Sunday, December 14, 2025

JANAMA NELE DEKHA DAYA SAGARA || SALMAN PAUL NEW CHRISTMASS DANCE SONG || KORAPUTIA CHRISTMASS LYRICAL VIDEO//ଜନମ ନେଲେ ଦୟା ସାଗର//Janama Nele Daya Sagara//SALMAN PAUL & JIBIT PRADHAN//Salem limma

 

Title : Janama Nele Daya sagara ଜନମ ନେଲେ ଦୟା ସାଗର Singer : Salman Paul & Jibit Pradhan Lyrics & Music : Salem Lima Music Arrangement : Subham Shamal (Bapi Shamal) Producer : Deepak Pradhan

Favorite song

.......................

.......................

ମୋ ଯୀଶୁ ରାଜା କେଡ଼େ ସୁନ୍ଦର

ଜନମ ନେଲେ ଦେଖ ଦୟାା ସାଗର (2 ଥର )

 ପ୍ରଶଂସାରେ ପରିପୂର୍ଣ

ରାଜା ମାନଙ୍କ ରାଜନ  (2 ଥର )

ଆସିଲେ ମରତ ପୁର

ଜନମ ନେଲେ ଦେଖ ଦୟାା ସାଗର

=1=

ଜୀବନ ଦାୟକ ପଥସେ ଅଟନ୍ତି

ମନୁଷ୍ୟ ମାନଙ୍କ ଜ୍ୟୋତି ଜଗତେ ଆସିଛନ୍ତି

ହୋ ..ଡ଼ାଲି ଦେବେ ତାଙ୍କ ଅଶେଷ ତାଙ୍କ ପ୍ରିତୀ

ମଶିହ ସେଯେ ଆମର ଯୀଶୁ ଅଟନ୍ତି

ସେ ଅଟନ୍ତି ଯୁବ ସିଂହ

ପରାକ୍ରମୀ ଯୀଶୁ ଆମ (2 ଥର )

ଆସିଲେ ମରତ ପୁର

ଜନମ ନେଲେ ଦେଖ ଦୟାା ସାଗର (2 ଥର )

=2=

ଉପତ୍ୟକା ସବୁ ଉଛ କରାଯିବ

ପର୍ବତ ଉପ ପର୍ବତ ନୀଚ ହୋଇବ

ହୋ ..ବକ୍ର କୁ ନିଶ୍ଚେ ସଳକ କରାଯିବ

ରଗଡା ସ୍ଥାନକୁ ସବୁ ସମାନ କରାଯିବ  

ଆସିଛନ୍ତି ସେ ରଜନ ପରାକ୍ରମୀ ଯୀଶୁ ଆମ (2 ଥର)

ଆସିଲେ ମରତ ପୁର

ପରିତ୍ରାଣ କର୍ତା ସେଯେ ଯୀଶୁ ଆମର (2 )

ଜନମ ନେଲେ ଦେଖ ଦୟାା ସାଗର (3  ଥର )

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update