"LYRICS"
ଦୁମତା ଦୂମତା ଦୁମ ତା ନା ନା ନା ........
ଦୁମତା ଦୂମତା ଦୁମ ତା ନା ନା ନା ........ -2 ଥର
ଦୁମତା ଦୂମତା ଦୁମ ତା ନା ନା ନା ........
ଆ .......ଆ .........ଆ .......ଆ .........
କଲବରୀ ସେ ତ କଲବରୀରୁ
ଧାର ବାହି ଯାଏ -2 ଥର
ସେ ଯେ ପ୍ରେମ ଆମ ପାଇଁ ,ସେ ଯେ ଶାନ୍ତି ଆମ ପାଇଁ
ଝୋର ଝୋର ଦେହରୁ ଦେଖ ,ବହି ଯାଏ
କଲବରୀ ସେ ତ କଲବରୀରୁ
ଧାର ବାହି ଯାଏ -2 ଥର
ଆ .......ଆ .........ଆ .......ଆ .........
=1=
କଣ୍ଟାର ମାଡ଼ ଦେହରେ ପଡୁଛି
ଟୋପା ....ଟୋପା ....ଟୋପା .... ଟୋପା...
ରକ୍ତ ଧାର ଦେହଟୁ ,ବାହି ଯାଏ ଆମ ପାଇଁ
ମୁଣ୍ଡରେ ଲାଗିଛି କଣ୍ଟା ମୁକୁଟ
ଝୋର ...ଝୋର ...ଝୋର ...ଝୋର ...
ମୁହଁ ସାରା ଦେଖ ,ତୋତାପି ସେ କିଛି କହେ ନାହିଁ -ହୋ 92 ଥର )
ତାର ପ୍ରେମ ଆମ ପାଇଁ ,ତାର ସ୍ନେହ ଆମ ପାଇଁ
ବିନା ଦଶେ ଦେଖ ସବୁ ସହ୍ୟ ଯାଏ
କଲବରୀ ସେ ତ କଲବରୀରୁ
ଧାର ବାହି ଯାଏ -2 ଥର
=2 =
ଜୀବନ ସାରିଲା ଦୁନିଆରେ ତାର
ରକ୍ତ ସାରିଲା ଦେହରୁ ତାର ତୃଷା ମୂହ କହେ
ପାନୀ ....ପାନୀ...ପାନୀ ....ପାନୀ...
ବିନା ଦଶେ ନିଜ ପ୍ରାଣ ଦେଇ ଚାଲିଗଲା ସିଏ କୃଶ ବହି
ତୋତା ପି ବି ଏ ଜଗତ ଚିହ୍ନେ ନାହି ...ନାହୀ...ନାହି -ହୋ (2 ଥର )
ତାର ପ୍ରେମ ଅସୀମ ଯୀଶୁ ରାଜା ,ଦୟା ବାନ
ପ୍ରାର୍ଥନା ସେ କରେ ପୁଣି ଆମୋ ପାଇଁ
କଲବରୀ ସେ ତ କଲବରୀରୁ
ଧାର ବାହି ଯାଏ -2 ଥର
=ସମାପ୍ତ=

No comments:
Post a Comment