Lyrics:
ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ
ଆମ ହୃଦୟର ଟିକି ପ୍ରଦୀପଟେ (2 ଥର )
ଦୂର ହେଉ ଅନ୍ଧକାର ଜୀବନେ
ଆଲୋକିତ ଆସୁ ଆମରୀ ମନେ (2 ଥର )
ପ୍ରଭୁ ଆଲୋକିତ ଆସୁ ଆମୋରି ମନେ
ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ
=1=
ଛାଡ଼ି ତୁମ ନାମ କଲୁ ମନ୍ଧକର୍ମ
ଅନ୍ଧାର ଜଗତେ ରହି ଅନ୍ଧକାରେ (2 ଥର )
ଭରିଦିଅ ଆମ ହୃଦୟରେ
ତୁମ ସେହି ଅନନ୍ତ ଆଲୋକେ ....(2 ଥର )
ପ୍ରଭୁ ତୁମ ସେହି ଅନନ୍ତ ଆଲୋକେ
ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ
=2=
ଜଗତର ଜ୍ୟୋତି ପ୍ରଭୁ ଯୀଶୁ ତୁମେ
ଶୟତାନ ଲୁଚେ ତୁମରି ଭୟରେ (2 ଥର)
ଆଜି ଏ ଶୁଭ ଦିନରେ ଭକ୍ତ ସାଧୁଙ୍କ ଗହଣେ (2 ଥର )
ପ୍ରଭୁ ବିରାଜିତ ହୁଅ ଆମରୀ ମନେ
ଜଲାଉଛୁ ପ୍ରଭୁ ତୁମ ଶ୍ରୀ ଚରଣେ
=ସମାପ୍ତ=
.png)

No comments:
Post a Comment