🎵Song: MO JISHURAJA ASIBE (ମୋ ଯୀଶୁରାଜା ଆସିବେ)
🎵Singer : ASEEMA PANDA & SALMAN PAUL
🎵Lyrics & Composition : DONTON RAULO (9556428641)
🎵Music Arrangement : BAPI SAMAL
🎵Producer : HEMANTH NEELAPU
MO JISHURAJA ASIBE - LYRICS
ଆସିବେ ଆସିବେ ସର୍ବ ଜଗତର ରାଜା
ଆସିବେ ଆସିବେ ରାଜା ମାନଙ୍କର ରାଜା(2 ଥର)
ବର ବେଶରେ ମେଘରଥେ ମୋ ଯୀଶୁ ରାଜା ଆସିବେ
ମହାବିକ୍ରମେ ସାଧୁମେଳେ ମୋ ଯୀଶୁ ରାଜା ଆସିବେ (2 ଥର)
ସେତ ଆସିବେ ନିଶ୍ଚେ ଆସିବେ
ମୋତେ ନେବାକୁ ଶୀଘ୍ର ଆସିବେ ×2.....
=1=
ପ୍ରତିଜ୍ଞା ଯାହା ତାହାଙ୍କ ନୋହିବ କେବେ ବିଫଳ
ଆକ୍ଷରିକ ଭାବେ ତାହା ହୋଇବ ଶୀଘ୍ର ସଫଳ.... ×2 (g/b)
ସେତ ଆସିବେ ନିଶ୍ଚେ ଆସିବେ
ମୋତେ ନେବାକୁ ଶୀଘ୍ର ଆସିବେ x2 (g/b)
ବର ବେଶରେ ମେଘରଥେ
ମୋ ଯୀଶୁ ରାଜା ଆସିବେ (g)
ମହାବିକ୍ରମେ ସାଧୁମେଳେ
ମୋ ଯୀଶୁ ରାଜା ଆସିବେ (b)
=2=
ଶାନ୍ତି ରାଜ୍ୟ ଦେବା ପାଇଁ ଆଗମନ ସେ କରିବେ
ସ୍ୱର୍ଗ ପୁରେ ନେବା ପାଇଁ
ମୋ ଯୀଶୁ ରାଜା ଆସିବେ.×2 (b/g)
ହୋ .. g
ସେତ ଆସିବେ ନିଶ୍ଚେ ଆସିବେ
ମୋତେ ନେବାକୁ ଶୀଘ୍ର ଆସିବେ 2x (b/g)
ବର ବେଶରେ ମେଘରଥେ
ମୋ ଯୀଶୁ ରାଜା ଆସିବେ (b)
ମହାବିକ୍ରମେ ସାଧୁମେଳେ
ମୋ ଯୀଶୁ ରାଜା ଆସିବେ.....(g)
ମୋ ଯୀଶୁ ରାଜା ଆସିବେ.....
=ସମାପ୍ତ =

No comments:
Post a Comment