"LYRIC'S"
କୃଶ ଉପରେ / ଗୋଟିଏ ଚୋର /
କରେ ନିବେଦନ / ହେ ଯୀଶୁ ରାଜନ
ପାର ଦେଶରେ / ଦେବଟିକେ ସ୍ଥାନ/
କରିବ ସ୍ମରଣ / ମୁହିଁ ପାପୀଜନ 2×
ଯୀଶୁ ତାଙ୍କୁ କହିଲେ / ଶୁଣ ପାଇବ ସ୍ଥାନ / ହଁ ଏସନ { 2×}
=1=
ମିଛ ମରୀଚିକା, ପାପ ଅଭିଶିକା, ମନରେ ଜଣାଏ, ମିଛ ସପନ,
ବାଟ ସେ ଅଟେ ମରଣ
ଦୁନିଆଁ ଟା ଖାଲି, ନିରାଶର ବାଲି, ଶୁଷ୍କ ମରୁଭୂମି, ଦେଖାଏ ଭ୍ରମ
ଯୀଶୁ ବିନା ନାହିଁ ତ୍ରାଣ ×2
ଫେରିଆ ଧନ, ଯୀଶୁ ଚରଣ, ପାଇବୁ ଶାନ୍ତି, ନୂଆଁ ଜୀବନ
ଯୀଶୁ ତାଙ୍କୁ କହିଲେ / ଶୁଣ ପାଇବ ସ୍ଥାନ / ହଁ ଏସନ { 2×}
ଶ ଉପରେ / ଗୋଟିଏ ଚୋର / କରେ ନିବେଦନ / ହେ ଯୀଶୁ ରାଜନ
=2=
ସଂସାର ସାଗରେ, ପାପ ପଦ୍ମ ଫୁଲ, ସେତ ମନାଫଳ, ବଢାନା ହାତ
ବାଟ ସେ ଅଟେ ମରଣ
ମେଣ୍ଟିବରେ ଶୋଷ, ପ୍ରାଣ ହେବ ତୋଷ, ପ୍ରଭୁ ଯୀଶୁ ନାମ, ଜୀବନ୍ତ ଜଳ
ଯୀଶୁ ବିନା ନାହିଁ ତ୍ରାଣ ×2
ଯୀଶୁ ତାଙ୍କୁ କହିଲେ / ଶୁଣ ପାଇବ ସ୍ଥାନ / ହଁ ଏସନ { 2×}
=ସମାପ୍ତ=
