"LYRICS"
ଏହା ରୋଟି ନୁହଁ ,ଏହା ମୋର ଶରୀର
ଏହା ଦ୍ରାକ୍ଷା ରସ ନୁହଁ ,ଏହା ମୋର ରୁଧିର -2 ଥର
ଯାହା ଅରପିତ ସକଳ ପାପ କ୍ଷମା ନିମିତ
ଏହା ରୋଟି ନୁହଁ ,ଏହା ମୋର ଶରୀର
=1=
ତୃଷିତ ମାନବ ଆସ ତୃଷା ନେଇ
କ୍ଷୁଧିତ ମାନବ ଆସ କ୍ଷୁଧା ନେଇ -2 ଥର
ପୂରଣ କରିବି ଅବଶଶ ତୁମ
ସରଗର ସ୍ଵଧା ମୁହି -2 ଥର
ଏହା ରୋଟି ନୁହଁ ,ଏହା ମୋର ଶରୀର
ଏହା ଦ୍ରାକ୍ଷା ରସ ନୁହଁ ,ଏହା ମୋର ରୁଧିର
=2=
ରଟିର ଅକାରେ ମୋ ପ୍ରାଣ ନାଥ
ଭରିଦେବୀ ତୁମ ହୃଦେ ମୋର ପ୍ରେମ ଶ୍ରତ -2 ଥର
ମୁହି ପ୍ରିତି ଝୋରା ,ଶାନ୍ତି ପ୍ରୀତି ଭରା
ମୁ ଅଟେ ପିଉଶ ,ଧାରା -2 ଥର
ଏହା ରୋଟି ନୁହଁ ,ଏହା ମୋର ଶରୀର
ଏହା ଦ୍ରାକ୍ଷା ରସ ନୁହଁ ,ଏହା ମୋର ରୁଧିର -2 ଥର
=ସମାପ୍ତ=

No comments:
Post a Comment