Monday, December 22, 2025

Jagatara Srusti karta Nele Janama lyrics |Salman Paul (Gospel Singer)|new christmass 2025 song |ଜଗତର ସୃଷ୍ଟିକର୍ତ୍ତା ନେଲେ ଜନମSalman Paul| Umakanta Digal official song lyrics

 


🎶 SONG DETAILS: Song: ଜଗତର ସୃଷ୍ଟି କର୍ତ୍ତା ନେଲେ ଜନମ Singer: Salman Paul (Gospel Singer) Lyrics & Music: Umakanta Digal Music Arrangement: Kumar Mantu Producer: Moses Nanda Record & Mix: MRR Studio, Cuttack

SONG��lyrics  

ଜଗତର ସୃଷ୍ଟିକର୍ତ୍ତା ନେଲେ ଆଜି ଜନମ

କାରଣ ଈଶ୍ୱର କଲେ ଜଗତକୁ ଏଡେ ପ୍ରେମ ...2 times

ସେ ଯେ ଅନାଦି ଅନନ୍ତ

ଶ୍ୱରଙ୍କ ଅଦ୍ଵିତୀୟ ପୁତ୍ର

ଦେବାକୁ ଆମକୁ ତ୍ରାଣ ମାନବ ରୂପେ

ନେଲେ ଜନମ ମାନବ ରୂପେ ସେ

ନେଲେ ଜନମ ...

ଜଗତର ସୃଷ୍ଟିକର୍ତ୍ତା ନେଲେ ଆଜି ଜନମ

କାରଣ ଈଶ୍ୱର କଲେ ଜଗତକୁ ଏଡେ ପ୍ରେମ

=1=

 ହେ ଜଗତର... ମାନବଗଣ...

ଶୁଣ ଶୁଣ ଶୁଣ ଶୁଭ ସମ୍ବାଦ ଶୁଣ

ହେ .. ଦାଉଦ ନଗରେ ମେରିଙ୍କ କୋଳରେ

ତ୍ରାଣକର୍ତା ପ୍ରଭୁ ଯୀଶୁ ନେଲେ ଜନମ

ସେ ଯେ ଅନାଦି ଅନନ୍ତ ଈଶ୍ବରଙ୍କ ଅଦ୍ଵିତୀୟ ପୁତ୍ର

ଦେବାକୁ ଆମକୁ..ତ୍ରାଣ

ମାନବ ରୂପେ ନେଲେ ଜନମ

ମାନବ ରୂପେ ସେ ନେଲେ ଜନମ ...

ଜଗତର ସୃଷ୍ଟିକର୍ତ୍ତା ନେଲେ ଆଜି ଜନମ

କାରଣ ଈଶ୍ୱର କଲେ ଜଗତକୁ ଏଡେ ପ୍ରେମ

=2=

ଯେ କେହି... ଏ ଜଗତେରେ  ...

ଯୀଶୁଙ୍କୁ ପ୍ରଭୁ ବୋଲି କରେ ବିଶ୍ୱ

 ବିନଷ୍ଟ ନ ହୋଇ, ଜୀବନ ପୁସ୍ତକେ

ତାଙ୍କରି ନାମ ବନ୍ଧୁ ହେବ ଲିଖିତ

ଯଦ୍ୟପି ସେ... ମରେ ..

ତଥାପି ମଧ୍ଯ... ବଞ୍ଚିବ ..

ପ୍ରଥମ ତୁରୀ ବାଜିଲେ ବିଶ୍ୱାସୀ ହେବେ ଉଥିତ

ସଭିଏ ସେମା6ନ ହେବେ ପୁନରଥିତ ... 

ଜଗତର ସୃଷ୍ଟିକର୍ତ୍ତା ନେଲେ ଆଜି ଜନମ

କାରଣ ଈଶ୍ୱର କଲେ ଜଗତକୁ ଏଡେ ପ୍ରେମ

କାରଣ ଈଶ୍ୱର କଲେ ଜଗତକୁ ଏଡେ ପ୍ରେମ -3 ଥର

=ସମାପ୍ତ=

MERRY CHRISTMAS! 🎄✨ ପ୍ରଭୁଙ୍କ ମହାନ ନାମର ଗୌରବ ହେଉ। ପବିତ୍ର ଆତ୍ମାଙ୍କ ପରିଚାଳନାରେ, ଅନେକ ଦିନ ପରେ ଯୋଶେଫ ଗୀତ ଲେଖକ ତରଫରୁ କ୍ରିସ୍ମାସ ଉପଲକ୍ଷେ (ଇଶ୍ୱରଙ୍କ ପ୍ରେମ ଓ ଯୀଶୁଙ୍କ ଜନ୍ମ ଉପରେ ଆଧାରିତ) ଏକ ଆତ୍ମିକ ଗୀତ ପ୍ରସ୍ତୁତ କରାଯାଇଛି।

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update