Sunday, January 4, 2026

Israel Parameswara full odia lyrics song ||Shasank Sekhar New Odia Christian Song | Samuel Nag ||suna mara krandana suna -odia christian decotional song ||christian israela parameswara lyrics new odia song

Israel  Parameswara full odia lyrics song ||Shasank Sekhar New Odia Christian Song | Samuel Nag ||suna mara krandana suna -odia christian decotional song ||christian israela parameswara lyrics new odia song 
song  : ISRAEL  PARAMESWARA 

Singer : Shasank Sekhar (Ollywood Singer) Lyrics & Compose : Samuel Nag (6372426566) Arrangement & Programming : Bapi Samal Record & Mixing : MRR Studio, Cuttack 

FULL LYRICS 

ହୋ.......ହୋ.......
ହୋ........ହୋ.......
ଇସ୍ରାଏଲ ପରମେଶ୍ଵର  
ଶୁଣ ମୋର କ୍ରନ୍ଦନ ସ୍ବର
ଅବ୍ରାହାମ ପରମେଶ୍ୱର
ଶୁଣ ମୋର ଏ ନିବେଦନ
ସଙ୍କଟରେ ପଢ଼ିଛି ମୁଁ ......୨
କର ପ୍ରଭୁ ମୋତେ ଉଦ୍ଧାର 
ପ୍ରାର୍ଥନା ଶୁଣ ମୋ ଈଶ୍ଵର 
କର ପ୍ରଭୁ ମୋତେ ଉଦ୍ଧାର
ଇସ୍ରାଏଲ ପରମେଶ୍ଵର 
ଶୁଣ ମୋର କ୍ରନ୍ଦନ ସ୍ୱର
=୧=
ଭୂମିର ଜଳ ଶୋଷିତ ହେଲା ପରି
ବଳ ମୋର କ୍ଷୀଣ ହେଉଅଛି
ଦିନକୁ ଦିନ ମୋର ଶରୀର ପ୍ରାଣ
ଦୁର୍ବଳ ପ୍ରଭୁ ହେଉଅଛି
ହୋ .. ଅଦ୍ଧୋ ରାତ୍ରୀରେ ମୋ ବିଛଣାରେ ଯୀଶୁ 
ଅଶ୍ରୁ ମୋର ଝରିଯାଉଛି
ଆସ୍ଥିସବୁ ମୋର ଭାଙ୍ଗି ଯାଉଛି ପ୍ରଭୁ 
ସାହାସ କ୍ରମେ କ୍ଷୀଣ ହେଉଅଛି
(ହେ ରକ୍ଷାକର୍ତ୍ତା ଜୀବନ ଦାତା,
ଦୟାରେ ମୋତେ ଉଦ୍ଧାର କର ).......୩
ଦୟାରେ ମୋତେ ଉଦ୍ଧାର କର-1
ଇସ୍ରାଏଲ ପରମେଶ୍ବର 
ଶୁଣ ମୋର କ୍ରନ୍ଦନ ସ୍ୱର
=୨=
ତୁମ ମହା କୋପରୁ ମୋର ହୃଦ ବଗିଚା 
ଦହୋଲି ଯାଉଛି ପ୍ରଭୁ
ଜଣାତରେ ଅଜାଣତେ ମୁଁ ଯୀଶୁ
ତୁମ ଦୃଷ୍ଟିରେ ପାପ କରିଅଛି
ହା .. ଦୟାରେ ମୋର ପାପ କ୍ଷମା କର 
ହେ ମୋର କ୍ଷମାର ସାଗର 
କ୍ଷମା ନୋ କଲେ ମୁ ହେବି କାହାର?
କର ନାହିଁ ପ୍ରଭୁ ମୋତେ ପର
(ତୁମ ହିଁ ମୋର ଆଶ୍ରୟ ଓ ବଳ,
ତୁମ ହିଁ ମୋର ଜୀବନ୍ତ ଝର )....…2
ତୁମ ହିଁ ମୋର ଜୀବନ୍ତ ଝର
ଇସ୍ରାଏଲ ପରମେଶ୍ବର 
ଶୁଣ ମୋର କ୍ରନ୍ଦନ ସ୍ୱର
ଅବ୍ରାହାମ ପରମେଶ୍ୱର
ଶୁଣ ମୋର ଏ ନିବେଦନ
ଇସ୍ରାଏଲ ପରମେଶ୍ବର 
ଶୁଣ ମୋର କ୍ରନ୍ଦନ ସ୍ୱର
=ସମାପ୍ତ =
Powered By Blogger

Letest Post

EHA ROTI NUHA EHA MORA HRUDHIRA EHA DRAKHYA RASA NUHA LYRICS SONG ||HUMMAN SAGARAR NEW DEVOTIONAL SONG LYRICS ||NEW CHRISTIAN SONG LYRICS ||EHA ROTI NUHA EHA MORA RUDHIRA ||EHA ROTI NUHA EHA MORA SARIRA LYRICS CHRISTIAN ODIA SONG 2025||NEW DEVOTIONAL ODIA SONG

EHA ROTI NUHA EHA MORA HRUDHIRA EHA DRAKHYA RASA NUHA LYRICS SONG ||HUMMAN SAGARAR NEW DEVOTIONAL SONG LYRICS ||NEW CHRISTIAN SONG LYRICS ||...

Letest Update