Monday, December 22, 2025

Uyinchhi Akasare Tara full song lyrics |Diptirekha song |Akshay Pal|New odia christmas song 2025 |NEW CHRISTMASS |ଉଇଁଛି ଆକାଶରେ ତାରା

 Song credits (Full SONG)

● Song : Uyichhi akasare Tara (ଉଇଁଛି ଆକାଶରେ ତାରା) ● Singers : DiptiRekha(Ollywood)and Akshay Pal ● Lyrics : Suren Nayak ●Music : Donton Raulo ●Music & Arrangements :Bapi Samal ●Producer :Sasikanta Nayak ●Records and mixing: MRR Studio, Cuttack ●Music label : Skn Official

Favorite song

◆ Full lyrics ◆

F-ଉଇଁଛି ଉଇଁଛି ଆକାଶରେ ତାରା

G-ମୁକତି ବାରତା ଦିଏ ସଭିଙ୍କୁ ସେ ପରା 

F-ଉଇଁଛି  ଦେଖ ଉଇଁଛି ଆକାଶରେ ତାରା   

ମୁକତି ବାରତା ଦିଏ ସଭିଙ୍କୁ ସେ ପରା    

G-- ଉଦ୍ଧାର କରତା ଏହି ଜଗତର

F-ମୁକତି ଦାତା ମାନବ ଜାତିର    2X

G--ଯୀଶୁ ଜନମିଳେ ଦିଏ ତାରା ଇସାରା

F-ଯୀଶୁଙ୍କୁ ପାଇ ହେଲା ଧନ୍ୟ ଆଜି ଏ ଧରା

H- ଉଇଁଛି ଉଇଁଛି ଆକାଶରେ ତାରା

I-ଉଇଁଛି ଉଇଁଛି ଆକାଶରେ ତାରା

G-M-ଉଇଁଛି ଦେଖ ଉଇଁଛି  .....

=1= 

F-ବେଥଲିହିମ ନଗରେ (ଗୋଟିଏ ଗୁହାଳ ଘରେ 2 ଥର ) 

ଦୀନ ହୀନ ବେଶ ରେ (ମାତା ମେରୀ ଙ୍କ କୋଳରେ 2 ଥର )   

G - ଦେଖ ଏକ ଶିଶୁ ଟିଏ (ହସି ହସି ତାରା କହେ 2 ଥର ) 

ନୁହନ୍ତି ଆଉ ସେ  କିଏ ( ପୁତ୍ର ଇଶ୍ୱପରା ସିଏ  2 ଥରର)

F -ଉଦ୍ଧାର କରତା ଏହି ଜଗତର

G  -ମୁକତି ଦାତା ମାନବ ଜାତିର    2X

=1=

G -ପୂରୁବ ଦେଶ ରୁ ଦେଖ (ପଣ୍ଡିତ ଗଣ ଆସିଲେ 2 ଥର )

ଲଭି ତାଙ୍କ ଦରଶନ (ସୁନା ଗନ୍ଧ ରସ ଦେଲେ 2 ଥର )

F -ଆସ ହେ ବିଶ୍ୱାସୀଗଣ (ପୂଜିବା ତାଙ୍କ ଚରଣ 2 ଥର ) 

ଭେଟି ରୂପେ ଦେଇ ଆମ (ହୃଦ ମନ ଏ ଜୀବନ 2 ଥର )

G -ଉଦ୍ଧାର କରତା ଏହି ଜଗତର......

F-ମୁକତି ଦାତା ମାନବ ଜାତିର    2X

=ସମାପ୍ତ=

 

      


No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update