Wednesday, November 19, 2025

ଫୁଟିଛି ଗୁହାଳେ ସରଗର ଫୁଲ..|SARAGARA PHULA || ସରଗର ଫୁଲ || NEW ODIA CHRISTMAS SPECIAL SONG || SHASANK SEKHAR || AMIT BADANAYAK

  

  • Song  : Saragara Phula (Studio Version)
  • Singer : Shasank Sekhar (Ollywood Singer)
  • Lyrics : Amit Badanayak (8895583382)
  • Music Composition : Amit Badanayak
  • Arrangement & Programming : Bapi Samal

 Full Lyrics

ଫୁଟିଛି ଗୁହାଳେ ସରଗର ଫୁଲ.. ତା ବାସ ମହକ (ସବୁଠୁ ଲାଗେ ଭଲ  x2 ଥର
ଫୁଟିଛି ଗୁହାଳେ ସରଗର ଫୁଲ.. ତା ବାସ ମହକ ସବୁଠୁ ଲାଗେ ଭଲ   ଶୀତ କାକର ଅନ୍ଧାର ବେଳେ ବେଥଲିହିମ ଗାଈ ଗୁହାଳେ ଫୁଟିଛି ଫୁଲ ଶାରୋଣର ଗୋଲାପ ଫୁଲ ମସୀହ ସେ ଈମ୍ମାନୁଏଲ.... ପ୍ରଶଂସା ଗୌରବ କର ହେ ସକଳ ଆନନ୍ଦ ଉଲ୍ଲାସେ ଜୟ ଜୟ ବୋଲ.. ଶାରୋଣର ଗୋଲାପ ଫୁଲ ମସୀହ ସେ ଈମ୍ମାନୁଏଲ......
=1= ଏ ଧରା କାନନେ ଫୁଟିଅଛି ଯେତେ ଫୁଲ ଗୁଣରେ ଶୋଭାରେ କେହି ନୁହଁଇ ତା ତୁଲ  ସହଜ ନୁହଁଇ ପାଇବାକୁ ସେହି ଫୁଲ ବିଶ୍ୱାସେ ଯେ ଖୋଜେ ମିଳଇ ତାଙ୍କୁ କେବଳ... କରିଲେ ଧାରଣ ହୃଦୟେ ସେ ଫୁଲ ବଦଳି ଯାଏ ତା ସ୍ଵଭାବ ସକଳ ଶାରୋଣର ଗୋଲାପ ଫୁଲ ମସୀହ ସେ ଈମ୍ମାନୁଏଲ......
=2= ସେ ଫୁଲ ଅଟଇ ଶାନ୍ତି ମୁକ୍ତିର ପ୍ରତୀକ ସେ ଫୁଲେ ମିଳଇ ଦୟା କରୁଣା ଅନେକ  ସେ ଫୁଲେ ରହିଛି ପରିତ୍ରାଣର ମହକ ସେ ଫୁଲ ଜୀବନେ ଦିଏ ଆଶାର ଆଲୋକ  ଯୀଶୁ ହିଁ କେବଳ ଅଟନ୍ତି ସେ ଫୁଲ ଏହେତୁ ଯୀଶୁଙ୍କୁ ଭଜ ସଦାକାଳ ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ......
=ସମାପ୍ତ=
Powered By Blogger

Letest Post

BIJAYA SANGITA GAO RE MHRUTYUNJAYI JISU NAMARE LYRICS SONG ODIA RISEN SONG ||PUNNARUTHANA LYRICS SONG ODIA CHRISTIAN SONG LYRICS ||PUNNARUTHANA SONG ODIA SONG NEW CHRISTIAN SONG NEW DEVOTIONAL ODIA SONG ||CHRISTIAN SONG

  BIJAYA SANGITA GAO RE MHRUTYUNJAYI JISU NAMARE LYRICS SONG ODIA RISEN SONG ||PUNNARUTHANA LYRICS SONG ODIA CHRISTIAN SONG LYRICS ||PUNNARU...

Letest Update