"LYRICS"
ଯୀଶୁ ଜୀବିତ ପୁନରୁଥିତ
ଗାଓ ଜୟଗୀତ -2 ଥର
ଶୂନ୍ୟ ସମାଧି କହୁଛି ଆଜି -2 ଥର
ନୁହନ୍ତି ସେ ମୃତ -
ଯୀଶୁ ଜୀବିତ ପୁନରୁଥିତ
ଗାଓ ଜୟଗୀତ -2 ଥର
=1=
ତାଙ୍କ ସକତି ଜଗତ ଦେଖି
ହୋଇଛି ଚକିତ
ଯାଇଛି ହୋଯି ମରଣ ଭୀତି
ଶତ୍ରୁ ପରାଜିତ -2 ଥର
ବିଜୟୀ ବୀର ସେ ଯେ ମସିହ ପ୍ରଭୁ ଈଶ୍ଵ ସୂତ-2 ଥର
ଯୀଶୁ ଜୀବିତ ପୁନରୁଥିତ
(ଗାଓ ଜୟଗୀତ -2 ଥର )
=2 =
ଏହି ଜୀବନେ ନିରାଶ ମାନେ ଦିଅନ୍ତି ସେ ଆଶା
ଚଳା ପଥରେ ପ୍ରତି ଟି କ୍ଷଣେ ,ସେ ସାହା ଭରସା -2 ଥର (ହୋ )
ଆନନ୍ଦେ ତାଙ୍କ ପ୍ରଶଂସା କର
ତୁମେ ଅବିରତ
ଯୀଶୁ ଜୀବିତ ପୁନରୁଥିତ ଗାଓ ଜୟ ଗୀତ
ଗାଓ ଜୟଗୀତ -2 ଥର
ଶୂନ୍ୟ ସମାଧି କହୁଛି ଆଜି -2 ଥର
=ସମାପ୍ତ =

No comments:
Post a Comment