Song_ପ୍ରଭୁ ହେ ଆସିଛୁ | PRABHU HE ASICHHU• Singer_HUMAN SAGAR • Lyrics & Music_PRASAD LIMA @PRASADLIMAMUSIC • Music Arrangement_BAPI SAMAL • Producer_RAJESH SABAR
[Song Lyrics]
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଦୁଃଖ ସାଗରରେ ପଥ ଦେଖାଅହେ....2
ଏ ମିଳନଟି କରୁଛୁ ତବ ପୟରେ...2
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ.....
=1=
ପବିତ୍ର ଯେ ତୁମ ନାମ ସୁଖଭରା ସେହି ନାମ
ମୋଧୁ ଭରା ସୁଧା ଭରା ଶକତିର ପରିପୂର୍ଣ୍ଣ
ହୋ ..ପବିତ୍ର ଯେ ତୁମ ନାମ ସୁଖଭରା ସେହି ନାମ
ମୋଧୁ ଭରା ସଦା ଭରା ଶକତିର ପରିପୂର୍ଣ୍ଣ
ଅଶୋ ସରବେ କରିବା ସେନାମେ ଜୟଗାନ-2 ଥର
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ.....
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
=2=
ଦିଅ ଆଶିଷର ଦାନ ପାଇବୁ ଅନନ୍ତ ଜୀବନ
ଆନନ୍ଦେ ପାଇଛୁ ଆଜି ଦେଉଛ ତବ ମିଳନ....2 ହୋ
ଶାନ୍ତି ଲଭିବୁ ଜୀବନ ନେଉ ଅଛୁ ଶରଣ....2
ପ୍ରଭୁ ହେ ଆସିଛୁ ତୁମ ମନ୍ଦିରେ......
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଢାଳିଦିଅ ତବ ଆଶିଷ ବାରେ
କଳୁଷ ଭରା ହୃଦୟରେ..
ଦା ..ଆ .... ନା..
=ସମାପ୍ତ=

No comments:
Post a Comment