Audio credits 🎶
🎼 Singer- Humane Sagar
🎼 Composition- Digbijay (ILU)
🎼 Lyrics- Taitas Pal
🎼 Music Scoring- Bapi Samal
🎼 Dub & Mix- MRR studio, CTC
🎼 Flute- Sima
🎼 DOP & Edit- Digital crew
LYRICS
ଜନମିଛନ୍ତି ଯୀଶୁ ରାଜା ଆମର
ଗୁହାଳ କୁଣ୍ଡରୁ ଶୁଭେ ତାହାଙ୍କ ସ୍ୱର ( ୨ ଥର)
ଦାଉଦ ନଗର କ୍ଷମାର ସାଗର
ଆସିଲେ ଆସିଲେ ପ୍ରଭୁ ସ୍ୱାଗତ କର (୨ ଥର)
ଜନମିଛନ୍ତି....
=1=
ପୁଲକିତ ଧରା ଗଗନ ଖୁସି ଲଗନ ଏ ଜୀବନେ
ଶାନ୍ତିର ଆଗମନେ
ଶିହରଣ ଖେଳେ ଅନ୍ତରେ ସ୍ପନ୍ଦନ ବଢେ ହ୍ରୁଦୟରେ
ଆନନ୍ଦ ଲହରୀ ଛୁଟେ (୨ ଥର)
ଶୀତଳ ଲହରୀ ଆସୁଅଛି ମାଡ଼ି
ଜନମ ସମ୍ବାଦ ନେଇ (୨ ଥର)
ଜନମିଛନ୍ତି.... ହେ ....ହେ .....ହେ
=2=
ଅନ୍ୱେଷଣ ଯିବା କରି ତାରା ପଛେ ଅନୁସରି
ହ୍ରୁଦୟକୁ ଶୂନ୍ୟ କରି ଶେଷ ଯାଏଁ ଧୈର୍ଯ୍ୟ ଧରି ( ୨ ଥର)
ବେଥଲିହିମ ଗୁହାଳ ଆମରି ଲକ୍ଷ ସ୍ଥଳ
କରିବା ଯାଇ ଦର୍ଶନ ଜୀବନ ହେବ ଧନ୍ୟ
ଜନମିଛନ୍ତି...
=ସମାପ୍ତ=

No comments:
Post a Comment