Sunday, November 23, 2025

AKASHA PRUTHIBI LOPA PAIBA || Singer Arabind ||Odia Christan DEVOTIONAL song ||Old Hit Christian Song ||


Favorite song

ଆକାଶ ପୃଥିବୀ ଲୋପ ପାଇବ

ପ୍ରଭୁଙ୍କ ବାକ୍ୟ କେବେ ଲୋପ ନୋ ହେବ  (2 ଥର )

ତାହାଙ୍କ ମୁଖରୁ ତାହାଙ୍କ ମୁଖରୁ

ଯେତେ ନିସୃତ

କଦାପି ସେ ବାକ୍ୟ ଲୋପ ନୋ ହିବ

ଆକାଶ ପୃଥିବୀ ଲୋପ ପାଇବ

=1=

ପରିଶ୍ରାନ୍ତ ଭାରଗ୍ରସ୍ତ ଲକ ସମସ୍ତ

ଚାହିଦେକ ତାକୁ ଏହି ମୁହୂର୍ତ

ସର୍ବ ଦେଶୀ ନାମ ତାଙ୍କ ମହିମା ନିତ

ଗୌରବ କର ଯଥାପି ହିତ

ତାହାଙ୍କ ନିଶ୍ଵାସେ ତାହାଙ୍କ ନିଶ୍ଵାସେ

ଯେତେ ନିର୍ମିତ

ଆନନ୍ଦିତ ମନେ ହୁଅ ପ୍ରସ୍ତୁତ

ଆକାଶ ପୃଥିବୀ ଲୋପ ପାଇବ

=2=

ତାହାଙ୍କର ବାକ୍ୟ ସବୁ  ସୁପରିଷ୍କୃତ

ବାକ୍ୟରୂପୀ ହେଲେ ଜୀବନେ ହିତ

ପରିତ୍ରାଣ ଘେନ ଆଜି ସକେଲ ଚିତ

ଧର୍ମମୟ ପ୍ରଭୁ ଭିଶ୍ରେବିନୀତ

ପ୍ରଥୀ ପ୍ରଭାତେ ପ୍ରତି ପ୍ରଭାତେ

ମନର ହିତେ

ନୂତନ ତା  ଆଣି କରେ ସାଜିତ

ଆକାଶ ପୃଥିବୀ ଲୋପ ପାଇବ  

=ସମାପ୍ତ

Powered By Blogger

Letest Post

BIJAYA SANGITA GAO RE MHRUTYUNJAYI JISU NAMARE LYRICS SONG ODIA RISEN SONG ||PUNNARUTHANA LYRICS SONG ODIA CHRISTIAN SONG LYRICS ||PUNNARUTHANA SONG ODIA SONG NEW CHRISTIAN SONG NEW DEVOTIONAL ODIA SONG ||CHRISTIAN SONG

  BIJAYA SANGITA GAO RE MHRUTYUNJAYI JISU NAMARE LYRICS SONG ODIA RISEN SONG ||PUNNARUTHANA LYRICS SONG ODIA CHRISTIAN SONG LYRICS ||PUNNARU...

Letest Update