"lyrics "
ଆ ........ଆ ....
ଆ ........ଆ ....
ହେ ପ୍ରଭୁ ପ୍ରେମ ମୋୟ ଈଶ୍ଵର
ପ୍ରେମ ଯେ ତୁମ ଅପାର -2 ଥର
ହେ ପ୍ରଭୁ.. କ୍ଷମା ମୋୟ ଈଶ୍ଵର
କ୍ଷମାର ତୁମେ ସାଗର -2 ଥର
ତୁମ ବିହୁନେ କି ଅଛି ମୋର -2 ଥର
କ୍ଷମା କର କ୍ଷମା କର
ହେ ପ୍ରଭୁ ପ୍ରେମ ମୋୟ ଈଶ୍ଵର
ପ୍ରେମ ଯେ ତୁମ ଅପାର -2 ଥର
=1=
ସହିଲ କେତେ କର୍ଷଣ ,କୃଶ ପରେ ଦେଲ ପ୍ରାଣ
ପାପ ସ୍ଵରୂପ ହୋଇଣ ,ବଞ୍ଚାଇଲ ମୋ ଜୀବନ -2 ଥର
ହେ ପ୍ରଭୁ କ୍ଷମା କର ,ଦୁର୍ବଳ ମନୁଷ୍ୟର
ହେ ପ୍ରଭୁ ପ୍ରେମ ମୋୟ ଈଶ୍ଵର
ପ୍ରେମ ଯେ ତୁମ ଅପାର -2 ଥର
=2=
ଅଳିକ ଏହି ଜୀବନ ,ଅ ନିତ୍ୟ ଏ ଧନ ମାନ ..
ଆସର ପଥେ ଗମନ ,ଛାଡିସେ ଶ୍ଵାସତ ପ୍ରେମ -2 ଥର
ହେ ପ୍ରଭୁ କ୍ଷମା କର ଦୁର୍ବଳ ମନୁଷ୍ୟର
ହେ ପ୍ରଭୁ ପ୍ରେମ ମୋୟ ଈଶ୍ଵର
ପ୍ରେମ ଯେ ତୁମ ଅପାର -2 ଥର
=ସମାପ୍ତ=

No comments:
Post a Comment