b

ଗାଅ ସର୍ବେ ଜୟଗୀତ... ହାଏ...g/b

ଜନମିଲେ ଧରା ପରେ ... .g

=2=

ହୃଦୟକୁ ଶୂନ୍ୟ କରି , ଭେଟି ଯିବା ତାଙ୍କୁ ଯାଇ

ପ୍ରଶଂସା ରୂପ ବଳି ନେଇ

ଅରପିବା ତାଙ୍କ ପାଇଁ......b/g 

ସେ ଅଟନ୍ତି କେଡ଼େ ମହାନ ,

ନୀତି ଭଜିବା ସେ ଯୀଶୁ ନାମ... b/g

ଗାଅ ସର୍ବେ ଜୟଗାନ... ହାଏ...... b/g

ଜଣମିଲେ ଧରା ପରେ ... b

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update