Sunday, December 14, 2025

Janamile Iswara Suta | Odia Christmas song | Barsat Pani | Christmas Dance Song | AL music official ||NEW CHISTMASS CELEBRATION SONG 2025 ||ଜନମିଲେ ନମିଲେ ..ଈଶ୍ଵର ସୂତ (2 ଥର)


 Song Credit

------------------ Song : Janamile Iswara Suta Singer : Barsat Pani Lyrics & Music : Lihit Guru Music Arrangements : Kumar Mantu Recording : Style Studio

Favorite song

ଜନମିଲେ ......ଈଶ୍ଵର ସୂତ

ଜନମିଲେ .......ଈଶ୍ଵର ସୂତ

ଶୁଣ ଶୁଣ  ସାରା ଜଗତ

ଜନମିଲେ ନମିଲେ ..ଈଶ୍ଵର ସୂତ (2 ଥର)

ଏ ଯେ ସୁଭ ସମ୍ବାଦ ...........

ଜୀବ ଚାଲ ବେଥଲିହିମ ହୁଅ ପ୍ରସ୍ତୁତ (2 ଥର )

=1=

ରାଜାମାନଙ୍କର ରାଜା ପ୍ରଭୁ ଆମର

ଧର୍ମ ମୟ ନ୍ୟାୟ ବନ୍ତ  ସତ୍ୟ ଈଶ୍ଵର  

ପରାକ୍ରମୀ ବୀର ସେ ଯେ ତ୍ରିଭୁବନର

ବେଥଲିହିମ ଗୁହାଲେ ଜନ୍ମ ତାଙ୍କର ...(2 ଥର ) ହୋ

କୁଆ କୁଆ ଶୁଭେ ଆଜି ....ହାଏ

କୁଆ କୁଆ ଶୁଭେ ଆଜି ଯୀଶୁଙ୍କ ସ୍ଵର

ଅଭିଲମ୍ବେ କରିବା ଦର୍ଶନ ତାଙ୍କର

ଶୁଣ ଶୁଣ  ସାରା ଜଗତ

ଜନମିଲେ ନମିଲେ ..ଈଶ୍ଵର ସୂତ (2 ଥର)

ଏ ଯେ ସୁଭ ସମ୍ବାଦ ...........

ଜୀବ ଚାଲ ବେଥଲିହିମ ହୁଅ ପ୍ରସ୍ତୁତ (2 ଥର )

=2=

ଆଲୋକରେ ପରିପୂର୍ଣ ଏ ଧରା ଧାମ

ସ୍ଵର୍ଗରୂ ଶୁଭୁଚି ଶୁଣ ପ୍ରଭୁଙ୍କ ଗାନ

ପ୍ରତିଜ୍ଞାନୁସାରେ ହେଲା ବାକ୍ୟ ପୂରଣ

ମରତେ ଅବତରିଲେ ଈଶ୍ଵନନ୍ଦନ (2 ଥର )

ଚୋଉଦିଗେ ଶୁଭେ ଆଜି ...ହାଏ

ଚୋଉଦିଗେ ଶୁଭେ ଆଜି ଯୀଶୁଙ୍କ ସ୍ଵର

ଅଭିଲମ୍ବେ କରିବା ଦର୍ଶନ ତାଙ୍କର

ଜୀବ ଚାଲ ବେଥଲିହିମ ହୁଅ ପ୍ରସ୍ତୁତ (2 ଥର

ଶୁଣ ଶୁଣ  ସାରା ଜଗତ

ଜନମିଲେ ନମିଲେ ..ଈଶ୍ଵର ସୂତ (2 ଥର)

ଏ ଯେ ସୁଭ ସମ୍ବାଦ ...........

ଜୀବ ଚାଲ ବେଥଲିହିମ ହୁଅ ପ୍ରସ୍ତୁତ (2 ଥର

=ସମାପ୍ତ=

No comments:

Post a Comment

Powered By Blogger

Letest Post

KRUSA UPARE KARE NIBEDANA ||CHRISTIAN NEW CRHRIST DEVOTIONAL SONG FOR GALGATHA REPRESENT ||KRUSHA UPARE DELA NIJA JIBANA 2026

  " LYRIC'S" କୃଶ ଉପରେ / ଗୋଟିଏ ଚୋର / କରେ ନିବେଦନ / ହେ ଯୀଶୁ ରାଜନ ପାର ଦେଶରେ / ଦେବଟିକେ ସ୍ଥାନ/ କରିବ ସ୍ମରଣ / ମୁହିଁ ପାପୀଜନ 2× ଯୀଶୁ ତାଙ...

Letest Update