Tuesday, December 9, 2025

SE THILE BAKHYA HELE MANABA | JANAMILE JISU RAJANA ||SALMAN PAUL CHRISTIAN ODIA LYRICS SONG || NEW CHRISTIAN SONG FOR CHRISTMASS || ସେ ଥିଲେବାକ୍ୟ ହେଲେ ମାନବ

 

  • SONG : ସେ ଥିଲେ ବାକ୍ୟ / SE THILE BAKYO
  • SINGER : SALMAN PAUL

Lyrics :

ସେ ଥିଲେବାକ୍ୟ ହେଲେ ମାନବ (2Th)

ପାପୀ ମଣିଷ କାରଣ ହୋଇଣ ଇଶ ନନ୍ଦନ

ଜନମିଲେ ଯୀଶୁ ରାଜନ.. ହୋ ହୋ ହୋ ( 2th)

ଜନମିଲେ ଯୀଶୁ ରାଜନ..

ସେ ଥିଲେବାକ୍ୟ ହେଲେ ମାନବ (2Th)

=1=

ସୃଷ୍ଟି କାଳାବଧି ଯାହାଙ୍କ ବିଷୟ ଥିଲା ଲିଖିତ

ଥିଲା ଲିଖିତ ହେଲେ ଦେହବନ୍ତ

ବାକ୍ୟକୁ କରିଣ ସଫଳିକୃତ ସଫଳିକୃତ (2th)

ହୋଇ ଆମ ପରିତ୍ରାଣ ହୋଇ ଅନନ୍ତ ଜୀବନ (2th)

ଜନମିଲେ ଯୀଶୁ ରାଜନ... ହୋ ହୋ ହୋ

ଜନମିଲେ ଯୀଶୁ ରାଜନ  (2th)

=2=

ଆହା କେଡ଼େ ପ୍ରେମ ଦେଖାଇଲେ ଯୀଶୁ

ଆମ କାରଣ ଆମ କାରଣ

ସରଗ ସୁଖକୁ ତ୍ୟାଗ କରିଦେଲେ

ଆମ କାରଣ ଆମ କାରଣ  (2th) ହୋ

ହୋଇ ଆମ ମୁକ୍ତିକର୍ତ୍ତା ହୋଇ ଆମ ତ୍ରାଣକର୍ତ୍ତା

ଜନମିଲେ ଯୀଶୁରାଜନ..........ହୋ ହୋ ହୋ

ଜନମିଲେ ଯୀଶୁ ରାଜନ (2th)

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update