"LYRICS"
ହୋ ......ହୋ .....
ହୋ ........ହୋ ........
ବିଜୟ ସଙ୍ଗୀତ ଗାଅରେ
ମୃତ୍ୟୁଜୟ ଯୀଶୁ ନାମରେ
ମୃତ୍ଯୁ ଭୟ ଯାଇଛି ଦୂରେ
ଜୀବନର ଆଗମନରେ
ମନ ଭାରି ହୁମି ଝୁମି ନା ଚ ରେ
ବିଜୟ ସଙ୍ଗୀତ ଗାଅରେ
ମୃତ୍ୟୁଜୟ ଯୀଶୁ ନାମରେ
=1=
ଥିଲା ଯେ ଧରା ପରେ
ପାପ ଆଉ ମରଣ ଭୟ ମୃତ୍ୟୁରୁ ଯି ଉଠି
ପ୍ରଭୁ ଯୀଶୁ କଲେ ତା , ଜୟ -2 ଥର
ତ୍ରାଣର ଆଳକ ଜୁଆରେ
ପାପ ତୋମ ଲିଭି ଯାଏରେ -2 ଥର .....ହୋ ........
ଆଲୋକିତ ପ୍ରତି ଅନ୍ତରେ
ନବ ଆଶା ଜାଗି ଉଠେ ରେ
ଲୋଭିବାକୁ ପ୍ରାଣ ବିନା ମୂଲ୍ୟରେ
ବିଜୟ ସଙ୍ଗୀତ ଗାଅରେ
ମୃତ୍ୟୁଜୟ ଯୀଶୁ ନାମରେ
=2=
ଆସ ରେ ପାପିତାପୀ
ଅନୁତାପ ହୃଦୟ ନେଇ
ବିଜୟୀ ଯୀଶୁପାସେ
ପାପ କ୍ଷମା ପାଇବା ପାଇଁ -2 ଥର
ନିଜର ଅମିୟ ପ୍ରେମରେ
କ୍ଷମା ଦେବେ ପ୍ରଭୁ ସ୍ଵତ୍ଵରେ -2 ଥର -ହୋ
ମାନନୀତ ସାଧୁ ମେଳରେ
ନେଇଯିବେ ପରଦିଶରେ
ଏହି ମୋର ଜୀବନର ଶେଷରେ
ବିଜୟ ସଙ୍ଗୀତ ଗାଅରେ
ମୃତ୍ୟୁଜୟ ଯୀଶୁ ନାମରେ
=ସମାପ୍ତ=
