ଏହି ଗୀତ ସମ୍ୱନ୍ଧରେ ପଦେ ସୂଚନା.. 👇 ଗୀତ. : ବଜା ଢୋଲ ବଜା ଗୀତ ରଚନା : ପ୍ରଦୀପ କୁମାର ସ୍ୱର ସଂଯଜନା : ପ୍ରଦୀପ କୁମାର ସଂଗୀତ ପରିଚାଳନା : ବାପି ସାମଲ କଣ୍ଠ ଦାନ : ରାହୁଲ, ସଙ୍ଗୀତା ଗୀତ ପ୍ରସ୍ତୁତି : MRR Studio ( Cuttack )
LYRICS
Favorite song
ହେ ବଜା ଡଃଲ ବଜା ମୃଦଙ୍ଗ ବାଇଦ ବଜା
ହେ ଦେଖ ବେଥଲିହିମେ ଜନମିଲେ ଯୀଶୁ ରାଜା -b
ହେ ବଜା ମହୁରି ବଜା ସବଶୁର ସ୍ଵରେ ବଜା
ହେ ଦେଖ ବେଥଲିହିମେ ଜନମିଲେ ଯୀଶୁ ରାଜା -g
ଖୁଶିର ସମ୍ବାଦ ଆନନ୍ଦେ ଗାଇଜା -b
ଦାଉଦ ର ନଗରେ ସରଗର ରାଜା -g
ହାଲେଲୁୟା ଗୀତ ଗାଇଜା -g
ବଜାରେ ଆଜି ବଜାରେ ଆଜି ନାଚିବା ଆମେ
ତାକ ତେଈ ତାକ ତେଈ ତାକ ତେଈ ତା
=1=
ରାଜା ମାନଙ୍କ ରାଜା ସେ ଆମ ଯୀଶୁ ରାଜା
ସରଗୁ ସେହି ଆସିଲୁ ଧାଇ ଆମେ ତାହାଙ୍କ ପରଜା -b
ବାକ୍ୟ ରୂପେ ଈଶ୍ଵର ହେ ପ୍ରିୟ ଯୀଶୁ ମର
ମନୁଷ୍ୟ ରୂପରେ ଜନମ ନେଲ ତୁମରି ଦୟା ଅପାର -g
ଏ ବଡ଼ ଦିନରେ ଆନନ୍ଦେ ଗାଇଜା -b
ଦାଉଦ ର ନଗରେ ସରଗର ରାଜା -g
ହାଲେଲୁୟା ପଦେ କହିଯା -g
ବଜାରେ ଆଜି ବଜାରେ ଆଜି ନାଚିବା ଆମେ
ତାକ ତେଈ ତାକ ତେଈ ତାକ ତେଈ ତା -b/g
=2=
ଆନନ୍ଦେ ଗାଈ ମୋନ ଝୁମି ଉଠେ ଏ ପ୍ରାଣ
ଦେଖି ଆକାଶ ତାରା ଆଲୋକେ କରିବାରେ ଜୟ ଗାନ -b
ଆଶ ସବିଏ ଆଜି ବାଣ୍ଟିବା ହସ ଖୁସି
ଏହି ବାରତା ସାରା ଜଗତେ କହିବା ଆମେ ହେ ମିଶି -g
ହୋ ପତ ସତ୍ୟ ସେହି ଜୀବନର ଦାତା -b
ଅନାଦି ଅନନ୍ତ ସେ ଆମରୀ ପିଥା
ହାଲେଲୁୟା ଗାଈ ଗାଈ ଜା =g
ବଜାରେ ଆଜି ବଜାରେ ଆଜି ନାଚିବା ଆମେ
ତାକ ତେଈ ତାକ ତେଈ ତାକ ତେଈ ତା
=ସମାପ୍ତ=

No comments:
Post a Comment